Browsing Category
ସ୍ୱାସ୍ଥ୍ୟ
ଏହିମାନଙ୍କୁ ନିମୋନିଆ ହେବାର ରହିଛି ସବୁଠାରୁ ଅଧିକ ଆଶଙ୍କା, ଜାଣିନିଅନ୍ତୁ ଲକ୍ଷଣ ଓ ସୁରକ୍ଷାର ଉପାୟ
ଓଡ଼ିଶା ଭାସ୍କର: ଶୀତଦିନ ଆସିଗଲାଣି । ଏହି ସମୟରେ ଥଣ୍ଡା କାଶ ସମସ୍ୟା ଅଧିକ ଦେଖାଦେଇଥାଏ । କିନ୍ତୁ ଏହି ସମସ୍ୟା ଆପଣଙ୍କୁ ଅଧିକ ସମୟ ଧରି ଲାଗି ରହିଲେ ବଡ ବିପଦର କାରଣ ପାଲଟି ପାରେ । କିଛି ସ୍ଥିତିରେ କାଶ ଓ…
କ’ଣ ଆପଣଙ୍କ ସ୍ପର୍ମ କାଉଣ୍ଟକୁ କମ୍ କରୁଛି ପକେଟରେ ଥିବା ମୋବାଇଲ ? ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା
ମୋବାଇଲ୍ ଫୋନର ଅତ୍ୟଧିକ ବ୍ୟବହାର ବିଷୟକୁ ନେଇ ଅନେକ ପ୍ରକାରର ଅଧ୍ୟୟନ ଏବଂ ଗବେଷଣା ବାହାରିଛି, ଯେଉଁଥିରେ କୁହାଯାଇଛି ଯେ ମୋବାଇଲ୍ ଫୋନ୍ କିପରି ଅନେକ ରୋଗ ସୃଷ୍ଟି କରିପାରେ । ଏହାରି ମଧ୍ୟରେ ମୋବାଇଲ୍ ଫୋନ୍…
ମାଇଗ୍ରେନରୁ ରକ୍ଷା ପାଇବା ପାଇଁ ଗ୍ରହଣ କରନ୍ତୁ ଏହି ପ୍ରକାର ଜୀବନଶୈଳୀ
ଆଜିକାଲି ମାଇଗ୍ରେନର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ମାଇଗ୍ରେନର ମୁଖ୍ୟ ଲକ୍ଷଣ ହେଉଛି ପ୍ରବଳ ମୁଣ୍ଡବିନ୍ଧା । ଏପରି ପରିସ୍ଥିତିରେ ଦୈନନ୍ଦିନ ଜୀବନର କାର୍ୟ୍ୟକଳାପ କରିବା କଷ୍ଟକର ହୋଇଯାଏ । ଏହା…
ଲିପଷ୍ଟିକରେ ରହିଛି କ୍ୟାନ୍ସର ତତ୍ତ୍ୱ, ସଂସ୍ପର୍ଶରେ ଆସିବା ଦ୍ୱାରା ମହିଳା ହୁଅନ୍ତି ନିସନ୍ତାନ: ରିସର୍ଚ୍ଚ
ଦୈନନ୍ଦିନ ଜୀବନରେ ଆମେ ରାସାୟନିନିକ ପଦାର୍ଥର ବହୁଳ ବ୍ୟବହାର କରିଥାଉ । ବ୍ୟବହାର କରୁଥିବା କସମେଟିକ ପ୍ରଡକ୍ଟ ଠାରୁ ଆରମ୍ଭ କରି ବେଶପୋଷାକ ଯାଏଁ ସବୁ ରାସାୟନିକ ଜିନିଷରେ ପ୍ରସ୍ତୁତ କରାଯାଉଛି । ରାସାୟନିକ ପଦାର୍ଥ…
ପୁରୁଷମାନେ ସାବଧାନ! ପରିସ୍ରାର ରଙ୍ଗ ବଦଳିବା ବା ଯନ୍ତ୍ରଣା ହୋଇପାରେ HIVର ଲକ୍ଷଣ, ଅଣଦେଖା କରିବା ପଡିବ ମହଙ୍ଗା
ଏଚ୍.ଆଇ.ଭି ଅର୍ଥାତ୍ ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ ଚିକିତ୍ସା କରାନଗଲେ ଏହା ଶରୀରରେ ସଂକ୍ରମଣ ବଢ଼ାଇି ଏଡସକୁ ଜନ୍ମ ଦେଇଥାଏ । ବର୍ତ୍ତମାନ ଏଡସର ଚିକିତ୍ସା ସମ୍ଭବ ନୁହେଁ, କିନ୍ତୁ ଏଚ୍.ଆଇ.ଭି ଚିହ୍ନଟ ହେବା…
ନଳ ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ? WHOର ରିପୋର୍ଟରୁ ଜାଣନ୍ତୁ ସତ୍ୟତା
କୁହାଯାଏ ‘ଜଳ ହିଁ ଜୀବନ’ । କିନ୍ତୁ ଦେଶରେ ଟ୍ୟାପ୍ ର ଅବସ୍ଥା ଏପରି ନୁହେଁ ଯେ ଆମେ ଏହି ସତ୍ୟକୁ ଗ୍ରହଣ କରିପାରିବା । ବାସ୍ତବରେ ଭାରତ ସମେତ ସମଗ୍ର ବିଶ୍ୱରେ ଏହି ସମୟରେ ଜଳ ଅତ୍ୟଧିକ ପ୍ରଦୂଷିତ ହୋଇଛି । ପୂର୍ବରୁ…
ଗ୍ରୀନ ଟି’ ନା ବ୍ଲାକ ଟି’! ଜାଣନ୍ତୁ କେଉଁ ଚା’ ଆପଣଙ୍କ ପାଇଁ ଲାଭଦାୟକ
ଗ୍ରୀନ୍ ଟି' ଏବଂ ବ୍ଲାକ୍ ଟି' ଉଭୟ ଚା'ର ଦୁଇଟି ଭିନ୍ନ ଭିନ୍ନ ପ୍ରକାର । କିନ୍ତୁ ସେମାନଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ଗ୍ରୀନ୍ ଟି ପତ୍ରକୁ ଅକ୍ସିଡେସନ୍ ପୂର୍ବରୁ ଫୁଟାଯାଏ, ଯେତେବେଳେ କି…
ଆମେରିକା ତିଆରି କଲା ‘ସଞ୍ଜୀବନୀ’, ଯାହା ବିଶ୍ୱରୁ ଶେଷ କରିଦେବ ଚିକନଗୁନିଆ: ପ୍ରଥମ ଭ୍ୟାକ୍ସିନକୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର (ନଭେମ୍ବର ୯) ଚିକନଗୁନିଆ ପାଇଁ ବିଶ୍ୱର ପ୍ରଥମ ଟିକାକୁ ଅନୁମୋଦନ କରିଛନ୍ତି । ଏହି ଭାଇରସ୍ ସଂକ୍ରମିତ ମଶା ଦ୍ୱାରା ବ୍ୟାପିଥାଏ , ଯାହାକି ବିଶ୍ୱବ୍ୟାପୀ…
Breaking; ଏଣିକି ହସ୍ପିଟାଲ କ୍ୟାଣ୍ଟିନରେ ମିଳିବ ମିଲେଟ୍ ସୁବିଧା: ସୂଚନା ଦେଲେ କୃଷି ନିର୍ଦ୍ଦେଶକ
ନୂଆଦିଲ୍ଲୀ: ଏଣିକି ହସ୍ପିଟାଲରେ ଚିକିତ୍ସିତ ରୋଗୀ ବା ସେମାନଙ୍କ ପ୍ରିୟଜନଙ୍କ ପାଇଁ ଖାଦ୍ୟପେୟର ହେବନି କୌଣସି ପ୍ରକାର ଅସୁବଧା । ମେଡିକାଲର କ୍ୟାଣ୍ଟିନରେ ମିଲେଟ୍ ଖାଦ୍ୟ ସୁବିଧା ଯୋଗାଇ ଦିଆଯିବା ନେଇ ଯୋଜନା…
ଓଜନ କମ କରିବାକୁ ଖାଉଛନ୍ତି କି ଡାଏଟ ପିଲ? ହୋଇପାରେ ଏପରି ସମସ୍ୟା
ଆଜିର ଯୁଗରେ ଗତିହୀନ ଜୀବନଚର୍ଯ୍ୟା ଓ ଖାଦ୍ୟପେୟରେ ଖରାପ ଅଭ୍ୟାସ କାରଣରୁ ଅନେକ ଲୋକ ମୋଟାପଣର ଶିକାର ହେଉଛନ୍ତି । ଏହା ପରେ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି । ତେବେ କିଛି ଲୋକ ଶୀଘ୍ର ଓଜନ…