Browsing Category
କରୋନା
ଆଜି ସଂକ୍ରମଣ ଦୁଇ ହଜାର ତଳକୁ ଖସିଲା: ରାଜ୍ୟରୁ ଚିହ୍ନଟ ହେଲେ ୧୬୪୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ଓଡ଼ିଶାରେ ଦେଢ କୋଟି ଟପିଲା କରୋନା ଟେଷ୍ଟିଂ, ଟ୍ୱିଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କୋଭିଡ୍ ଟେଷ୍ଟିଂରେ ମାଇଲଖୁଣ୍ଟ ସ୍ଥାପନ କରିଛି ଓଡ଼ିଶା । ରବିବାର ଦିଆଯାଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧.୫ କୋଟିରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି । ଏହି…
ଭୁବନେଶ୍ୱରରେ ଗର୍ଭବତୀଙ୍କୁ ମିଳିବ ଟିକା; ଜାଣନ୍ତୁ କେବେ ଓ କେଉଁଠି
ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଆସନ୍ତା ୨୧ ତାରିଖରୁ…
ଦେଢ଼ କୋଟି ଟପିଲା ଟିକାକରଣ; ଏମିତି କହିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ଓଡ଼ିଶା ଭାସ୍କର): ରାଜ୍ୟରେ ଟିକାକରଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରବିବାର ରାଜ୍ୟରେ ଟିକାକରଣ ସଂଖ୍ୟା ଦେଢ କୋଟି ଅତିକ୍ରମ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି…
ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ଆଜି ୫୧୮ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…
ଆଜି ରାଜ୍ୟରେ ୬୬ ଜଣଙ୍କର କରୋନାରେ ପ୍ରାଣହାନୀ
ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ତେର ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୧୫ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଚାରିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ…
ତୃତୀୟ ତରଙ୍ଗ ନିକଟତର, ଜାଣନ୍ତୁ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ
ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀର ତୃତୀୟ ଲହରକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଛି । କରୋନାର ତୃତୀୟ ଲହର ଆରମ୍ଭ ହୋଇଯାଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ‘ହୁ’ର ମୁଖ୍ୟ ଟେଡ୍ରୋସ୍…
କରୋନାକୁ ନେଇ ଏହି ଭ୍ରମଗୁଡ଼ିକ ଆଜି ବି ଲୋକଙ୍କ ମଧ୍ୟରେ ରହିଛି, ଯାହାକି ସମ୍ପୂର୍ଣ୍ଣ ମିଛ ଅଟେ, ଜାଣନ୍ତୁ ସତ୍ୟତା
ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟ ବୈଜ୍ଞାନିକମାନେ ଖୁଲାସା କରିଛନ୍ତି । କୋଭିଡରେ…
ସବୁ ଖୋଲା ମେଲା, ଢିଲା ହେଲେ ପ୍ରାଣ ଗଲା! ଜାଣନ୍ତୁ କଣ କହୁଛନ୍ତି ସାମାଜିକ କର୍ମୀ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହା ବିପତ୍ତିକୁ ସାମ୍ନା କରିବାର ପ୍ରାୟ ୨ ବର୍ଷ ବିତିଗଲାଣି । କଲବଲ ହୋଇସାରିଲେଣି ଆମେ । କିନ୍ତୁ ଦ୍ୱିତୀୟ ତରଙ୍ଗର ଦୁର୍ଭାଗ୍ୟ ନହଟୁଣୁ ପୁଣି ତୃତୀୟର ଦ୍ୱାରଦେଶରେ ଆମେ । ସବୁରି ମନରେ…