Browsing Category

ସ୍ୱାସ୍ଥ୍ୟ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ: ପ୍ରଦୂଷଣ ବଳୟରେ ରାଜ୍ୟର ୭ଟି ସହର, ହାର୍ଟ, ଲଙ୍ଗସ ଓ ବ୍ରେନ ଷ୍ଟ୍ରୋକକୁ ନେଇ ଚେତାବନୀ ଦେଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ଚିନ୍ତା ବଢ଼ାଇଛି । ବିଷାକ୍ତ ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କରିବା ଫଳରେ ଲୋକମାନେ ଅନେକ ଭୟଙ୍କର ରୋଗର ଶିକାର ହେଉଛନ୍ତି । ବିଶେଷ କରି…

ବାସି ଖାଦ୍ୟ ଖାଇ ହସ୍ପିଟାଲରେ ଭର୍ତ୍ତିହେଲେ ୩୧ କଲେଜ ଛାତ୍ରୀ: ବାସି ଖାଦ୍ୟ ଖାଇଲେ ୫ ପ୍ରକାର ରୋଗ ହୋଇଥାଏ- ବିଶେଷଜ୍ଞ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଲୋକଙ୍କର ବାସି ଖାଦ୍ୟ ଖାଇବା ଅଭ୍ୟାସ ରହିଥାଏ । ଏପରି କିଛି ଲୋକ ଖରା, ବର୍ଷା, ଶୀତ ଅଧିକାଂଶ ସମୟରେ ବାସି ଖାଦ୍ୟ ଖାଉଥିବା ଦେଖାଯାଇଥାଏ । ତେବେ ଏହି ଅଭ୍ୟାସ ଆପଣଙ୍କ ପାଇଁ ବିପଦ…

ଶରୀରର ଏହି ଅଙ୍ଗ ଦେଇଥାଏ ମଧୁମେହର ସଙ୍କେତ: ଲକ୍ଷଣକୁ କରନ୍ତୁନି ଅଣଦେଖା, ନଚେତ୍ ଆପଣଙ୍କୁ ପଡ଼ିବ ମହଙ୍ଗା

ମଧୁମେହ ବା ଡାଇବେଟିସ୍ ଏକ ମହାମାରୀ ପରି ବ୍ୟାପୁଥିବା ପରି ମନେହେଉଛି । ମଧୁମେହର ସମସ୍ୟା ବୟସ୍କ ହୁଅନ୍ତୁ ବା ଯୁବକ, ଏପରିକି ପିଲାମାନଙ୍କଠାରେ ଦେଖାଯାଉଛି । ଆଜି ସାରା ବିଶ୍ୱରେ କୋଟି କୋଟି ଲୋକ ଏହି ରୋଗରେ ପୀଡିତ…

ଡାଇବେଟିସ୍ ରୋଗୀଙ୍କ ପାଇଁ ବାୟୁ ପ୍ରଦୂଷଣ ବୃଦ୍ଧି ବିପଜ୍ଜନକ କି? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଭାରତରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରଦୂଷଣ ଯୋଗୁଁ ଲୋକମାନଙ୍କୁ ଡାଇବେଟିସ୍ ହେବାର ଆଶଙ୍କା ରହିପାରେ । ଦକ୍ଷିଣ ଏସିଆର କାର୍ଡିଓମେଟାବୋଲିକ୍ ରିସ୍କ ରିଡକ୍ସ କେନ୍ଦ୍ର (ସିଏଆରଆରଏସ) ଦ୍ୱାରା କରାଯାଇଥିବା…

ସୋୟାବିନ୍ ଚାଷରେ କେମିକାଲ ବ୍ୟବହାର ଯୋଗୁଁ ପିଲାଙ୍କୁ ହେଉଛି କ୍ୟାନ୍ସର : ଅଧ୍ୟୟନରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ସୋୟା ଚାଷରେ ବ୍ୟବହୃତ କୀଟନାଶକ ପିଲାମାନଙ୍କ କର୍କଟ ବା କ୍ୟାନ୍ସର ପାଇଁ ଦାୟୀ । ବ୍ରାଜିଲରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ସୂଚନା ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ପିଏନଏସ ନାମକ ଏକ ଅନୁସନ୍ଧାନ…

ହାଡକୁ ସୁସ୍ଥ ରଖିବା ସହ କର୍କଟ ରୋଗରୁ ରକ୍ଷା କରେ ଅଙ୍ଗୁର

ଅଙ୍ଗୁର ରସରେ ଭରି ରହିଛି ଅନେକ ସ୍ୱାସ୍ଥ୍ୟକର ତତ୍ତ୍ୱ । ଯାହା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ । ଅଙ୍ଗୁର କେବଳ ସ୍ୱାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ହୋଇଥାଏ । ଲୋକମାନେ ଅଙ୍ଗୁର ଖାଇବାକୁ ପସନ୍ଦ…

ହାଡକୁ ଦୁର୍ବଳ କରି ଶୀଘ୍ର ବୁଢା କରିଦିଏ ଏହିସବୁ ଖାଦ୍ୟପଦାର୍ଥ, ତୁରନ୍ତ ଛାଡିଦିଅନ୍ତୁ

ଅସ୍ଥି ବା ହାଡ ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ଆମ ଶରୀର ସଂରଚନାର ମୂଳ ଭିତ୍ତି ହୋଇଥାଏ । କିନ୍ତୁ ବାସ୍ତବରେ ଆମେ ଆମ ଶରୀରର ହାଡର ଯତ୍ନ ନେବାରେ ଅବହେଳା କରିଥାଉ । ଅଧିକାଂଶ ଲୋକ ନିଜର ଦୈନନ୍ଦିନ ଜୀବନରେ…

ଆପଣ ଖାଉଛନ୍ତି କି ପ୍ରକ୍ରିୟାକୃତ ଖାଦ୍ୟ ? ଏହା ମସ୍ତିଷ୍କ ପାଇଁ ହୋଇପାରେ କ୍ଷତିକାରକ, ରିସର୍ଚ୍ଚରୁ ଖୁଲାସା

ଜେଏଏମ୍ଏ ନ୍ୟୁରୋଲୋଜି ଅନୁଯାୟୀ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ଏହି ଋସର୍ଚ୍ଚରେ ଉଭୟ ପୁରୁଷ ଏବଂ ମହିଳାଙ୍କ ଉପରେ ଅନୁସନ୍ଧାନ ହୋଇଥିଲା, ଯେଉଁଥିରେ ସମାନ ଫଳାଫଳ ଦେଖିବାକୁ…

ଶରୀରରୁ ଏହି ଭିଟାମିନ୍ କମିଲେ ହୋଇଯିବେ ଅନ୍ଧ ! ଏବେଠୁ ସାବଧାନ୍

ଆମ ଶରୀରରେ ଥିବା ପ୍ରତ୍ୟେକ ପୋଷକ ତତ୍ତ୍ୱର ନିଜସ୍ୱ କିଛି ଗୁରୁତ୍ୱ ରହିଛି । ଯଦି ଆମେ ଆମର ଦୃଷ୍ଟି ଶକ୍ତିକୁ ସୁସ୍ଥ ରଖିବାକୁ ଚାହିଁବା, ତେବେ ଆମକୁ ଭିଟାମିନ୍ ‘ଏ’ ଖାଦ୍ୟ ଖାଇବାକୁ ପଡିବ, ଯାହାକି ସାଧାରଣତଃ ନାଲି,…

ନାକରେ ବାରମ୍ବାର କ୍ଷତ ହେଉଛି କି? ହେଲଥ୍ ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ

ନାକ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଧୂଳି ଏବଂ ମାଟି ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥାଏ। ଯଦି ଆପଣ ନାକକୁ ସଠିକ୍ ଭାବରେ ସଫା ନକରନ୍ତି ତେବେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଏହି…