CHARIDHAM
Browsing Category

ବିଦେଶ

ଇତିହାସ ରଚିଲା ଅମୂଲ ବ୍ରାଣ୍ଡ: ପ୍ରଥମ ଭାରତୀୟ ଡେୟରୀ କମ୍ପାନୀ ଭାବେ ଆମେରିକାରେ ଲଞ୍ଚ କରିବ ନିଜର ପ୍ରଡକ୍ଟ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଡେୟରୀ ବ୍ରାଣ୍ଡ ଅମୂଲ ଏକ ନୂଆ ଇତିହାସ ରଚିଛି । ଏହି ବ୍ରାଣ୍ଡର ମାଲିକ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ଏବେ ଆମେରିକାରେ ନିଜର ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି ।…

ମସ୍କୋ ଆକ୍ରମଣ: ୯୩ ମୃତ, ୪ ଆକ୍ରମଣକାରୀଙ୍କ ସମେତ ୧୧ ଗିରଫ

ନୂଆଦିଲ୍ଲୀ: ରୁଷିଆର ରାଜଧାନୀ ମସ୍କୋରେ ଏକ କନସର୍ଟ ହଲ୍ ଉପରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏହି ଆକ୍ରମଣରେ ଅତି କମରେ ୧୪୦ ଜଣ ଆହତ ହୋଇଥିଲେ । ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ଆହୁରି…

PCBର ପୂର୍ବତନ ଅଧ୍ୟକ୍ଷ ଶହରୟାର ଖାନଙ୍କ ଦେହାନ୍ତ

ଇସଲାମାବାଦ: ପାକିସ୍ତାନ କ୍ରିକେଟ ବୋର୍ଡ଼(PCB)ର ପୂର୍ବତନ ଅଧ୍ୟକ୍ଷ ଶହରୟାର ଖାନ(Shaharyar Khan)ଙ୍କ ଦେହାନ୍ତ ହୋଇଯାଇଛି । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ ୮୯ ବର୍ଷ ବୟସରେ ଶନିବାର ତାଙ୍କର ଦେହାନ୍ତ…

ଆଜି ରାତି ସାଢେ ୮ଟାରୁ ସାଢେ ୯ ଯାଏଁ ଅନ୍ଧାରରେ ରହିବ ସାରା ବିଶ୍ୱ, ପାଳନ ହେବ ‘ଆର୍ଥ ଆୱାର’

Earth Hour 2024: ଆଜି ସାରା ବିଶ୍ୱ ପାଳିବ 'ଆର୍ଥ ଆୱାର'। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଆଜି ରାତି ୮ଟା ୩୦ ରୁ ୯ଟା ୩୦ ଯାଏଁ 'ଆର୍ଥ ଆୱାର' ପାଳନ…

ଭାରତରୁ ଭୁଟାନକୁ ଚାଲିବ ଟ୍ରେନ୍‌: ଦୁଇ ଦେଶ ମଧ୍ୟରେ ଏମ୍‌ଓୟୁ ଚୂଡ଼ାନ୍ତ ସୂଚନା

ନୂଆଦିଲ୍ଲୀ: ଭାରତ ଏବଂ ଭୁଟାନ ମଧ୍ୟରେ ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ଵାକ୍ଷର…

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଏନେଇ କହିଲେ…

ନୂଆଦିଲ୍ଲୀ: ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ମସ୍କୋରେ ହୋଇଥିବା ଆତଙ୍କବାଦୀ…

ବ୍ରିଟେନର ରାଜକୁମାରୀ କ୍ୟାନସରରେ ଆକ୍ରାନ୍ତ, ଭିଡିଓ ମେସେଜ ଜରିଆରେ ଦେଲେ ସୂଚନା

ନୂଆଦିଲ୍ଲୀ: ବ୍ରିଟେନର ରାଜକୁମାରୀ କେଟ ମିଡଲଟନ କ୍ୟାନସରରେ ଆକ୍ରାନ୍ତ। ଏନେଇ ନିଜେ ଏକ ଭିଡିଓ ମେସେଜ ଜରିଆରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି କେଟ ମିଡଲଟନ। ଏବେ ତାଙ୍କର କେମୋଥେରାପି ଚାଲିଛି। ତେବେ ଗତ ବର୍ଷ…

ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ: ଜଣେ ବ୍ୟକ୍ତିଙ୍କ ପେଟ ଭିତରୁ ବାହାରିଲା ୩୦ ସେମି ଲମ୍ବା ବିଶିଷ୍ଟ ଏକ ଜୀବନ୍ତ ଜୀବ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକଙ୍କ ପେଟ ଭିତରେ ବଡ଼ ଆକାରର ଟ୍ୟୁମର ବୃଦ୍ଧି ପାଇଥାଏ । ଏପରି ସ୍ଥିତିରେ ଡାକ୍ତରମାନେ ସର୍ଜରୀ କରି ଉକ୍ତ ଟ୍ୟୁମରୁ ବାହାର କରିଥାନ୍ତି । ତେବେ ପେଟ ଭିତରେ ଏକ ଜୀଅନ୍ତା ଜୀବ ରହିଥିବା…

(video)ମୋଦୀଙ୍କୁ ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ, ସମ୍ମାନ ପ୍ରାପ୍ତ କରିବାରେ ପ୍ରଥମ ବିଦେଶୀ ଶାସନମୁଖ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଛି । ତେବେ ଭୁଟାନରୁ ଏହାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରାପ୍ତ କରିବାରେ ମୋଦୀ ପ୍ରଥମ ବିଦେଶୀ ଶାସନାଧ୍ୟକ୍ଷ…

କୋରାନ ଜଳାଇଥିଲେ ମୁସଲିମ୍ ମହିଳା, ପାକିସ୍ତାନ କୋର୍ଟ ଦେଲେ ଏପରି ସଜା

ଲାହୋର: ପାକିସ୍ତାନର ଜଣେ ମୁସଲିମ୍ ମହିଳା କୋରାନ ଜଳାଇ ପୁରା ଦେଶରେ ନିଆଁ ଲଗାଇ ଦେଇଥିଲେ । ଏହି ମାମଲାରେ ପାକିସ୍ତାନ ଅଦାଲତ ମୁସଲିମ୍ ମହିଳାଙ୍କୁ ଇସଲାମର ପବିତ୍ର ଗ୍ରନ୍ଥ ଜଳାଇବା ମାମଲାରେ ଦୋଷୀ ସାବ୍ୟସ୍ତ କରି…