Browsing Category

ବିଦେଶ

ଗତ ବର୍ଷ ତୁଳନାରେ ଅଧିକ ଭାରତୀୟ ଛାତ୍ର ଯିବେ ଆମେରିକା

ନୂଆଦିଲ୍ଲୀ: ଆପଣଙ୍କ ପିଲା ଆମେରିକାରେ ପଢିବାକୁ ଚାହୁଁଛନ୍ତି କି, ତେବେ ଆସିଲା ଖୁସି ଖବର । ହୁଏତ ଆପଣଙ୍କ ପିଲା ଯାଇପାରନ୍ତି ଆମେରିକା । କାରଣ ପୁଣି ଚଳିତ ବର୍ଷ ଆମେରିକା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ରେକର୍ଡ…

ନେପାଳରେ ସାଙ୍ଘାତିକ ହେଲାଣି ବନ୍ୟା-ଭୂସ୍ଖଳନ; ନେଲାଣି ୧୯୩ ମୁଣ୍ଡ

ନୂଆଦିଲ୍ଲୀ:  ଭୟଙ୍କର ହେଲାଣି ନେପାଳ ପରିସ୍ଥିତି। ତଳେ ପାଣି ଉପରେ ବି ପାଣି ଏପଟେ ବର୍ଷା-ବନ୍ୟା ତାଣ୍ଡବ ରଚୁଥିବା ବେଳେ ତା ସାଙ୍ଗରେ ଦାଉ ସାଜିଲାଣି ଭୂସ୍ଖଳନ । ନେପାଳର ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ…

ଲେବାନନ ଏବଂ ଇସ୍ରାଏଲ ମଧ୍ୟରୁ କାହାର ସାମରିକ ଶକ୍ତି ଅଧିକ? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଆକ୍ରମଣରେ ଲେବାନନର ସ୍ଥିତି ଖରାପ ହୋଇଯାଇଛି। ସେହିପରି ଯଦି ଏହି ଦୁଇ ଦେଶ ମୁହାଁମୁହିଁ ହେବେ ତେବେ କଣ ହେବ? ତେବେ ଆସନ୍ତୁ ଜାଣିବା ଦୁଇ ଦେଶର ସାମରିକ ଶକ୍ତି…

ଭାରତୀୟ ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ବଡ଼ ଖୁଲାସା: ଚନ୍ଦ୍ର ଉପରେ ମଧ୍ୟ ପଡ଼ିଥିଲା ‘କୋଭିଡ ଲକଡାଉନ’ର ପ୍ରଭାବ

ନୂଆଦିଲ୍ଲୀ: କୋଭିଡ୍ ଲକଡାଉନ୍ ସମୟରେ ପୃଥିବୀର ତାପମାତ୍ରା ଏବଂ ପ୍ରଦୂଷଣରେ ଆସିଥିବା ହ୍ରାସ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହାର ପ୍ରଭାବ ଚନ୍ଦ୍ର ପର୍ଯ୍ୟନ୍ତ ଦେଖାଦେଇଥିଲା…

ହସନ ନସରଲ୍ଲାଙ୍କ ମୃତଦେହରେ ନାହିଁ କୌଣସି ଆଘାତର ଚିହ୍ନ, ତେବେ କିପରି ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀର କ୍ଷତ ବିକ୍ଷତ ଅବସ୍ଥାରେ ମିଳିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏପରି କିଛି…

(Video) ନେପାଳରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ, ୧୭୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ନେପାଳରେ ଭୟଙ୍କର ବର୍ଷା ପରେ ବନ୍ୟା ଏବଂ ଭୂସ୍ଖଳନ ଜାରି ରହିଛି। ଯେଉଁଥିରେ ଲଗାତାର ଲୋକଙ୍କ ମୃତ୍ୟୁ ଘଟୁଛି। ପୋଲିସ ଅନୁ୍‌ାୟୀ, କାଠମାଣ୍ଡୁ ଘାଟିରେ ବର୍ଷା କାରଣରୁ ଏପର୍ଯ୍ୟନ୍ତ ୪୩ ଲୋକଙ୍କ ପ୍ରାଣହାନି…

ମେଡିକାଲ ସାଇନ୍ସର ଚମତ୍କାର: ଏବେ ୧୫ ବର୍ଷ ପୂର୍ବରୁ ଜଣାପଡ଼ିବ ପାର୍କିଂସନ ରୋଗ ବିଷୟରେ, ରିସର୍ଚ୍ଚରୁ ପ୍ରକାଶ

ନୂଆଦିଲ୍ଲୀ: ଦିନକୁ ଦିନ ମେଡିକାଲ ସାଇନ୍ସରେ ଅଗ୍ରଗତି ହେବାରେ ଲାଗିଛି । ବୈଷୟିକ ଉନ୍ନତି ଯୋଗୁଁ ଜଟିଳ ରୋଗର ଚିକିତ୍ସା ମଧ୍ୟ ସମ୍ଭବପର ହୋଇପାରୁଛି । ଏଥିମଧ୍ୟରେ ପାର୍କିଂସନ୍ସ ରୋଗ(Parkinson’s Disease) ଅନ୍ୟତମ…

IMF ଚୁକ୍ତି ଅନୁଯାୟୀ ୧.୫ ଲକ୍ଷ ଚାକିରିକୁ ହଟାଇଦେଲା ପାକିସ୍ତାନ, ୬ ଟି ମନ୍ତ୍ରଣାଳୟକୁ କଲା ଭଙ୍ଗ

ଇସ୍ଲାମାବାଦ: ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ପାକିସ୍ତାନ ରବିବାର ଦିନ ପ୍ରାୟ ୧୫୦,୦୦୦ ସରକାରୀ ପଦବୀ ହଟାଇବା, ୬ଟି ମନ୍ତ୍ରଣାଳୟ ବନ୍ଦ କରିବା ଏବଂ ଅନ୍ୟ ୨ଟିକୁ ମିଶ୍ରଣ କରିବାକୁ ଘୋଷଣା କରିଛି, ଯାହାକି ୭ ବିଲିୟନ…

ଆଜିଠୁ ଆକାଶରେ ଉଇଁବ ଜହ୍ନମାମୁଁର ସାନ ଭାଇ, ଦୁଇ ମାସ ଆମକୁ ମାରିବ ଆଖି ମିଟିକା

ୱାସିଂଟନ: ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଏକା ସାଙ୍ଗରେ ଆକାଶରେ ଦେଖାଯିବ ଦୁଇଟି ଚନ୍ଦ୍ରମା । ବୈଜ୍ଞାନିକ ଏହାକୁ ୨୦୨୪ ପିଟି ୫ ନାମ ଦେଇଛନ୍ତି । ହେଲେ ଏହି ଦ୍ୱିତୀୟ ଚନ୍ଦ୍ରମାକୁ ସବୁଦିନ ପାଇଁ…

ନସରଲ୍ଲାଙ୍କ ହତ୍ୟା ପରେ ହାସିମ୍ ସାଫିଦ୍ଦିନ ହେଲେ ହିଜବୁଲ୍ଲାର ନୂଆ ମୁଖ୍ୟ

ନୂଆଦିଲ୍ଲୀ:ସୟଦ ହାସନ ନସରଲ୍ଲାଙ୍କ ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିବା ପରେ ବର୍ତ୍ତମାନ ହାସିମ୍ ସାଫିଦ୍ଦିନଙ୍କୁ ହିଜବୁଲ୍ଲର ନୂତନ ମୁଖ୍ୟ ହୋଇଛନ୍ତି। ସେ ହସନ ନସରଲ୍ଲାଙ୍କ ସଂପର୍କୀୟ ଭାଇ। ନସରଲ୍ଲାଙ୍କ ହତ୍ୟା ପରେ…