Browsing Category

Featured

ପାକିସ୍ତାନ ଏୟାରଫୋର୍ସ ପ୍ରଥମ ହିନ୍ଦୁ ପାଇଲଟ୍ ହେଲେ ରାହୁଲ ଦେବ

ପାକିସ୍ତାନ ବାୟୁସେନା ଇତିହାସରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ପାଇଲଟ୍ ଭାବେ ଚୟନ ହୋଇଛନ୍ତି । ପାକିସ୍ତାନରେ ହିନ୍ଦୁ ଓ ଅନ୍ୟ ଅଳ୍ପସଂଖ୍ୟାକ ସମ୍ପ୍ରଦାୟକୁ ନେଇ ଭେଦଭାବ ମଧ୍ୟରେ ମିଳିଛି ଖୁସି ଖବର । ରାହୁଲ ଦେବ ନାମକ…

ଓଡ଼ିଶାରେ ଏବେ ଖୋଲିବନି ମଦ ଦୋକାନ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ମଦ ଦୋକାନ ଖୋଲିବ ନାହିଁ । କୌଣସି ଅଞ୍ଚଳରେ ମଧ୍ୟ ମଦ ଦୋକାନ ଖୋଲିବ ନାହିଁ । ବାହାର ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ସେଠାକାର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି…

୪କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୬୦,୧୬୧,୧୬୨ ଓ ୧୬୩ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ୧୬୦ନମ୍ବର ଆକ୍ରାନ୍ତ ଝାରସୁଗୁଡ଼ା ଲଖନପୁରର ୪୦ବର୍ଷିୟ…

ମଦ ପରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ?

କରୋନା ଭାଇରସ୍ ଯୋଗୁଁ ଦେଶର ଅର୍ଥନୀତି ଅଧିକ ପ୍ରଭାବିତ ହୋଇଛି । ଯାହାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ…

ଆଶ୍ୱସ୍ଥ କଲା ପାଣିପାଗ ବିଭାଗ, ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ଓଡ଼ିଶାକୁ ବାତ୍ୟା ନଥିବା କହିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୩ଦିନ ତଳେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ସେହି ଅଞ୍ଚଳରେ ରହିଛି,…

ନୂଆ ଆକ୍ରାନ୍ତଙ୍କ ସୂଚନା ଦେଲେ ସରକାର

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣକ…

ମଦ ମହଙ୍ଗା,ଲାଗିଲା କରୋନା ଟ୍ୟାକ୍ସ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର): ମହଙ୍ଗା ହେଲା ମଦ । ଏକାଥରକେ ୭୦ ପ୍ରତିଶତ ବଢ଼ିଲା ଦାମ । ଆଜିଠାରୁ ଏହି ନୂଆ ଦରରେ ମଦ ବିକ୍ରି ହେବ । ଏହି ବଦ୍ଧିତ ଦରକୁ କରୋନା ଟ୍ୟାକ୍ସ ହିସାବରେ ଲୋକଙ୍କଠାରୁ ନିଆଯିବ ।…

ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ,ଆକ୍ରାନ୍ତଙ୍କ ସଂଖ୍ୟା ୧୭୦

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର):ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପଂହଚିଛି । ଗତକାଲି ୭ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା…