Browsing Category
ରଥ ଯାତ୍ରା
The Ratha Yatra of Puri, also rendered as the Ratha Jatra is an annual Hindu chariot festival celebrated on the bright half of the lunar month of Ashadh. The festival is associated with the deity Jagannath held at the city of Puri in the state of Odisha, India.
ଆସନ୍ତାକାଲି ରୁକୁଣା ରଥଯାତ୍ରା, ମୁତୟନ ହେବେ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ
ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେଣୁ ରାଜ୍ୟ ସରକାର କଟକଣାକୁ କଡାକଡି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ…
ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ଭୁବନେଶ୍ୱର ୧୭ ।୪ (ଓଡିଶା ଭାସ୍କର) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଆସନ୍ତା ୨୦ ତାରିଖ ଅଶୋକାଷ୍ଟମୀ ତିଥିରେ ଲିଙ୍ଗରାଜଙ୍କ ରଥ ଟଣା ଯିବ ।…
ଭକ୍ତଶୂନ୍ୟ ହେବ ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମସି
ଭୁବନେଶ୍ୱର,୯ା୪ (ଓଡିଶା ଭାସ୍କର) : ରୁକୁଣା ରଥଯାତ୍ରାକୁ ନେଇ ବିଏମସି ଆଜି ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛି । ବିଏମସି ପକ୍ଷରୁ ରଥଯାତ୍ରାକୁ ନେଇ ଏସଓପି ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ…
ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ
ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ ହୋଇଛି । ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।…
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ
ପୁରୀ, ୨ା୩ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଇଁ ରଥକାଠ ବୌଦ୍ଧରୁ ଅଣାଯିବ । ତେଣୁ ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ଆଜି…
ବିରଜା ମନ୍ଦିର ରଥଯାତ୍ରା ପାଇଁ ହାଇକୋର୍ଟଙ୍କ ସବୁଜ ସଙ୍କେତ
ଭୁବନେଶ୍ୱର,୮ ।୧୦ (ଓଡିଶା ଭାସ୍କର): ହାଇକୋର୍ଟରେ ମା’ ବିରଜାଙ୍କ ସିଂହ ଧ୍ୱଜ ରଥଯାତ୍ରା ନେଇ ମାମଲା ପ୍ରସଙ୍ଗରେ ମିଳିଛି ସବୁଜ ସଙ୍କେତ । ରଥଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡର ସମସ୍ତ ନିୟମ ମାନି…
ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୨୨/୬: ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ରଥଯାତ୍ରା ପାଇଁ ୧୧ଟି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ । କରୋନା ନିୟନ୍ତ୍ରଣ…
ରଥଯାତ୍ରା ପାଇଁ ୭୫ପ୍ଲାଟୁନ ପୋଲିସ: ପୁରୀ ଏସପି
ପୁରୀ, ୨୨ା୬(ଓଡ଼ିଶା ଭାସ୍କର): ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ଜୋର ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାସହ ରଥଯାତ୍ରା ନେଇ ପୁରୀ ଏସପି ଉମା ଶଙ୍କର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ…
ସାଢେ ୨ଟାରେ ରଥଯାତ୍ରାର ଶୁଣାଣି କରିବେ ପ୍ରଧାନ ବିଚାରପତି
ନୂଆଦିଲୀ, ୨୨ ।୬: ଆଜି ଦିନ ସାଢେ ୨ଟାରେ ରଥଯାତ୍ରା ପୁନର୍ବିଚାର ଆବେଦନର ଶୁଣାଣି ହେବ । ପ୍ରଧାନ ବିଚାରପତିଙ୍କ କୋର୍ଟରେ ହେବ ଏହି ମାମଲାର ଶୁଣାଣି । ନାଗପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ ପ୍ରଧାନ…
ରଥଯାତ୍ରାକୁ ରାଜ୍ୟ ସମେତ କେନ୍ଦ୍ରର ସମର୍ଥନ
ନୂଆଦିଲ୍ଲୀ,୨୨ ।୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହେଉ ବୋଲି ରାଜ୍ୟ ସରକାର ପକ୍ଷଭୁକ୍ତ କରିବା ପରେ କେନ୍ଦ୍ର ସରକାର ମଧ୍ୟ ସମର୍ଥନ କରିଛନ୍ତି । ନିୟମ ପାଳନ ସହ ରଥଯାତ୍ରା ସପକ୍ଷରେ ଅଛନ୍ତି କେନ୍ଦ୍ର ସରକାର ।…