Browsing Category

କରୋନା

ଗୋଟିଏ ମାସରେ କରୋନା ନେଲାଣି ୧୩୯ ସାମ୍ବାଦିକଙ୍କ ଜୀବନ

ନୂଆଦିଲ୍ଲୀ, ୭ା୫: କରୋନାର ଦ୍ୱିତୀୟ ଲହର ଆଜି ସମଗ୍ର ଦେଶ ପାଇଁ କାଳ ସାଜିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ପାର୍ କରିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ କମୁନାହିଁ । ତେବେ ମୃତକଙ୍କ ମଧ୍ୟରେ ଅନେକ ସାମ୍ବାଦିକ…

କରୋନାର ନୂଆ ରୂପ ‘ମିକୋର ମାଇକୋସିସ୍’, ଯାହାର ପ୍ରଭାବରେ ୧୫ ଦିନରେ ଆଖି ହରାଇଲେଣି ୮ ରୋଗୀ

ନୂଆଦିଲ୍ଲୀ, ୭ା୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଜାରି ରହିଛି । ଦୈନିକ ପଜିଟିଭ୍ ଓ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବର୍ତ୍ତମାନ କରୋନାକୁ ନେଇ ଏକ ନୂଆ ସମସ୍ୟା ଉଭା ହେଉଛି । ଠିକ୍ ସମୟରେ…

କୋଭିଡ୍ ଆକ୍ରାନ୍ତଙ୍କୁ ଔଷଧ ପାଇଁ ଏସଓପି ଜାରି

ଭୁବନେଶ୍ୱର, ୦୭/୦୫(ଓଡିଶା ଭାସ୍କର) : କରୋନା ରୋଗୀଙ୍କ ପାଇଁ ବ୍ୟବହୃତ ହେଉଥିବା ଔଷଧ ପାଇଁ ଆଜି ଏସଓପି ଜାରି ହୋଇଛି । ତେବେ ଆଜି କରୋନା ପାଇଁ ନୁଆ ଔଷଧ TOCILIZUMAB ଓ ଅନ୍ୟ ଔଷଧ ପାଇଁ ଏସଓପି ଜାରି ହୋଇଛି । ତେବେ…

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର, ୦୭/୦୫(ଓଡିଶା ଭାସ୍କର) : କରୋନା ଏବେ ସାରା ରାଜ୍ୟକୁ ଗ୍ରାସ କରିବାରେ ଲାଗିଛି । ଏହାର ପ୍ରଭାବରେ ଅନେକ ଆଗଧାଡିର ଯୋଦ୍ଧା ପ୍ରାଣ ହରାଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅନେକ ସାମ୍ବାଦିକ ମାନେ ମଧ୍ୟ…

ଅସମ୍ଭାଳ ହେଲାଣି ଦେଶର ସ୍ଥିତି: ଆଜି ୩୯୧୫ ମୃତ, ୪.୧୪ ଲକ୍ଷ ପଜିଟିଭ୍

ନୂଆଦିଲ୍ଲୀ, ୭ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୪ ହଜାର ୮୩କୁ ବୃଦ୍ଧି…

କରୋନା ରୋଗୀଙ୍କ ଔଷଧ ନେଇ ଜାରି ହେଲା ନୂଆ ଗାଇଡଲାଇନ୍

ଭୁବନେଶ୍ୱର, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ିବାରେ ଲାଗିଛି । ଆଜି ୧୯ ଜଣଙ୍କ ଜୀବନ ଯିବା ସହ ପଜିଟିଭ୍ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି…

ଏହି ରାଜ୍ୟରେ କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର, ରୋଗୀ ପାଇବେ ୪ ଲକ୍ଷ ପର୍ଯ୍ୟନ୍ତ ବେନିଫିଟ୍

ପାଣାଜି, ୭ା୫: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ତେବେ ରାଜ୍ୟରେ କରୋନା ରୋଗୀଙ୍କ ଦୂରାବସ୍ଥାକୁ ଦୃଷ୍ଟିରେ ରଖି ଗୋଆ ସରକାର ଏକ ଅଭିନବ ପ୍ରୟାସ କରିଛନ୍ତି । କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ଏଣିକି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୨.୬୯ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୭। ୫ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୨ ଲକ୍ଷ ୬୯ ହଜାର ୨୨୦ ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ କୋଟି ୬୬ ଲକ୍ଷ…

ପଜିଟିଭ ସହିତ ଓଡିଶାରେ ରେକର୍ଡ ଭାଙ୍ଗିଲା ମୃତ୍ୟୁ ସଂଖ୍ୟା: ଆଜି ସର୍ବାଧିକ ୧୯ ଜୀବନ ନେଲା କରୋନା

ଭୁବନେଶ୍ୱର,୭ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସହ ମୃତ୍ୟୁ ସଂଖ୍ୟା ବି ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜୀବନ…