Browsing Category
ବିଦେଶ
କରୋନା ତଥ୍ୟ ନେଇ ଚୀନ୍ର ଏପରି ଖେଳ: ପୁଣି ବିଶ୍ୱରେ ହୋଇପାରେ ତାଣ୍ଡବ!
ବିଶ୍ୱ କରୋନା ମହାମାରୀର କ୍ଷତଚିହ୍ନରୁ ଧୀରେ ଧୀରେ ମୁକ୍ତି ପାଉଥିବା ବେଳେ, ଚୀନରୁ ଆସୁଥିବା କିଛି ରିପୋର୍ଟ ପୁଣି ଥରେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଛି। ଆନ୍ତର୍ଜାତୀୟ ଗଣମାଧ୍ୟମ ଓ ବିଶେଷଜ୍ଞଙ୍କ ଅଭିଯୋଗ ଅନୁସାରେ,…
ମାସିକ ଋତୁସ୍ରାବ ଯନ୍ତ୍ରଣା ପ୍ରମାଣ କରିବା ପାଇଁ ଚୀନ୍ ଛାତ୍ରୀଙ୍କୁ ନିର୍ଯାତନା, ଭାଇରାଲ୍ ହେଉଛି ଖବର
ନୂଆଦିଲ୍ଲୀ: ଚାଇନାରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଜଣେ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ପାଇଁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।
ଅସୁସ୍ଥତା ଛୁଟି…
ଆକାଶରେ କ୍ଷେପଣାସ୍ତ୍ର, ଭୂମିରେ ଶୋକ… ଗାଜାରେ ପୁଣି ବର୍ଷିଲା ନେତାନ୍ୟାହୁଙ୍କ ତାଣ୍ଡବ, 38 ଜଣଙ୍କ ମୃତ୍ୟୁ
ପାଲେଷ୍ଟାଇନ୍: ଗାଜା ଉପରେ ଇସ୍ରାଏଲର ମିସଆଲ ମାଡ଼। ମିସାଇଲ ମାଡ଼ରେ ୩୮ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ। ଗୋଟିଏ ଡ଼ାକ୍ତର ପରିବାରର ୧୦ ଜଣଙ୍କ ମୃତ୍ୟୁ।
ହଁ ଗାଜା ପୁଣି ଥରେ…
ଋଷର ବଡ଼ ଦାବି, ପୁଟିନଙ୍କ ହେଲିକପ୍ଟର ଉପରେ ଡ୍ରୋନ ଆକ୍ରମଣ ପାଇଁ ଜେଲେନ୍ସକି ନିର୍ଦ୍ଦେଶ ଦେଇଥିଲେ
ନୂଆଦିଲ୍ଲୀ: ଆଜି ରୁଷ ଏକ ବଡ଼ ଅଭିଯୋଗ ଆଣିଛି ଯେ ୟୁକ୍ରେନ ରାଷ୍ଟ୍ରପତି ପୁଟିନଙ୍କ ହେଲିକପ୍ଟର ଉପରେ ଡ୍ରୋନ ଆକ୍ରମଣ କରିଛି । ରୁଷିଆ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଏହି ସପ୍ତାହରେ ପୁଟିନଙ୍କ କୁର୍ସ୍କ ଗସ୍ତ ସମୟରେ…
ମୋଦୀଙ୍କୁ ଚିଠି ଲେଖିଲେ ବାଲୁଚ୍ ନେତା, ସ୍ବାଧିନତା ପାଇଁ ମାଗିଲେ ସମର୍ଥନ
ନୂଆଦିଲ୍ଲୀ: ବେଲୁଚିସ୍ତାନ ଦୀର୍ଘ ଦିନ ଧରି ସ୍ୱାଧୀନତା ଦାବି କରିଆସୁଛି। ଏନେଇ, ଆମେରିକାରେ ବାଲୁଚ୍ ସମ୍ପ୍ରଦାୟର ନେତା ତଥା କଂଗ୍ରେସ ସଭାପତି ତାରା ଚାନ୍ଦ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି…
ଚୀନର ଗର୍ବକୁ ଚୁରମାର କରିବ ଭାରତ: ଆମେରିକା-ୟୁରୋପ ସହ ବନାଇଲା ଯୋଜନା
ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ କ୍ଷେତ୍ର ଏବେ ଚୀନକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ। ଭାରତର ଅନେକ କଣ୍ଟ୍ରାକ୍ଟ ଡେଭଲପମେଣ୍ଟ ଆଣ୍ଡ ମ୍ୟାନୁଫାକ୍ଚରିଂ ଅର୍ଗାନାଇଜେସନ (ସିଡିଏମଓ) କମ୍ପାନୀ ଆମେରିକା ଓ ୟୁରୋପର…
ଏବେ ଏହି ଦେଶରେ ବ୍ୟାନ ହେବାକୁ ଯାଉଛି ଟେଲିଗ୍ରାମ ! ଜାଣନ୍ତୁ କ’ଣ ରହିଛି କାରଣ
ହାନୋଇ: ଭିଏତନାମ ସରକାର ଲୋକପ୍ରିୟ ମେସେଜିଂ ଆପ୍ ଟେଲିଗ୍ରାମକୁ ଦେଶରେ ବ୍ୟାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ସରକାରୀ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ ଟେଲିଗ୍ରାମ ଦେଶରେ ଅବୈଧ…
ଦେହଜୀବୀ ପ୍ରେମରେ 5ବର୍ଷର ଛୁଆ, ପୂର୍ବ ଜନ୍ମର ଏକ ରହସ୍ୟମୟ କଥା
ଓଡିଶା ଭାସ୍କର: ଯେଉଁ ବୟସରେ ପିଲା ଖନେଇଁ ଖନେଇଁ କଥା ହେବା କଥା ସେହି ବୟସରେ ଜଣେ 5ବର୍ଷର ଛୁଆ ଏକ ଦେହଜୀବୀ ପ୍ରେମରେ ପଡିଗଲା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣା ଟି ସତ। ଏଭଳି ଏକ…
୨୫ ବର୍ଷୀୟ ରେସର ମୋନାକୋରେ ରଚିଲେ ଇତିହାସ: F2 ରେସ ଜିତି ପ୍ରଥମ ଭାରତୀୟ ଭାବେ ପାଇଲେ ସ୍ଥାନ
ମୋନାକୋ: ଭାରତୀୟ ମୋଟରସ୍ପୋର୍ଟସରେ ଏକ ନୂଆ ଅଧ୍ୟାୟ ଲେଖାଗଲା ଯେତେବେଳେ ୨୫ ବର୍ଷୀୟ ରେସର କୁଶ ମୈନୀ ମୋନାକୋ ଗ୍ରାଣ୍ଡ ପ୍ରିକ୍ସରେ ଫର୍ମୁଲା ୨ (F2) ସ୍ପ୍ରିଣ୍ଟ ରେସ ଜିତି ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ…
ଭୂମିକମ୍ପ ଝଟକାରେ ପୁଣି ଦୋହଲିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଭୂମିକମ୍ପର ଝଟକା ପୁଣି ଅନୁଭୂତ ହୋଇଛି। ଭାରତୀୟ ସମୟାନୁସାରେ, ରବିବାର ସକାଳ ୬ଟା ୩୩ ମିନିଟରେ ଆଫଗାନିସ୍ତାନରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ…