Browsing Category

ଗଣେଷ ପୂଜା

ଗଣେଶ ପୂଜାରେ ବାଜିବନି DJ: ପୁଷ୍ପାଞ୍ଜଳି ସମୟରେ ହେବ ନିଶାମୁକ୍ତି ଶପଥ

କଟକ: ଆସୁଛି ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର ସବୁଠାରୁ ବଡ଼ ପର୍ବ ଗଣେଶ ପୂଜା । ସେପ୍ଟେମ୍ବର ୭ ତାରିଖରେ ପୁଣିତରେ ମହୀକୁ ଆସୁଛନ୍ତି ଗଣପତି ବାବା । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…

୨୫୦ କେଜି କାଗଜରେ ନିର୍ମାଣ ହୋଇଛି ଗଣେଶଙ୍କ ମୂର୍ତ୍ତି, ମୂର୍ତ୍ତିର ନାମ ହେଉଛି ଏଲିଫିଷ୍ଟୋନ ରାଜା

ମୁମ୍ବାଇ : ମୁମ୍ବାରେ ଏବେ ଧୁମଧାମରେ ଚାଲିଛି ଗଣେଷ ପୂଜା । ଏହି ବର୍ଷ ଗଣେଶ ପୂଜାରେ ଅଧିକ ଇକୋ ଫ୍ରେଣ୍ଡଲି ଗଣେଶ ଦେଖିବାକୁ ମିଳୁଛି । ଅନେକ ଲୋକ ଇକୋଫ୍ରେଣ୍ଡଲି ମୂର୍ତ୍ତି ଘରକୁ ଆଣି ମଧ୍ୟ ପୂଜା କରୁଛନ୍ତି । ଏହାର…

ଗଣେଶଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ, ବ୍ୟବସାୟରେ ମିଳିବ ସଫଳତା

ବୁଧବାର ଦିନ ଗଣେଶ ପୂଜାର ବିଧି ରହିଛି । ଏହି ଦିନ ଗୈରୀ ପୁତ୍ର ଗଜାନନଙ୍କ ପୂଜା କରିବା ଦ୍ୱାରା ଘରେ ସୁଖ ଶାନ୍ତି ଫେରିଥାଏ । ବୁଧବାର ହେଉଛି ଗଣେଶ ଉତ୍ସବର ୨ୟ ଦିନ । ଏହି ଦିନ ଆପଣ କିଛି ଉପାୟ କରିବା ଦ୍ୱାରା…

ମୋ ଆଧାର ମୋ ପରିଚୟରେ ସାମିଲ ହେଲେ ଅଗ୍ରପୂଜ୍ୟ ଗଣେଶ

କଟକ: ଅଗ୍ରପୂଜ୍ୟ ଗଣେଶଙ୍କ ପାଖରେ ଏବେ ଅଛି ଆଧାର କାର୍ଡ । ଏବେ ଗଣେଶ ବି ବନାଇ ସାରିଛନ୍ତି ଆଧାର କାର୍ଡ । ମୋ ଆଧାର ମୋ ପରିଚୟରେ ସାମିଲ ହୋଇଯାଇଛନ୍ତି । ହଁ ଆଜ୍ଞା ଏବେ ଶ୍ରୀ ଗଣେଶଙ୍କ ର ଆଧାରକାର୍ଡ ସମସ୍ତେ ଦେଖି…

ଗଣେଶ ପୂଜା ପାଇଁ ଟିଭି କଳାକାର ନିଜ ହାତରେ ନିର୍ମାଣ କଲେ, ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି

ମୁମ୍ବାଇ : ଭଗବାନ ଗଣେଶଙ୍କ ଜନ୍ମ ଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି । ପୌରାଣିକ କଥା ଅନୁସାରେ ମାତା ପାର୍ବତୀ ଆଜିର ଦିନରେ ନିଜ ହାତରେ ଗଣେଶଙ୍କୁ ପ୍ରସ୍ତୁତ କରିଥିଲେ ଏବଂ ସେଥିରେ ପ୍ରାଣ ଦେଇଥିଲେ । ଏହି ପରି…

ରବି ଯୋଗ-ସ୍ୱାତୀ ନକ୍ଷତ୍ରରେ ଆଜି ଗଣେଶ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ, ପୂଜା ବିଧି ଏବଂ ମନ୍ତ୍ର

୧୯ ସେପ୍ଟେମ୍ବର ମଙ୍ଗଳବାର ଦିନ ରବି ଯୋଗ ଏବଂ ସ୍ଵାତି ନକ୍ଷତ୍ରରେ ପାଳନ କରାଯାଉଛି ଗଣେଶ ପୂଜା। ଆଜିଠାରୁ ଦଶ ଦିନିଆ ଗଣେଶ ଉତ୍ସବ ଆରମ୍ଭ ହୋଇଛି। ପୌରାଣିକ ବିଶ୍ୱାସ ଅନୁଯାୟୀ, ଭଗବାନ ଗଣେଶ ବୁଧବାର ଅପରାହ୍ନରେ…

ଗଣେଶ ଚତୁର୍ଥୀରେ ମୂର୍ତ୍ତି ସ୍ଥାପନ କରିବାର ଶୁଭ ସମୟ : ଧ୍ୟାନରେ ରଖନ୍ତୁ ଏହି ଜିନିଷ

ନୂଆଦିଲ୍ଲୀ : ଗଣେଶ ଉତ୍ସବ ପର୍ବଟି ଭଦ୍ରାପଡା ମାସର ଶୁକ୍ଲା ପକ୍ଷ ଚତୁର୍ଥୀ ତିଥିରୁ ଗଣେଶ ଚତୁର୍ଥୀ ଆରମ୍ଭ ହେଉଛି । ଏହି ଦିନ ଗଣପତି ବାପ୍ପାଙ୍କ ପ୍ରତିମା ପ୍ରତ୍ୟେକ ଘର ଏବଂ ସର୍ବସାଧାରଣ ସ୍ଥାନରେ ସ୍ଥାପନ…

ଗଣେଶ ପୂଜା ଦିନ ଘରକୁ ଆଣନ୍ତୁନି ଏହି ମୂର୍ତ୍ତି, ନଚେତ୍ ଘରେ ବଢ଼ିଯିବ କଳି ଓ ଝଗଡ଼ା

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର ଆଉ ପ୍ରଥମ । କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ, ଯେପରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହୋଇପାରିବ…

ଗଣେଶ ପୂଜା ତ କରୁଛନ୍ତି, ହେଲେ ପ୍ରଭୁ ଗଣେଶଙ୍କ ଏହି ବଡ଼ ମାହାତ୍ମ୍ୟ ବିଷୟରେ ଜାଣିଛନ୍ତି କି?

ଓଡିଶା ଭାସ୍କର; ଆଗକୁ ଆସୁଛି ଗଣେଶ ପୂଜା ଯାହାକୁ ନେଇ ସବୁଠି ପ୍ରସ୍ତୁତି ବଡ଼ ଧୁମଧାମରେ ଚାଲିଛି । ଆମେ ସମସ୍ତେ ପ୍ରଭୁ ଗଣେଶଙ୍କ ପୂଜା ଅତି ଉତ୍ସାହର ସହ କରିଥା'ନ୍ତି । ହେଲେ ପ୍ରଭୁ ଗଣେଶଙ୍କ ଏକ ବଡ଼ ମାହାତ୍ମ୍ୟ…

ଗଣେଶ ଚତୁର୍ଥୀ ପାଇଁ ଘରକୁ କେବେ ଆଣିବେ ଗଣପତି? ଅମଙ୍ଗଳରୁ ବଞ୍ଚିବା ପାଇଁ ଧ୍ୟାନ ଦିଅନ୍ତୁ ଏହି କଥା ଉପରେ..

ଏହି ବର୍ଷ ଗଣେଶ ଚତୁର୍ଥୀ ମଙ୍ଗଳବାର,୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଶୁକ୍ଲପକ୍ଷର ଚତୁର୍ଥ ଦିନରେ ପାଳନ କରାଯିବ। ଏହି ତିଥିରୁ ୧୦ ଦିନର ଗଣେଶ ଉତ୍ସବ…