Browsing Category
ଜୀବନଚର୍ଯ୍ୟା
swiggy ଓ zomatoରେ ମଦର ହୋମ୍ ଡେଲିଭରୀ ଆରମ୍ଭ
ଅନଲାଇନ୍ ଖାଦ୍ୟ ସପ୍ଲାଏ କରୁଥିବା swiggy ଓ zomato କମ୍ପାନୀ ମଦର ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । swiggy ପ୍ରଥମେ ରାଞ୍ଚିରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏହା…
ବାହାଘରର ୨ ଦିନ ପରେ କନ୍ୟା କରୋନା ପଜିଟିଭ୍: ବର ସହିତ କ୍ୱାରେଣ୍ଟାଇନରେ ୩୨, ଜଣେ ମୃତ
ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ବଢି ଚାଲିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭୩୫ ଛୁଇଁଥିବା ବେଳେ ୨୬୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାରି ମଧ୍ୟରେ ରାଜଧାନୀ ଭୋପାଳରୁ ଏପରି ଏକ ମାମଲା…
ସ୍ୱାସ୍ଥ୍ୟ ପାଇଁ କାଜୁ ଖାଇବା କେତେ ଦରକାର ?
ଆମର ସ୍ୱାସ୍ଥ୍ୟକୁ ସୁସ୍ଥ ଏବଂ ଭଲ ରଖିବା ପାଇଁ ଆମେ ସର୍ବଦା ଚେଷ୍ଟା କରିଥାଉ। ଏଥିପାଇଁ ଡ୍ରାଏ ଫୁଡ୍ ମଧ୍ୟରେ ଆପଣ କାଜୁ ଖାଇପାରିବେ । ଡ୍ରାଏ ଫୁଡରେ କାଜୁ ହେଉଛି ସବୁଠାରୁ ସ୍ୱାଦିଷ୍ଟ ଫଳ, ଯାହାକି ପନିପରିବାକୁ…
ରାଶିଫଳ (୨୧।୦୫।୨୦୨୦, ଗୁରୁବାର ), ଜାଣନ୍ତୁ ଆପଣଙ୍କ ଦିନ କିପରି କଟିବ
ମେଷ -
ଧ୍ୟାନ ରଖନ୍ତୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ୟ୍ୟ ପାଇଁ ଆଉ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଏହି କାମ ନିଜେ କରନ୍ତୁ ,ଅନ୍ୟଥା ପରିଣାମ ନିରାଶରେ ପରିଣତ ହେବ ।
ବୃଷ -
ଆଜି ଆପଣ କୌଣସି ନୂଆ କାମ…
ମେ ୨୨ରେ WHOର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବେ ହର୍ଷ ବର୍ଦ୍ଧନ
ନୂଆଦିଲ୍ଲୀ: ମେ ୨୨ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ। ସେ ଜାପାନର ହିରୋକି ନକାତାନୀଙ୍କ ଉତ୍ତରାଧିକାରୀ ଭାବେ ୩…
ଦୁଇଗୁଣା ଟଙ୍କା ବାହାରିବାରୁ ଏଟିଏମ ଆଗରେ ଲୋକଙ୍କ ଲମ୍ବା ଲାଇନ୍
୫୦୦ ମାରିଲେ ଏଟିଏମରୁ ବାହାରୁଛି ୨୦୦୦ ଟଙ୍କା । ଦୁଇଗୁଣା ଟଙ୍କା ପାଇଁ ଲୋକେ ଲକଡାଉନକୁ ଖାତିର ନକରି ଶତାଧିକ ସଂଖ୍ୟାରେ ଏଟିଏମ ଆଗରେ ଭିଡ ଜମାଇବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ଟଙ୍କା କାଢିବାକୁ ଲୋକଙ୍କ…
ଲକଡାଉନରେ ବାହାରେ ବୁଲୁଥିବାବେଳେ ରାସ୍ତାରୁ ମିଳିଲା ୧୦ ଲକ୍ଷ ଡଲାର
ରାସ୍ତାରେ ନିଜ ପରିବାର ସହ ବାହାରେ ବୁଲିଥିବା ବେଳେ ମିଳିଲା ୧୦ ଲକ୍ଷ ଡଲାର । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆମେରିକାର ବର୍ଜିନିଆରେ ଘଟିଯାଇଛି । ଖବର ମୁତାବକ, ଦେଶରେ…
ଜିନପିଙ୍ଗଙ୍କୁ ଶକ୍ତ ଝଟକା! ଚୀନ ଛାଡି ଭାରତ ଆସୁଛି ଏହି ପ୍ରସିଦ୍ଧ କମ୍ପାନୀ
କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଲାଗିଛି ଶକ୍ତ ଝଟକା । ବିଶ୍ୱର ୮୦ରୁ ଅଧିକ ଦେଶକୁ ଫୁଟୱିୟର ବା ଜୋତା ଯୋଗାଉଥିବା ଜର୍ମାନୀ କମ୍ପାନୀ ଭନ୍ ୱେଲକ୍ସ ଏହାର ଉତ୍ପାଦନକୁ ଚୀନରୁ ଭାରତକୁ…
କ୍ୱାରେଣ୍ଟାଇନ ସେଣ୍ଟରରେ ‘ଗଞ୍ଜେଇ’ ପାର୍ଟି, ଏକା ସାଙ୍ଗରେ ୫ ଯୁବକଙ୍କ ଭିଡିଓ ଭାଇରାଲ
କରୋନା ସଙ୍କଟ ମଧ୍ୟରେ ବିହାରର ପ୍ରବାସୀ ଶ୍ରମିକଙ୍କ ଭିନ୍ନ ଭିନ୍ନ କାର୍ଯ୍ୟକଳାପ ଲୋକମାନଙ୍କୁ ଚିନ୍ତାରେ ପକାଉଛି । କ୍ୱାରେଣ୍ଟାଇନରେ ସେଣ୍ଟରରେ ଶ୍ରମିକମାନେ ମଉଜ କରିବାର ନଜର ଆସିଛନ୍ତି । ନିକଟରେ କ୍ୱାରେଣ୍ଟାଇନ…
ଭାରତର ‘ସଞ୍ଜୀବନୀ’ ଉପରେ ଟ୍ରମ୍ପଙ୍କ ଭରସା
କରୋନା ସଙ୍କଟ ମଧ୍ୟରେ ଭାରତର ସଞ୍ଜୀବନୀ ଉପରେ ଆଶା ପ୍ରକଟ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମ୍ୟାଲେରିଆ ପାଇଁ ବ୍ୟବହୃତ ହେଉଥିବା ହ୍ରାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ହେଉଥିବା ଆଲୋଚନାରେ ଟ୍ରମ୍ପ…