CHARIDHAM
Browsing Category

ବିଦେଶ

ପୃଥିବୀର ୭୦୦ କିଲୋମିଟର ଭିତରକୁ ମିଳିଲା ବିଶାଳ ମହାସାଗର: ଏହି ସନ୍ଧାନ ପରେ ସମଗ୍ର ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ: ପୃଥିବୀରେ ଜଳର ଆଗମନ ପାଇଁ ଦୀର୍ଘ ସମୟ ଧରି ଖୋଜୁଥିବା ବୈଜ୍ଞାନିକମାନଙ୍କୁ ଶେଷରେ ସଫଳତା ମିଳିଛି । କିଛି ବୈଜ୍ଞାନିକ ଆବିଷ୍କାର ଏବଂ ସଫଳତା ବିଶ୍ୱକୁ ମନ୍ତ୍ରମୁଗ୍ଧ କରିଛି । ପୃଥିବୀର ଭୂତଳ ତଳେ…

ହ୍ୱାଟସଆପ୍ ସର୍ଭର ଡାଉନ୍: ୟୁଜର୍ସଙ୍କ ଆପ୍ ଖୋଲୁନି, ଲଗ୍ ଇନ୍ ହେଉନି

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ହ୍ୱାଟସଆପକୁ ନେଇ ଆସିଛି ଏକ ବଡ଼ ଖବର । ବହୁ ୟୁଜର୍ସ ହ୍ୱାଟସଆପ୍ ଖୋଲୁ ପାରୁନାହାନ୍ତି । ଆପ ଲଗ୍ ଇନ୍ ହେଉନି । ‘Service Unavailable. We're having trouble connecting…

ତାଇବାନ ଭୂମିକମ୍ପରେ ଯାତ୍ରୀବାହୀ ବସ୍ ନିଖୋଜ, ଯାଞ୍ଚ ଏଜେନ୍ସିମାନେ ଆଶ୍ଚର୍ଯ୍ୟ

ତାଇପେ: ତାଇବାନରେ ଭୂମିକମ୍ପ ସମୟରେ ୫୦ ଜଣ ଯାତ୍ରୀବାହୀ ବସ୍ ଏପର୍ଯ୍ୟନ୍ତ ନିଖୋଜ ଅଛି । ଏ ନେଇ କାହାକୁ କୌଣସି ସୂଚନା ନାହିଁ । ଏଥିରେ ତାଇବାନର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଇବାନ…

ଆଖି ବୁଜିଲେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି, କେଉଁ ଅଭ୍ୟାସ ବଳରେ ସୁସ୍ଥ ଭାବରେ ବଞ୍ଚିଥିଲେ ଏତେ ଦିନ

ଓଡ଼ିଶା ଭାସ୍କର:ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲାରେ ଜଣେ ବ୍ୟକ୍ତିଙ୍କର ୧୧୪ ବର୍ଷରେ ଦେହାନ୍ତ ହୋଇଛି । ଭେନଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଖବର ସେୟାର କରି କହିଛନ୍ତି,…

ଭୂମିକମ୍ପରେ ଥରିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୭.୪ ରେକର୍ଡ଼

ତାଇପେ: ଆଜି ସକାଳୁ ସକାଳୁ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ଝଟକା ରାଜଧାନୀ ତାଇପେ ସମେତ ଅନେକ ସହରରେ ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ…

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୨୯ ମୃତ, ୧୫ ଆହତ

ଓଡ଼ିଶା ଭାସ୍କର: ତୁର୍କୀ ଇସ୍ତାନବୁଲର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ନାଇଟ୍ କ୍ଲବର ନବୀକରଣ…

ପ୍ରଥମ ଥର ଗବେଷଣାରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା: ଆବର୍ଜନାର ପାହାଡ଼ କାରଣରୁ ବଢ଼ୁଛି ବାୟୁମଣ୍ଡଳର ତାପମାତ୍ରା

ନୂଆଦିଲ୍ଲୀ: ଆପଣ ଯେ କୌଣସି ସହରକୁ ଯାଆନ୍ତି ସେଠାରେ ଗୋଟିଏ ଜିନିଷ କମନ୍ ଦେଖିବାକୁ ପାଇବେ । ତାହା ହେଉଛି ‘ଆବର୍ଜନାର ପାହାଡ଼’ । ତେବେ ଏହି ଆବର୍ଜନା ଆମ ପରିବେଶ ତଥା ଆମର ସ୍ୱାସ୍ଥ୍ୟ ପାଇଁ କେତେ ଯେ କ୍ଷତିକାରକ…

ଅଜ୍ଞାତ ଆକ୍ରମଣକାରୀଙ୍କ ଗୁଳିରେ ପାକିସ୍ତାନ (JUIF) ନେତା ନୁର ଇସଲାମ ନିଜାମିଙ୍କ ମୃତ୍ୟୁ

କରାଚି: ପାକିସ୍ତାନର ଉତ୍ତର ୱାଜିରିସ୍ତାନ ଆଦିବାସୀ ଜିଲ୍ଲା ଖାଇବର ପାଖ୍ଟନଖୱାର ଜାମିଆତ ଉଲେମା-ଇ-ଇସଲାମ (JUIF)ର ଜଣାଶୁଣା ନେତା ନୁର ଇସଲାମ ନିଜାମିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ…

ଇସ୍ତାନବୁଲ: ନାଇଟକ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କ ମୃତ୍ୟୁ, ଅନେକ ଆହତ

ନୂଆଦିଲ୍ଲୀ: ତୁର୍କୀର ଅନ୍ୟତମ ବଡ଼ ସହର ଭାବେ ପରିଚିତ ଇସ୍ତାନବୁଲରୁ ଆସିଛି ଏକ ବଡ଼ ଖବର । ଇସ୍ତାନବୁଲର ଏକ ନାଇଟବ୍ଲକରେ ଅଗ୍ନିକାଣ୍ଡ ଘଟି ଅତିକମରେ ୨୫ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ସମ୍ପୂର୍ଣ୍ଣ ଭାବେ…

ଜାପାନରେ ଭୂକମ୍ପର ତୀବ୍ର ଝଟକା, ଲୋକେ ଭୟଭୀତ: ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନୂଆଦିଲ୍ଲୀ: ଜାପାନରେ ପୁଣି ଥରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଛି । ଚଳିତ ବର୍ଷ ଆରମ୍ଭରେ ହୋଇଥିବା ବିନାଶ ପରେ ଏହା ଦ୍ୱିତୀୟ ଥର ହୋଇଛି ଯେ, ଭୂକମ୍ପର ତୀବ୍ର ଝଟକା ଯୋଗୁଁ ଲୋକମାନେ ଭୟଭୀତ ହୋଇଥିଲେ । ଜାପାନ ପାଣିପାଗ…