fbpx
Browsing Category

କରୋନା

ଭାରତୀୟ କରୋନା ଷ୍ଟ୍ରେନ୍‌କୁ “ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍‌ଓ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍‌ଟା ଭାରିଏଣ୍ଟ’ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ…

ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ, ପ୍ରି-ବିଡ୍‌ରେ ସାମିଲ ହେଲେ ନାହିଁ ସେରମ୍‌ ଓ ଭାରତ ବାୟୋଟେକ୍‌

ଭୁବନେଶ୍ୱର,(ଓଡ଼ିଶା ଭାସ୍କର): ଗ୍ଲୋବାଲ ଟେଣ୍ଡର୍‌ରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ ପକ୍ଷରୁ କରୋନା ଟିକା ମିଳିବା ନେଇ ଆଶଙ୍କା ଦେଖାଦେଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର  ହର୍ଷବର୍ଦ୍ଧନଙ୍କୁ…

ଖୁସି ଖବର: ଓଡ଼ିଶାରୁ ଆଜି ୧୧,୦୯୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଅନଲାଇନ୍‌ କ୍ଲାସରେ ସହ ହୋମୱାର୍କର ଚାପ; ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ଭିଡିଓ ସୋସିଆଲ ମିଡ଼ିଆରେ…

ନୂଆଦିଳ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ଦ୍ବିତୀୟ ଲହରୀ ଆତଙ୍କ ଖେଳାଇଛି। ଭୟର ବାତାବରଣ ମଧ୍ୟରେ ଦେଶବାସୀ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଏଥି ମଧ୍ୟରେ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ସଟ୍‌ଡାଉନ୍  ଓ ନାଇଟ୍…

ରାଜ୍ୟରେ ପ୍ରଥମ: ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସମ୍ ଅଲଟିମେଟ୍ ମେଡିକେୟାରରେ ସଫଳ ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ -୧୯ର ଦ୍ଵିତୀୟ ଲହର ନ ଥମୁଣୁ ସମଗ୍ର ଦେଶରେ ବ୍ଲାକ ଫଙ୍ଗସ୍ ମହାମାରୀ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଅନେକ ରାଜ୍ୟରେ ହଜାର ସଂଖ୍ୟାରେ ଲୋକ ଚିହ୍ନଟ ହେଉଛନ୍ତି । ଆମ…

ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଶକ୍ତ ଝଟକା: ରାଜ୍ୟ ସରକାରଙ୍କ ସହ ଏହି ପ୍ରକ୍ରିୟାରେ ଭାଗ ନେବାକୁ ଅମଙ୍ଗ ଟିକା କମ୍ପାନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଟିକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟାକୁ ଆଜି ଲାଗିଛି ଏକ ଶକ୍ତ ଝଟକା । ରାଜ୍ୟ ସରକାରଙ୍କ ଟିକା ଯୋଗାଣ ନେଇ ଢ଼ିଲାପଣ ଟିକା ପ୍ରସ୍ତୁତକାରୀଙ୍କୁ ସୁହାଇଲା ନାହିଁ । ଯାହାର…

କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା…

ମାତ୍ର ୨୨ ଦିନରେ ଗୋଟିଏ ପରିବାରର ୬ ଜଣଙ୍କ ମୁଣ୍ଡନେଲା କରୋନା

ନୂଆଦିଲ୍ଲୀ: ଦୁଇବର୍ଷ ହେଲା ବିଶ୍ୱରେ ନିଜର କାୟା ମେଲାଇ ଚାଲିଛି ମହାମାରୀ କରୋନା । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ କରୋନା ଭାଇରସ୍ କବଳରେ ଛଟପଟ ହେଉଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ପ୍ରାଣ ନେଲାଣି…

କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ଭର୍ତ୍ତିହେଲେ ଏମ୍ସରେ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୧୧ଟା ୩୦ ମିନିଟ୍ସମୟରେ ତାଙ୍କୁ ଏମ୍ସରେ…