Browsing Category

ପରମ୍ପରା

କାଳିଆ ସେବାରେ ସମର୍ପିତା ବିଦେଶିନୀ ଲୀଲାବତୀ, ଶ୍ରୀଜଗନ୍ନାଥ ସଂସ୍କୃତିରେ ମଜ୍ଜି ଯାଇଛନ୍ତି

ଓଡ଼ିଶା ଭାସ୍କର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ସହ ଓଡ଼ିଆ ଐତିହ୍ୟ ସହ ସେ ଓତଃପ୍ରୋତ ଭାବେ ଜଡ଼ିତ । ଏଥିରେ ନିଜକୁ ଓ ଭଗବାନଙ୍କୁ ଜାଣିବାର ଅବକାଶ ତ ମିଳେ, ତାସହ ଭଗବତ ସେବାରେ ନିଜକୁ ସମର୍ପଣ…

ଆଜି ତିନି ରଥର ଦକ୍ଷିଣ ମୋଡ଼, ଶ୍ରୀବିଗ୍ରହଙ୍କ ଆଜ୍ଞାମାଳକୁ ଅପେକ୍ଷା

ପୁରୀ,(ଓଡ଼ିଶା ଭାସ୍କର): ମଙ୍ଗଳବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଏଥିପାଇଁ ଆଜି ତିନରଥକୁ ଦକ୍ଷିଣ ମୋଡ଼ କରାଯିବା ବିଧି ରହିଛି । ଗୁଣ୍ଡିଚାମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ…

ଅଭିମାନିନୀ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ ଚକ

ପୁରୀ: ରତ୍ନବେଦୀ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଆସିଛନ୍ତି ଜଗତର ନାଥ ଜଗନ୍ନାଥ । ଜନ୍ମଵେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ବୁଧବାର ରାତି ପ୍ରାୟ ୧୦ଟାରେ ମହାପ୍ରଭୁଙ୍କ ପହୁଡ ନୀତି ଅନୁଷ୍ଠିତ…

ବୋଲ୍‌ବମ୍‌ ଯାତ୍ରା: ଉତ୍ତରପ୍ରଦେଶରେ ’ହଁ’, ଉତ୍ତରାଖଣ୍ଡରେ ’ନା’

ଓଡ଼ିଶା ଭାସ୍କର ବ୍ୟୁରୋ: ମାସ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ମାସ ହେଉଛି ଶ୍ରାବଣ। ଦେବ ଦେବ ମହାଦେବଙ୍କୁ ଏହି ମାସରେ ଅନେକ ସ୍ଥାନରେ ବଡ଼ ଆଗ୍ରହର ସହ ବିଶେଷ ଜଳଲାଗି କରାଯାଏ। ଆଉ ଏହି ମାସରେ ହିଁ ହୋଇଥାଏ ବୋଲବମ୍‌…

ଆଡ଼ପମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଆଜି ବାହାରିବ ଆଡ଼ପ ଅବଢ଼ା

ପୁରୀ,(ଓଡ଼ିଶା ଭାସ୍କର) : ସୋମବାର ରଥଯାତ୍ରା ଅବସରରେ ରତ୍ନ ସିଂହାସନ ଛାଡ଼ି ଜନ୍ମ ବେଦୀ ଅଭିମୁଖେ ବାହାରି ସନ୍ଧ୍ୟା ପୂର୍ବରୁ ଶରଧା ବାଲିରେ ଭାଇ ଭଉଣୀଙ୍କ ସହ ପହଞ୍ଚିଥିଲେ କାଳିଆ ସାଆନ୍ତ । କରୋନା କଟକଣା ମଧ୍ୟରେ…

ଶରଧାବାଲିରେ ତିନି ରଥ, ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି । ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ସୁଭଦ୍ରା ଓ ପ୍ରଭୁ…

କରୋନା କଟକଣା ପାଇଁ ପୁରୀ ଯିବା ମନା, ଘରେ କୁନି ରଥ ତିଆରି କରି ଟାଣିଲେ ସପରିବାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଚଳିତ ବର୍ଷ ଘୋଷଯାତ୍ରାରେ କୋଭିଡ୍ ପାଇଁ ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଯିବାକୁ ଅନୁମତି…

ଆଜି ଜନ୍ମବେଦିକୁ ଶ୍ରୀବିଗ୍ରହଙ୍କ ପହଣ୍ଡି ବିଜେ, ସ୍ୱତନ୍ତ୍ର ଷ୍ଟଲରେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ପୁରୀ (ଓଡ଼ିଶା ଭାସ୍କର) : ଶ୍ରୀଜିଉଙ୍କ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ସୋମବାର ଅନୁଷ୍ଠିତ ହୋଇଛି  । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଷାଢ ମାସ ଶୁକ୍ଳକ୍ଷ…