fbpx
BSKY
BJD SHG SKY
BJD YOUTH SKY
Browsing Category

ଦୁର୍ଗା ପୂଜା

ଦୁର୍ଗାପୂଜାରେ ବ୍ୟାଣ୍ଡ ଓ ଡିଜେ ଉପରେ କଟକଣା: ଜାଣନ୍ତୁ କ’ଣ ରହିଛି ସରକାରଙ୍କ ପୂଜା ଗାଇଡଲାଇନ

ଭୁବନେଶ୍ୱର: ବାଜିବନି ବାଜା କି ହେବନି ରୋଷଣୀ । ଏଥର ଦଶହରାରେ ଡିଜେ ଉପରେ ବି ଲାଗିଛି ରୋକ । ବ୍ୟାଣ୍ଡ-ବାଜା ଏବଂ ଡିଜେ ଇତ୍ୟାଦି ଉପରେ କଟକଣା ଲଗାଇଛନ୍ତି ସରକାର । ଏଥି ସହିତ ଲାଉଡ ସ୍ପିକର ବଜାଇବା ଉପରେ ମଧ୍ୟ…

ବିଜୟା ଦଶମୀରେ କାହିଁକି ହୁଏ ସିନ୍ଦୁର ଖେଳ ,ଜାଣନ୍ତୁ ଏହା ପଛରେ ଲୁଚି ରହିଥିବା କିମ୍ବଦନ୍ତୀ

ଭୁବନେଶ୍ୱର: ପୁଣି ଥରେ ଆସୁଛି ଦଶହରା। ହିନ୍ଦୁ ଧର୍ମରେ ଏହି ପର୍ବର ବହୁତ ମହତ୍ୱ ରହିଛି। ଶାରଦୀୟ ଦୁର୍ଗା ପୂଜାରେ ଦେବୀ ମା ଧରାୃଷ୍ଠରେ ଅବତରଣ କରିଥାନ୍ତି । ଆସନ୍ତା ସୋମବାର ଠାରୁ ଆରମ୍ଭ ହେଉଛି ନବରାତ୍ରୀ ।…

ନବରାତ୍ରୀରେ କରନ୍ତୁ ଏହି କାମ: ମିଳିବ ମା ଦୂର୍ଗାଙ୍କ କୃପା, ପରିବାରରୁ ଦୂର ହେବ ଅନେକ ମସସ୍ୟା

ହିନ୍ଦୁ ଧର୍ମରେ ଅନେକ ପ୍ରଥା ପରମ୍ପରା ପୂଜା ବିଧି ଆଦି ରହିଛି । ଏହି ପୂଜା ପର୍ବର ଭିନ୍ନ ଭିନ୍ନ ମହତ୍ୱ ଏବଂ ବିଶେଷତ୍ୱ ମଧ୍ୟ ରହିଥାଏ । ତେବେ ଆଗକୁ ଆସୁଛି ନବରାତ୍ରୀ, ଯେଉଁଥିରେ ମା ଦୂର୍ଗାଙ୍କୁ ଏହି ଧରା ପୃଷ୍ଟକୁ…

ଜାଣନ୍ତୁ ନବରାତ୍ରୀରେ କଣ କଣ ଖାଇବାକୁ କରାଯାଏ ବାରଣ ,ଆଉ ଏହା ପଛରେ ଲୁଚି ରହିଥିବା କିମ୍ବଦନ୍ତୀ

ନୂଆଦିଲ୍ଲୀ : ଦୁର୍ଗତିନାଶିନୀ ମା ଦୁର୍ଗା । ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ଯୋଗୁଁ ମାଙ୍କ ପୂଜା ଧୂମଧାମରେ ହୋଇ ପାରୁ ନଥିଲା । କିନ୍ତୁ ଚଳିତ ବର୍ଷ ପୂଜା ପାଇଁ ଅତି ଉତ୍କଣ୍ଠାର ସହ ଭକ୍ତ ଅପେକ୍ଷା କରି ରହିଛନ୍ତି ।…

ରାବଣଙ୍କୁ ଦିଆଯାଏ ମଦ, ନହେଲେ ଘୋର ଅନର୍ଥ…ଦଶହରାରେ ଏଠି ରହିଛି ଅଦ୍ଭୁତ ପରମ୍ପରା

ଆସୁଛି ପବିତ୍ର ଦଶହରା । ଭାରତର ବିଭିନ୍ନ ସ୍ଥାନରେ ଅନେକ ପରମ୍ପରା ଅନୁସାରେ ପାଳନ ହୋଇଥାଏ ଏହି ପର୍ବ । ଦଶହରାର ସେମିତି ଏକ ନିଆରା ପରମ୍ପରା ହେଉଛି ରାବଣପୋଡ଼ି । କିନ୍ତୁ ଭାରତର ଏକ ଜାଗାରେ ତ୍ରେତୟା ଯୁଗର ଦଶାନନ…

ଏବର୍ଷ କେତେ ଦିନ ପାଳନ ହେବ ନବରାତ୍ରୀ? ବ୍ରତ ରଖିବା ପୂର୍ବରୁ ଜାଣି ନିଅନ୍ତୁ ପ୍ରକୃତ ତିଥି

ହିନ୍ଦୁ ଧର୍ମରେ ନବରାତ୍ରୀର ମହତ୍ତ୍ୱ ଖୁବ ଅଧିକ ରହିଥାଏ । ଏହା ଭିତରେ ଶାରଦୀୟ ନବରାତ୍ରୀ ହନ୍ଦୁ ଧର୍ମର ସବୁଠୁ ବଡ ପର୍ବ ଭାବରେ ପାଳନ କରାଯାଏ । ଭାରତୀୟ ପଞ୍ଚାଙ୍ଗ ଅନୁସାରେ, ଆଶ୍ୱୀନ ମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ…

ଗୋଟିଏ ବର୍ଷରେ କେତେ ଥର ଆସେ ନବରାତ୍ରି ? ଜାଣନ୍ତୁ ଗୁପ୍ତ ନବରାତ୍ରିର ରହସ୍ୟ

ଧର୍ମ ଗ୍ରନ୍ଥରେ ଦେବୀ ଉପାସନା ପାଇଁ ଅନେକ ପୂଜା-ପର୍ବାଣୀ, ବ୍ରତ ବିଷୟରେ କୁହାଯାଇଛି । ଏଥିରେ ନବରାତ୍ରି ବହୁତ ଖାସ୍ ହୋଇଥାଏ । ବର୍ଷରେ ୧ ନୁହେଁ ୪ ନବରାତ୍ରି ପାଳନ କରାଯାଏ । କିନ୍ତୁ ଅଧିକାଂଶ ଲୋକେ କେବଳ ୨…

ଦେଶବାସୀଙ୍କୁ ବିଜୟା ଦଶମୀ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ହେଉଛି ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ଅସତ୍ୟ ଉପରେ ଧର୍ମର ବିଜୟ ପ୍ରତିଷ୍ଠା କରିଥିଲେ । ତେବେ ଆଜିର ପବିତ୍ର ଦିବସରେ ଦେଶବାସୀଙ୍କ ମଙ୍ଗଳା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ…

ଦଶହରାରେ କରନ୍ତୁ ଏହି ଉପାୟ, ଦୂର ହେବ ନକରାତ୍ମକ ଶକ୍ତି

ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଦଶହରା ପାଳନ କରାଯାଇଥାଏ । ମାନ୍ୟତା ରହିଛି ଏହି ଦିନ ଭଗବାନ ଶ୍ରୀରାମ ରାବଣର ବଦ୍ଧ କରିଥିଲେ । ଏହି ଦିନକୁ ନେଇ ଅନ୍ୟ ଏକ ମାନ୍ୟତା ରହିଛି ଯେ ଏହି ଦିନ ମା’ ଦୁର୍ଗା…

ଶାରଦୀୟ ଦୁର୍ଗାଉତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଚାଲିଛି ନାଗା ଉପାସନା

ପୁରୀ: ଶ୍ରୀକ୍ଷେତ୍ରରେ ନାଗା ଉପାସନା ବହୁ ପ୍ରାଚୀନ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ପରମ ପାବନ ଶ୍ରୀକ୍ଷେତ୍ରରେ ଶାରଦୀୟ ଦୁର୍ଗାଉତ୍ସବ ଅବସରେ ଚାଲିଛି ନାଗାଉପାସନା  । ଆବାହନମାନ କାଳରୁ ଶ୍ରୀକ୍ଷେତ୍ରର ଥିବା ଅନେକ…