Browsing Category
ବିଦେଶ
ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ଭାରତୀୟ ମୃତ
ନୂଆଦିଲ୍ଲୀ: ପଶ୍ଚିମ ସାଉଦି ଆରବର ଜିଜାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ସଡ଼କ ଦୁର୍ଘଟଣାରେ ୯ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଛି ବୋଲି ଜେଦ୍ଦାସ୍ଥିତ ଭାରତୀୟ ଦୂତାବାସ ବୁଧବାର ସୂଚନା ଦେଇଛି।…
ମତ୍ସ୍ୟଜୀବୀଙ୍କ ଉପରେ ଗୁଳିମାଡ଼ ଘଟଣା: ବୈଦେଶିକ ମନ୍ତ୍ରଣାଳୟର ବିରୋଧ, ଶ୍ରୀଲଙ୍କା ହାଇ କମିଶନରଙ୍କୁ ଡକାଇଲା ଭାରତ
ନୂଆଦିଲ୍ଲୀ: ମଙ୍ଗଳବାର ଶ୍ରୀଲଙ୍କାର ଡେଲ୍ଫଟ୍ ଦ୍ୱୀପ ନିକଟରେ ୧୩ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଗୁଳିଚାଳନା ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ ବିରୋଧ କରିଛିା
ଏନେଇ ନୂଆଦିଲ୍ଲୀରେ MEA ଶ୍ରୀଲଙ୍କାର ହାଇ…
ମହାକୁମ୍ଭରେ ରୁଷ୍ର ଉପସ୍ଥିତିକୁ ନେଇ ମୁହଁ ବୁଲାଇଲା ୟୁକ୍ରେନ୍, ବୁଡ଼ ପକାଇବାକୁ କରିଲା ମନା
ନୂଆଦିଲ୍ଲୀ: ଭାରତରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ ଡକ୍ଟର ଓଲେକ୍ସାଣ୍ଡର ପୋଲିଶଚୁକ୍ ଫେବୃଆରୀ ପହିଲାରେ ହେବାକୁ ଥିବା ମହାକୁମ୍ଭରେ ରୁଷପ୍ରତିପକ୍ଷଙ୍କ ସହ ଯୋଗ ଦେବେ ନାହିଁ।
ଦିଲ୍ଲୀସ୍ଥିତ ୟୁକ୍ରେନ ଦୂତାବାସ…
ବିଜୟ ପରେ ପ୍ରତିଶୋଧ ନେଉଛନ୍ତି ଟ୍ରମ୍ପ! ଗୁପ୍ତ ଡକ୍ୟୁମେଣ୍ଟ ମାମଲାର ତଦନ୍ତ କରିଥିବା ୧୨ ଅଧିକାରୀଙ୍କୁ ନିଲମ୍ବିତ
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବରେ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପ ଲଗାତାର ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ସେ WHO ରୁ ଆମେରିକାର ଓହରିଯିବା ଏବଂ ଆମେରିକା ସୀମାରେ ଜରୁରୀକାଳୀନ ପରିସ୍ଥିତି…
ମହାକୁମ୍ଭ ଭିତରେ ଭାରତକୁ ବଡ଼ ଉପହାର ଦେଲା ଚୀନ୍! କୈଳାସ ମାନସରୋବରକୁ ନେଇ ଆସିଲା ଖୁସି ଖବର
ନୂଆଦିଲ୍ଲୀ: କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଓ ଚୀନ ନିଷ୍ପତ୍ତି ନେଇଛନ୍ତି। ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ…
ହ୍ୱାଇଟ୍ ହାଉସକୁ ରଙ୍ଗ କରିବାକୁ ଲାଗେ କେତେ ଦିନ? ଖର୍ଚ୍ଚ ହୁଏ କେତେ ଟଙ୍କା ଜାଣନ୍ତୁ…
ୱାଶିଂଟନ,୨୭ା୧: ୧୮୦୦ ମସିହାରୁ ହ୍ୱାଇଟ୍ ହାଉସ୍ ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହୋଇଆସୁଛି। ପୂର୍ବରୁ ଏହାର ନାମ ରାଷ୍ଟ୍ରପତି ଭବନ ଏବଂ କାର୍ଯ୍ୟନିର୍ବାହୀ ଭବନ ଥିଲା। ୧୯୦୧ରେ ରାଷ୍ଟ୍ରପତି ଥିଓଡୋର…
ମୋଦୀଙ୍କ ଗୋଟିଏ ଫୋନ୍ କଲରେ ଭାରତ-ଆମେରିକା ସମ୍ପର୍କରେ ଲାଗିଲା ଡେଣା, ଜାଣନ୍ତୁ କେଉଁ ବିଷୟରେ କଥା ହେଲେ…
ନୂଆଦିଲ୍ଲୀ,୨୭ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଫୋନରେ କଥା…
ଆଇସିସି ପୁରୁଷ ଟେଷ୍ଟ-୨୦୨୪ର ଶ୍ରେଷ୍ଟ କ୍ରିକେଟର ଭାବେ ମନୋନୀତ ହେଲେ ଯଶପ୍ରୀତ ବୁମ୍ରା
ନୂଆଦିଲ୍ଲୀ: ୨୦୨୪ର ଶ୍ରେଷ୍ଟ କ୍ରିକେଟର ଭାବେ ମନୋନୀତ ହେଲେ ଯଶପ୍ରୀତ ବୁମ୍ରା। ସୋମବାର ଆଇସିସି ବୁମ୍ରାଙ୍କୁ ଆଇସିସି ବର୍ଷର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଭାବେ ମନୋନୀତ କରିଛି।
ପିଠିରେ ଆଘାତ ଯୋଗୁଁ ଲମ୍ବା ବିରତି…
Video: ବାଲକୋନିରେ Threesome କରିବା ବେଳେ ଖସି ପଡ଼ି ଯୁବତୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ବାଲକୋନିରୁ ଖସି ପଡ଼ି ମୃତ୍ୟୁ ବରଣ କରିଛନ୍ତି ଜଣେ ୨୩ ବର୍ଷୀୟ ମଡେଲ। ବ୍ରାଜିଲର ପ୍ରସିଦ୍ଧ ମଡେଲ ଓନ୍ଲିଫ୍ୟାନ୍ସଙ୍କର ଘଟିଛି ମୃତ୍ୟୁ। ଇଣ୍ଟରନେଟ୍ ରେ ଦେଖି ତାଙ୍କ ମୃତ୍ୟୁ ଖବରକୁ ବିଶ୍ୱାସ କରୁ…
Video: ତ୍ରିରଙ୍ଗାକୁ ଅପମାନ କରୁଥିବା ଖଲିସ୍ତାନୀମାନଙ୍କୁ ଭାରତୀୟମାନେ ଦେଲେ ଉଚିତ ଜବାବ, ଲଣ୍ଡନରେ ଦେଶର ଶତ୍ରୁମାନଙ୍କର ଲଗାଇଲେ କ୍ଲାସ୍
ଲଣ୍ଡନ: ଗଣତନ୍ତ୍ର ଦିବସ ଅବସରରେ, ବ୍ରିଟେନରେ ଉପସ୍ଥିତ ଭାରତୀୟମାନେ ଖଲିସ୍ତାନୀ ସମର୍ଥକମାନଙ୍କୁ ଉଚିତ ଜବାବ ଦେଇଛନ୍ତି । ଲଣ୍ଡନରେ ଗଣତନ୍ତ୍ର ଦିବସ ପାଳନ ସମୟରେ ଭାରତ ବିରୋଧରେ ସ୍ଲୋଗାନ ଦେଉଥିବା ଖଲିସ୍ତାନ…