Browsing Category

କରୋନା

ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା ମହାମାରୀ । ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର 'ଜି ଓଡ଼ିଶା' ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ…

ସ୍ଫୁଟନିକ୍ ଟିକା ନେବାକୁ ଡୋଜ୍ ପିଛା ଟଙ୍କା ଧାର୍ଯ୍ୟ କଲା ଆପୋଲୋ, ଜାଣନ୍ତୁ କେତେ?

ନୂଆଦିଲ୍ଲୀ : କରୋନା କାଳରେ ଏହାର ମୁକାବିଲା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ କୋଭିଡ ଟିକା ସ୍ଫୁଟନିକ୍‌-ଭି ନେବାକୁ ଡୋଜ ପିଛା ଦାମ୍ ୧୧୯୫ ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ଫୁଟନିକ୍‌-ଭିର ଡୋଜ…

ଜାପାନ ଡାକ୍ତରଙ୍କ ସତର୍କବାଣୀ: ବଡ଼ ବିପଦକୁ ଟାଣି ଆଣିବ ଟୋକିଓ ଅଲିମ୍ପିକ୍ସ , କରୋନା ସଂକ୍ରମଣ ଆଉ ଏକ ନୂଆ ଷ୍ଟ୍ରେନ ସୃଷ୍ଟି ହେବା ଆଶଙ୍କା…

ଟୋକିଓ  : ଜାପାନ ସରକାର କରୋନା ଆତଙ୍କକୁ ବେଖାତିର କରି ଆସନ୍ତା ଜୁଲାଇ ମାସରେ ଟୋକିଓ ଅଲିମ୍ପିକ୍‌ କ୍ରୀଡା ଆୟୋଜନ କରିବାକୁ ଜୋରଦାର ପ୍ରୟାସ ଚଳାଇଥିବା ବେଳେ ଦେଶର ବହୁ ସଂଖ୍ୟକ ସଚେତନଶୀଳ ବ୍ୟକ୍ତି ବିଶେଷ ଓ…

କରୋନା ପାଇଁ ଏହି ରାଜ୍ୟରେ ଲାଗୁ ହେଲା ଏସମା ଆଇନ୍‌, ୬ ମାସ ପର୍ଯ୍ୟନ୍ତ ଧର୍ମଘଟ କରିପାରିବେନି ସରକାରୀ କର୍ମଚାର

ଲକ୍ଷ୍ନୌ (ଓଡ଼ିଶା ଭାସ୍କର): କରୋନା ମହାମାରୀ ମଧ୍ୟରେ, ଉତ୍ତରପ୍ରଦେଶରେ ଥିବା କିଛି ସରକାରୀ କର୍ମଚାରୀଙ୍କ ୟୁନିୟନ ସେମାନଙ୍କ ଦାବି ଉପରେ ଧର୍ମଘଟ ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଉ ଏ ବାବଦରେ ଜାଣିବାପଡିବା ପରେ…

କରୋନା କାଳରେ ପିଅନ୍ତୁ ଟମାଟୋ ଜୁସ୍‌: ଇମ୍ୟୁନିଟି ବଢାଇବା ସହ ଉତ୍ତମ ରକ୍ତ ସଞ୍ଚାଳନ କରିଥାଏ

ଟମାଟୋ ଅନେକ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହାକୁ ଖାଇବା ଉଭୟ ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଲାଭଦାୟକ । କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହାକୁଖାଇବା ଅତ୍ୟନ୍ତ ଲାଭଦାୟକ ।…

କର୍ମଜୀବୀ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ପ୍ରଦାନ କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୭ ଜଣ ସାମ୍ବାଦିକଙ୍କୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।…

‘ରାହୁଲଙ୍କ ନୌଟଙ୍କିକୁ ଦେଶର ଜନତା କେବେଠୁ ବନ୍ଦ କରିଦେଇଛନ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୌଟଙ୍କି କରୁଥିବା ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟ୍ କରିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ଏହାର ଜବାବରେ ବିଜେପି…

ସରକାରଙ୍କ ଦ୍ୱାରା ଜାରି ହେଲା ଲଟେରି ଟିକେଟ୍: ଭ୍ୟାକ୍ସିନ ନେଲେ ଜିତିପାରିବେ ୧୦ କୋଟି, ଜାଣନ୍ତୁ ଓଡ଼ିଶାରେ ଏହା ଉପଲବ୍ଧ ହେବ ନା ନାହିଁ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନକୁ ନେଇ ବର୍ତ୍ତମାନ ସମଗ୍ର ବିଶ୍ୱରେ ଆତଙ୍କ ଜାରି ରହିଛି । ଏହି ଭାଇରସକୁ ମାତ୍ ଦେବା ପାଇଁ ଭ୍ୟାକ୍ସିନର ଯୁଦ୍ଧ ଚାଲିଛି । ଆମେରିକା, ୟୁରୋପ ସହ ଭାରତରେ ମଧ୍ୟ ଟିକାକରଣ ବଡ଼ ଆକାରରେ…

‘ପ୍ୟାଡ୍ ଓମେନ୍’ ସମ୍ପର୍କରେ ଜାଣନ୍ତୁ, ବାଣ୍ଟୁଛନ୍ତି ସାନିଟାରୀ ନାପକିନ୍

ଭୁବନେଶ୍ୱର: ଘାତକ କରୋନା ଭୂତାଣୁ ଭୟରେ ରହିଛି ସାରା ଦେଶ । ସବୁ ପ୍ରାଣୀଙ୍କ ଜୀବନ ସୁରକ୍ଷା ନେଇ ମଧ୍ୟ ଉପୁଜିଛି ବିଭିନ୍ନ ସମସ୍ୟା । ଏଭଳି ସ୍ଥିତିରେ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟରେ ଲାଗିଛି…

କମ୍ ସମୟରେ ଚଢ଼ିଲେ ଏଭରେଷ୍ଟ୍, ୪୪ ବର୍ଷ ବୟସରେ କଲେ ରେକର୍ଡ, ଜାଣନ୍ତୁ ପୂରା ରିପୋର୍ଟ

ସାଙ୍ଗ୍ ପୂର୍ବରୁ ୨୦୧୭ରେ ଏଭରେଷ୍ଟ୍ ଶିଖର ଛୁଇଁବାରେ ପ୍ରଥମ ହଂକଂ ମହିଳା । ଗତ ରବିବାର କରିଥିବା ରେକର୍ଡକୁ ମିଶାଇ ସାଙ୍ଗ ତୃତୀୟଥର ପାଇଁ ଏଭରେଷ୍ଟ୍ ଆରୋହଣ କରିଛନ୍ତି ।