Browsing Category
ବିଦେଶ
ହସ୍ପିଟାଲରେ ଭର୍ତ୍ତି ହେଲେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ
ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚାନାରୁ ପ୍ରକାଶ ଦାଉଦ୍ ଇବ୍ରାହିମଙ୍କୁ ବିଷ ଦେଇ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ବର୍ତ୍ତମାନ ପାକିସ୍ତାନର କାରାଚି…
ବ୍ରିଟେନରେ ନିଖୋଜ ଭାରତୀୟ ଛାତ୍ର, ବୈଦେଶିକ ମନ୍ତ୍ରୀଙ୍କୁ ସାହାଯ୍ୟ ପାଇଁ ନିବେଦନ
ଅନେକ ଭାରତୀୟ ଛାତ୍ର ବିଦେଶକୁ ପାଠ ପଢ଼ିବା ଓ ଚାକିରି ପାଇଁ ଆସିଥାନ୍ତି । ଅଧିକାଂଶ କ୍ଷେତ୍ରରେ ଭାରତୀୟ ଛାତ୍ରମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥିତିରେ ପୁଣି ଏକ ଭାରତୀୟ ଛାତ୍ର ବିଦେଶରେ ନିଖୋଜ…
କୁଏତର ଶାସକଙ୍କ ଦେହାନ୍ତକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ଭାରତ ସରକାର, ଅର୍ଦ୍ଧ ନମିତ ରହିବ ଜାତୀୟ ପତାକା
ନୂଆଦିଲ୍ଲୀ: କୁଏତର ଶାସକ ଆମୀର ଶେଖ ନୱାଫ ଅଲ ଅହମ୍ମଦ ଅଲ ସବାଙ୍କ ଦେହାନ୍ତଙ୍କକୁ ନେଇ ଏକ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ଭାରତ ସରକାର। ଆସନ୍ତା ରବିବାର (୧୭ ଡିସେମ୍ବର)ତାରିଖ ଦିନରେ ଏହି ଶୋକ ପାଳନ…
ଭୂମଧ୍ୟ ସାଗରରେ ଜାହାଜ ଦୁର୍ଘଟଣା; ମହିଳା ଓ ଶିଶୁଙ୍କ ସମେତ ବୁଡ଼ିଗଲେ ୬୧ ଶରଣାର୍ଥୀ
ଶନିବାର ଲିବ୍ୟା ଉପକୂଳ ଠାରୁ ଦୂର ଭୂମଧ୍ୟସାଗରରେ ଗୋଟିଏ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଜାହାଜରେ ଯାତ୍ରା କରୁଥିବା ମହିଳା ଓ ଶିଶୁଙ୍କ ସମେତ ଅନ୍ୟ ୬୧ ଜଣ ଶରଣାର୍ଥୀ ଓ ରାଜନୈତିକ ଆଶ୍ରୟ ଆଶାୟୀ ବୁଡ଼ି ଯିବା…
ଶୀତ ଦିନରେ ବଢିବ କି କୋଭିଡର ନୂଆ ସବ ଭ୍ୟାରିଆଣ୍ଟ? କେରଳରେ ଜଣେ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ସାରା ବିଶ୍ୱଟେ ଆତଙ୍କ ଖେଳାଉଛି ଚୀନ। କୋଭିଡର ବିଭିନ୍ନ ଭ୍ୟାରିଆଣ୍ଟକୁ ନେଇ ସମସ୍ତେ ବହୁ ଚିନ୍ତିତ ଅଛନ୍ତି । ଏହି ସଂକ୍ରମଣ କମୁଥିବା ଓ ବଢୁଥିବା ବେଳେ ଏବେ ଚୀନରେ କୋଭିଡର ନୂଆ ସବ ଭ୍ୟାରିଆଂଟକୁ ନେଇ…
ଆଜିଠୁ ଆରମ୍ଭ ଭାରତ-ଦକ୍ଷିଣ ଆଫ୍ରିକା ଓ୍ୱାନଡେ ସିରିଜ୍; ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ କେଏଲ ରାହୁଲ
ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଓ୍ୱାନଡେ ସିରିଜ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ କେଏଲ ରାହୁଲ ଟିମ୍ ଇଣ୍ଡିଆର ନେତୃତ୍ୱ ନେବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିବା ଟିମ୍…
ପାକିସ୍ତାନର ଅହମ୍ମଦପୁର ସିଆଲରେ ଥିବା ରାମ-ସୀତା ମନ୍ଦିରକୁ କରିଦେଲେ ଚିକେନ୍ ଦୋକାନ୍, ଦେଖନ୍ତୁ ଭାଇରାଲ Video
ଅହମ୍ମଦପୁର: ପାକିସ୍ତାନର ଅହମ୍ମଦପୁର ସିଆଲରେ ଅବସ୍ଥିତ ରାମ-ସୀତା ମନ୍ଦିରର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ହିନ୍ଦୁ ମନ୍ଦିରକୁ ଚିକେନ୍ ଦୋକାନରେ ପରିଣତ କରାଯାଇଛି । ମନ୍ଦିରର…
୬ ବର୍ଷର ବାଳକ ଶିକ୍ଷକଙ୍କୁ ଚଳାଇଲା ଗୁଳି: ଲାଳନ ପାଳନରେ ଅବହେଳା କାରଣରୁ ମା’ଙ୍କୁ ହେଲା ଜେଲ ଦଣ୍ଡ
ନୂଆଦିଲ୍ଲୀ: ଗୁରୁ-ଶିଷ୍ୟ ମଧ୍ୟରେ ସମ୍ପର୍କ ବେଶ ଭିନ୍ନ ଏବଂ ସ୍ୱତନ୍ତ୍ର । କିନ୍ତୁ ଆମେରିକାର ଭର୍ଗିନିଆରେ ଦେଖିବାକୁ ମିଳିଛି ବିଲକୁଲ ଓଲଟା ଦୃଶ୍ୟ । ଏଠାରେ ଏକ ୬ ବର୍ଷର ବାଳକ ନିଜ ଶିକ୍ଷକଙ୍କୁ ଗୁଳି ଚଳାଇଥିବା…
ଘୂର୍ଣ୍ଣିବଳୟ ପରେ ଗଛରୁ ଜୀବିତ ଉଦ୍ଧାର ହେଲା ୪ ମାସର ଶିଶୁ
କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଇଶ୍ୱରଙ୍କ କୃପା ଦୃଷ୍ଟି ଯାହା ଉପରେ ପଡ଼େ ବଡ଼ ବିପଦ ବି ପାଖ ମାଡ଼ିନଥାଏ । ଏପରି ଏକ ଚମତ୍କାର ଦେଖିବାକୁ ମିଳିଛି ଆମେରିକାରେ । ବବିସି ରିପୋର୍ଟ ଅନୁଯାୟୀ…
ଷ୍ଟେଜ ଉପରେ ଗାଉଥିଲେ ଗୀତ, ହଠାତ ହେଲା ହୃଦଘାତ: ଘଟଣାସ୍ଥଳରେ ଟଳିପଡ଼ିଲେ ଏହି ୩୦ ବର୍ଷୀୟ ଗାୟକ
ବ୍ରାଜିଲ: ଗୀତ ଗାଉଥିବା ସମୟରେ ହଠାତ ହୃଦଘାତ ହେବାରୁ ଜଣେ ପ୍ରସିଦ୍ଧ ଗାୟକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣା ଘଟିଛି ବ୍ରାଜିଲରେ । ଲୋକପ୍ରିୟ ବ୍ରାଜିଲୀୟ ଗସ୍ପେଲ ଗାୟକ ପେଡ୍ରୋ…