fbpx
Browsing Category

Astrology

ମହା ଅଷ୍ଟମୀରେ ନିର୍ମିତ ହେଉଛି ଶୁଭ ଯୋଗ; ୫ଟି ରାଶିଙ୍କ ଚମକିବ ଭାଗ୍ୟ, ବର୍ଷିବ ମାତାଙ୍କ କୃପା

ଓଡ଼ିଶା ଭାସ୍କର: ଦେଶରେ ଚୈତ୍ର ନବରାତ୍ରୀର ମହାପର୍ବକୁ ବେଶ ଧୁମ୍‌ଧାମରେ ପାଳନ କରାଯାଉଛି । ଏହି ୯ ଦିନ ବିଧିବିଧାନ ଅନୁଯାୟୀ ଦେବୀ ଦୂର୍ଗାଙ୍କ ନଅଟି ସ୍ୱରୂପଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏପ୍ରିଲ ୧୬ରେ ମହା…

ନବରାତ୍ରିର ୫ମ ଦିନରେ କରନ୍ତୁ ସ୍କନ୍ଦମାତାଙ୍କ ପୂଜା, ଏହି ଭୋଗ ଲଗାଇ ପାଆନ୍ତୁ ଦେବୀ ମାଆଙ୍କର ଅପାର କୃପା

ଓଡ଼ିଶା ଭାସ୍କର: ନବରାତ୍ରୀର ପଞ୍ଚମ ଦିନ ମାଆ ସ୍କନ୍ଦମାତାଙ୍କୁ ଉତ୍ସର୍ଗ କରାଯାଏ। ଏହି ଦିନ ଦେବୀ ଦୁର୍ଗାଙ୍କ ପଞ୍ଚମ ରୂପ ମାଆ ସ୍କନ୍ଦମାତାଙ୍କୁ ପୂଜା କରାଯାଏ। ମା’ଙ୍କୁ ପୂଜା କରିବା ସହିତ ମା’ଙ୍କ ପାଖେ ଭୋଗ…

ବିବାହିତ ମହିଳା ବେଳେ ଗାଧୋଇବା ବେଳେ କରୁଛନ୍ତି କି ଏହି ବଡ଼ ଭୁଲ? ଅଣ୍ଟିବନି ଟଙ୍କା ପଇସା, ପାଣିରେ ଭାସିଯିବ ସବୁ କିଛି

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଅନେକ ସାରା ନିୟମ ରହିଛି । ଯଦି ସପ୍ତାହର ୭ ଦିନ କଥା ଦେଖାଯାଏ, ତାହେଲେ ସବୁ ଦିନ କିଛି ନାଁ କିଛି ନିୟମରେ ପରିବର୍ତ୍ତନ ଘଟିଥାଏ। ଏଣୁ ସବୁଦିନର କିଛି ମୁଖ୍ୟ ନିୟମ ପ୍ରତି ଧ୍ୟାନ…

ଧନ ସମ୍ପତ୍ତି ବଢାଇବାକୁ ଚାହୁଁଛନ୍ତି କି? ଶୁକ୍ରବାର ରାତି ୧୨ ଟା ପରେ ଗୁଜୁରାତିର କରନ୍ତୁ ଏପରି ବ୍ୟବହାର

ଓଡ଼ିଶା ଭାସ୍କର: ଧନପ୍ରାପ୍ତ କରିବାକୁ କିଏ ବା ନଚାହେଁ । ଆସନ୍ତୁ ଜାଣିବା ଗୁଜୁରାତିର ଏକ ସରଳ ଉପାୟ, ଯାହାଦ୍ୱାରା ଆପଣଙ୍କୁ ଧନ-ସମ୍ପତ୍ତି ମିଳିବା ସହ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ପୂରଣ ହେବ । ମନେରଖନ୍ତୁ ଯେ ଏହି…

ଏଥର ରାମ ନବମୀରେ ଶ୍ରୀରାମଙ୍କ ଜନ୍ମ ପରି ଗଠନ ହେଉଛି ‘ମହାସଂଯୋଗ’, ଏହି ୩ଟି ରାଶିମାନଙ୍କର ଚମକିବ ଭାଗ୍ୟ

ଓଡ଼ିଶା ଭାସ୍କର: ରାମ ନବମୀ ୧୭ ଏପ୍ରିଲ ୨୦୨୪ରେ ପାଳନ କରାଯିବ । ଏହି ଏହି ଦିନ ଚୈତ୍ର ନବରାତ୍ରିର ଶେଷ ରାତି । ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପୂନ୍ୟ ତିଥିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ ।…

ଚୈତ୍ର ନବରାତ୍ରିର ୩ୟ ଦିନରେ କରନ୍ତୁ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା, ଦୂର ହେବ ମଙ୍ଗଳ ଦୋଷ

ଓଡ଼ିଶା ଭାସ୍କର: ଚୈତ୍ର ନବରାତ୍ରିର ତୃତୀୟ ଶକ୍ତି ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା କରାଯାଇଥାଏ। ମାଆଙ୍କ ଏହି ରୂପ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିଶ୍ୱାସ କରାଯାଏ। ମାଆ ଚନ୍ଦ୍ରଘଣ୍ଟାଙ୍କ ଉପାସନା ସାହସୀ କରାଇଥାଏ । ଦେବୀ…

Vastu Tips:ମନିପର୍ସରେ ଭୁଲ୍‌ରେ ବି ରଖନ୍ତୁନି ଏହି ୪ଟି ଜିନିଷ, ଅନ୍ୟଥା ବରବାଦ ହୋଇଯିବ ସବୁ ଧନ ସଂପତ୍ତି

ଓଡ଼ିଶା ଭାସ୍କର: ଟଙ୍କା ପଇସା ସୁରକ୍ଷିତ ରଖିବା ଲାଗି ଆମେ ମନି ପର୍ସର ବ୍ୟବହାର କରିଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ରହିଛି ଯାହା ପର୍ସରେ ରଖିବା ଦ୍ୱାରା ଧନହାନୀ ଘଟିଥାଏ । ଏଣୁ ଏହିସବୁ ଜିନିଷ…

ଜୀବନରେ ଉନ୍ନତି ଚାହୁଁଛନ୍ତି କି? ବୁଧବାର ଦିନ କରନ୍ତୁ ଏହି କାମ, ରାଶିରେ ଦୃଢ଼ ହେବ ବୁଧଗ୍ରହର ସ୍ଥିତି

ଓଡ଼ିଶା ଭାସ୍କର: ସପ୍ତାହର ପ୍ରତ୍ୟେକ ଦିନ କିଛି ନିର୍ଦ୍ଦିଷ୍ଟ ଦେବୀ ଦେବତାଙ୍କୁ ହିନ୍ଦୁ ଧର୍ମରେ ସମର୍ପିତ କରାଯାଇଥାଏ । ଏହି ଦିନ ସମର୍ପିତ ହୋଇଥିବା ଭଗବାନଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଇଥାଏ। ଏହି…

Chaitra Navratri Day 2: କ୍ୟାରିୟରରେ ଉନ୍ନତି କରିବାକୁ ଚାଁହୁଛନ୍ତି କି? କରନ୍ତୁ ମା ବ୍ରହ୍ମଚାରିଣୀଙ୍କ ପୂଜା, ମିଳିବ ଶୁଭ ଫଳ

ଓଡ଼ିଶା ଭାସ୍କର: ମାଆ ବ୍ରହ୍ମଚାରିଣୀ ହେଉଛନ୍ତି ମା ଦୁର୍ଗାଙ୍କର ଦ୍ୱିତୀୟ ଶକ୍ତି । ନବରାତ୍ରର ଦ୍ୱିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କର ପୂଜା କରାଯାଏ। ମାଆ ବ୍ରହ୍ମଚରିଣୀଙ୍କୁ ପୂଜା କରି ଭକ୍ତମାନେ ଅନେକ ପ୍ରକାରର…

ଏପ୍ରିଲ ୧୩ ତାରିଖରୁ ଏହି ୩ଟି ରାଶିର ଭାଗ୍ୟ ବଦଳିବ! ମିଳିବ ଶୁଭ ଖବର, ଆରମ୍ଭ ହେବ ଭଲ ଦିନ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ବିଶେଷ ସ୍ଥାନ ଦିଆଯାଇଛି । ସମସ୍ତ ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟଦେବଙ୍କୁ ରାଜା ବୋଲି ମଧ୍ୟ କୁହାଯାଇଛି । ସୂର୍ଯ୍ୟଦେବଙ୍କ ଶୁଭ ଦୃଷ୍ଟି ରହିଲେ ସମ୍ପୃକ୍ତ…