Browsing Category
କରୋନା
ଏଣିକି ବିନା ସ୍ଲଟ୍ ବୁକିଂରେ ଟିକା ନେଇପାରିବେ ରାଜଧାନୀବାସୀ, ଜାଣନ୍ତୁ କେବେଠାରୁ ଓ କେଉଁ ସ୍ଥାନରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସମସ୍ତଙ୍କର ଆଶଙ୍କା ବଢ଼ି ଚାଲିଥିବା ବେଳେ ରାଜଧାନୀବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଏଣିକି ଭୁବନେଶ୍ୱର ବାସିନ୍ଦାମାନେ ବିନା ବୁକିଂରେ ଟିକା…
ଏହି ରାଜ୍ୟରେ ୧୨ ତାରିଖ ଯାଏଁ ବଢିଲା ଲକଡାଉନ୍
ଚେନ୍ନାଇ: ଦେଶ ବ୍ୟାପୀ କରୋନା ମାମଲା ହ୍ରାସ ପାଉଥିଲେ ହେଁ କରୋନା ଭୟ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇନାହିଁ । ଏପରି ସ୍ଥିତିରେ ଶୁକ୍ରବାର ଆଉ ଏକ ରାଜ୍ୟ ଲକଡାଉନ୍ ଅବଧିକୁ ବଢାଇଛି । ଶୁକ୍ରବାର ତାମିଲନାଡୁରେ ଲକଡାଉନକୁ…
ସିଲ୍ ହେଲା ଭିଏସଏସ ନଗର ମାର୍କେଟ୍, ରାଜଧାନୀରେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ଦୋକାନ ଓ ବଜାର ଆଦି ସିଲ୍ କରୁଛି ବିଏମସିର ଏନଫୋର୍ସମେଣ୍ଟ୍ ଟିମ୍ । କୋଭିଡ୍ କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ବାଧ୍ୟହୋଇ ରାଜଧାନୀରେ କାର୍ଯ୍ୟାନୁଷ୍ଠାନ ନେଉଛି…
ରାଜ୍ୟରେ ପହଞ୍ଚିଲା ୯,୪୩,୯୩୦ କୋଭିସିଲ୍ଡ ଟିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟକାକରଣକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ରାଜ୍ୟକୁ ପର୍ଯ୍ୟାପ୍ତ ଟିକା ଯୋଗାଇ ଦେବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି ।
ଏହି କ୍ରମରେ ଆଜି ରାଜ୍ୟକୁ…
ପ୍ରଥମ ଡୋଜରେ ଆଷ୍ଟ୍ରାଜେନିକା ନେବାପରେ ଦ୍ୱିତୀୟ ଡୋଜରେ ମଡର୍ଣ୍ଣା ନେବେ କାନାଡା ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: କରୋନା ବିରୋଧରେ ଟିକାକରଣ ଏବେ ବଡ଼ ଅସ୍ତ୍ର ସାଜିଥିବା ବେଳେ କିଛି ଦେଶରେ ଟିକାକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା ଜାରି ରହିଛି । କିଛି ଦେଶରେ ଟିକାର ଅଲଗା ଅଲଗା ଡୋଜ୍ ଦେବା ନେଇ ମଧ୍ୟ ଗବେଷଣା ଚାଲିଛି…
ଭୟାବହ ହେବ ନାହିଁ ତୃତୀୟ ଲହର: ସିବିକେ ମହାନ୍ତି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ତେବେ ତୃତୀୟ ଲହର କେତେ ବିପଦଯୁକ୍ତ ହେବ ତାକୁ ନେଇ ଏବେ ସବୁଠି ଭୟର ବାତାବାରଣ । ଏହା ଭିତରେ ଏକ ବଡ଼…
ଡେଲଟା ଭାରିଆଣ୍ଟକୁ ନଷ୍ଟ କରିଦେବ ଏହି ଭ୍ୟାକ୍ସିନର ଗୋଟିଏ ଡୋଜ୍
ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାର ଡେଲଟା ଭାରିଆଣ୍ଟକୁ ନେଇ ଜନସାଧାରଣ ଏବେ ବେଶିମାତ୍ରାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ…
କରୋନା ନେଇଗଲା ପିତାମାତାଙ୍କୁ, ଏବେ ୧୦୦ ବେସାହାରା ଶିଶୁଙ୍କୁ କୋଳେଇ ନେଲେ ଯୁବକ
ନୂଆଦିଲ୍ଲୀ: କରୋନା ଭାଇରାସ୍ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ, ଜୀବିକା ନଷ୍ଟ କରିଥିବା ବେଳେ ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଶହ ଶହ ଶିଶୁ କରୋନାରେ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି । ତେବେ ଏହି ଅନାଥ…
ସିଲ୍ ହେଲା ଏକାମ୍ର ପାର୍କ, ୨୩ ନଂ ୱାର୍ଡରେ କଣ୍ଟେନମେଣ୍ଟ୍ ଜୋନ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିନି କରୋନା କି ଥମିନି ଭୟ । ଏହାରି ମଧ୍ୟରେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସାମାନ୍ୟ ନିୟମ କୋହଳ କରୁଛନ୍ତି ସରକାର । କିନ୍ତୁ କଟକଣା ମାନିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ କେତେକ…
ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଦେଶ ଅଲୋଡ଼ା ରେକର୍ଡରେ ସାମିଲ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ ମୃତ୍ୟୁବରଣ କରିବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧୨ରେ…