Browsing Category
Featured
ଆଜିଠାରୁ ୪ ଦିନ ବନ୍ଦ ରହିବ ବ୍ୟାଙ୍କ
ଭୁୁବନେଶ୍ୱର,୩୦ ।୧: ଆଜିଠାରୁ ଓଡିଶାରେ ୪ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ । ସେହିପରି ଭାରତବର୍ଷରେ ଶୁକ୍ରବାରଠାରୁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଆଜି ସରସ୍ୱତୀ ପୂଜା ପାଇଁ କେବଳ ଓଡିଶାରେ ସମସ୍ତ ବ୍ୟାଙ୍କ ବନ୍ଦ…
କମିବ ଶୀତ, ବଢିବ କୁହୁଡି
ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସହ ପାଗ ଶୁଖିଲା ରହିବ । ଆଜି ସକାଳ ୮ଟା ସୁଦ୍ଧା ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ରାଜ୍ୟରେ ଶୀତର ପ୍ରଭାବ…
ରାଜକ୍ଷମା ଆବେଦନ କଲା ଦୋଷୀ ବିନୟ
ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ରାଜକ୍ଷମା ଆବେଦନ କରିଛି ଦୋଷୀ ବିନୟ ଶର୍ମା । ଏନେଇ ସୂଚନା ଦେଇଛନ୍ତି ବିନୟର ଓକିଲ ଏ.ପି. ସିଂହ । ଏହାସହ ଆଜି ଦୋଷୀ ଅକ୍ଷୟ ଦାଖଲ କରିଛି କ୍ୟୁରେଟିଭ ପିଟିସନ…
ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଜାତୀୟ ସାହସିକତା ପୁରସ୍କାର ପାଇଥିବା ୩ଛାତ୍ରୀ ଆଜି ସମ୍ବର୍ଦ୍ଧିତ ହୋଇଛନ୍ତି । ଲୋକସେବା ଭବନରେ ତିନି ଜଣ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…
ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିସ ଶିକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଉକ୍ରର୍ଷ କେନ୍ଦ୍ର ଭାବେ ବିକଶିତ ହେବ ରାଜ୍ୟର ୧୦୧ଟି ସ୍କୁଲ । ବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ରୂପେ ବିକଶିତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।…
ମୋ ସରକାରରେ ସାମିଲ ହେଲା ଶ୍ରମ ଓ ଇଏସଆଇ ବିଭାଗ
ଭୁବନେଶ୍ୱର, ୨୯ା୧(ଓଡ଼ିଶା ଭାସ୍କର): ଆଜି ମୋ ସରକାରରେ ସାମିଲ ହୋଇଛି ଆଉ ଏକ ବିଭାଗ । ମୋ ସରକାରରେ ସାମିଲ ହୋଇଛି ଶ୍ରମ ଓ ଇଏସଆଇ ବିଭାଗ । ବିଭାଗରେ ସ୍ୱଚ୍ଛତା ଆଣିବା ଲାଗି ପଦକ୍ଷେପ ନିଆଯାଇଛି । ଲୋକସେବା ଭବନରେ…
ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ
ଝାରସୁଗୁଡ଼ା, ୨୯ା୧: ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନ ଉଡ଼ିବ । ମାର୍ଚ୍ଚ ୨୮ରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ । ଝାରସୁଗୁଡ଼ାରୁ ମୁମ୍ବାଇ ଯାଏଁ ସ୍ପାଇସ ଜେଟ ବମାନ ଉଡ଼ିବ । ଏନେଇ ସୂଚନା ଦେଇଛନ୍ତି…
ନର୍ଭୟା ମାମଲା, ପୁଣି ଘୁଞ୍ଚିପାରେ ଫାଶୀ ତାରିଖ!
ନୂଆଦିଲ୍ଲୀ, ୨୯ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ପୁଣି ୪ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚିପାରେ ବୋଲି ଚର୍ଚ୍ଚା ଚାଲିଛି । ଫେବ୍ରୁଆରି ୧ରେ ୪ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।…
୩୧ ଜାନୁଆରୀ ପରେ ବନ୍ଦ ହେବ ଏଟିଏମ କାର୍ଡ
ବିଗତ କିଛି ସମୟ ହେବ ବ୍ୟାକିଙ୍କ ସେକ୍ଟରରେ ଗ୍ରାହକଙ୍କୁ ଲୁଟରୁ ବଞ୍ଚାଇବା ପାଇଁ ବିଭିନ୍ନ ପ୍ରଣାଳୀ ଅବଲମ୍ବନ କରାଯାଉଛି । ସେହିପରି ଦୁଇ ବର୍ଷ ପୂର୍ବରୁ କେନ୍ଦ୍ର ଆରବିଆଇ ବ୍ୟାଙ୍କର ଏଟିଏମରେ କିଛିଟା ପରିବର୍ତ୍ତନ…
ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ
ନୂଆଦିଲ୍ଲୀ, ୨୯ା୧: ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହୋଇଛି । ଧ୍ୱଜାବତରଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପସ୍ଥିତ ରହିଛନ୍ତି । ସେହି ସମାରୋହରେ ପ୍ରଥମଥର ପାଇଁ ବନ୍ଦେ ମାତରଂ ଗାନ କରାଯାଇଛି ।…