
Browsing Category
ବିଦେଶ
ତଲାକ୍ ନଦେଇ ଅନ୍ୟ ଜଣଙ୍କୁ ମ୍ୟାରେଜ୍ କରିହେବ କି? ସାନିଆଙ୍କୁ ତଲାକ୍ ନଦେଇ ଶୋଏବ କିପରି ଅଭିନେତ୍ରୀ ସନାଙ୍କୁ ବାହାହେଲେ, ଖୋଲିଲା ବଡ଼ ରହସ୍ୟ
ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ତୃତୀୟ ବିବାହ କରିଛନ୍ତି । ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ । ଶୋଏବ-ସନାଙ୍କ ବିବାହ ସମୟର ଫଟୋ ଆଜି ସୋସିଆଲ ମିଡ଼ିଆରେ…
ପୁଣି ଭାରତ ଭିତରକୁ ପ୍ରବେଶ କଲେ ମିଆଁମାର ସେନା: କ’ଣ ରହିଛି ଉଦ୍ଦେଶ୍ୟ?
ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ମିଆଁମାରରେ ବର୍ତ୍ତମାନ ତିକ୍ତତା ଲାଗି ରହିଛି । ଏହାର ପ୍ରଭାବ କେବଳ ମିଆଁମାର ଦେଶ ନୁହେଁ, ଭାରତର ସୀମାରେଖାରେ ମଧ୍ୟ ଦେଖିବାକୁ ମିଳିଛି । ନିକଟରେ ମିଆଁମାରର କିଛି ସୈନ୍ୟବାହିନୀ…
ଇସ୍ତଫା ଦେଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ; କହିଲେ କାମ କରିବା ଆଉ ସମ୍ଭବ ନୁହେଁ
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡର ଅନ୍ତରୀଣ ଅଧ୍ୟକ୍ଷ ଜାକା ଅଶରଫ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଲାହୋରରେ ପିସିବି ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ଜାକା ଅଶରଫ୍…
ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ନେଇ କ’ଣ ଲେଖୁଛନ୍ତି ବିଦେଶୀ ଗଣମାଧ୍ୟମ?
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ଶିଳାନ୍ୟାସ ଜାନୁଆରୀ ୨୨ରେ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମ ଉପରେ ସାରା ବିଶ୍ୱର ନଜର ରହିଛି । ଅନେକ…
ଏୟାରଷ୍ଟ୍ରାଇକ ପରେ ଘବରାଇଲା ପାକିସ୍ତାନ: ଇରାନର ବୈଦେଶିକ ମନ୍ତ୍ରୀଙ୍କୁ ଫୋନ୍ କରି କହିଲା ‘ଆମେ ଦୁଇ ଦେଶ ମିଶି ଏକାଠି କାମ କରିବା’
ନୂଆଦିଲ୍ଲୀ: ଇରାନ ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଏୟାରଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ମଧ୍ୟ ଚୁପ୍ ବସିନଥିଲା । ଇରାନର ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀ ସଂଗଠନ ଉପରେ…
BIG BREAKING: ଭାରତ ପରେ ଇତିହାସ ରଚିଲା ଜାପାନ: ବିଶ୍ୱର ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ଲେଖାଇଲା ନାମ
ନୂଆଦିଲ୍ଲୀ: ଭାରତ ପରେ ଇତିହାସ ରଚିଲା ଜାପାନ। ଆଜି ବିଶ୍ୱର ପଞ୍ଚମ ଦେଶ ଭାବେ ଚନ୍ଦ୍ରରେ ନାମ ଲେଖାଇଲା ଜାପାନ। କାରଣ ଜାପାନର ସ୍ଲିମ୍ ମୁନ୍ ମିଶନ୍ ସଫଳତାର ସହିତ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି।…
ଭାରତର ସଫଳତା ପରେ ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଜାପାନର ‘ସ୍ନାଇପର”, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଓଡିଶା ଭାସ୍କର: ଭାରତର ସଫଳ ଚନ୍ଦ୍ରୟାନ-୩ ମିଶନ ପରି ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଜାପାନର ‘ସ୍ନାଇପର’ ମିଶନ ଉପରେ ରହିଛି। କାରଣ ଭାରତର ଐତିହାସିକ ସଫଳତା ପରେ ଏବେ ଇତିହାସ ରଚିବାକୁ ଯାଉଛି ଜାପାନ। ଶୁକ୍ରବାର…
ଇରାନ୍ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ନେଇ ବଢୁଛି ଆଶଙ୍କା, ପାକ୍ ସେନାର ଏୟାରଷ୍ଟ୍ରାଇକ୍ରେ ୪ ଇରାନୀ ଶିଶୁଙ୍କ ସହିତ ୯ ମୃତ
ନୂଆଦିଲ୍ଲୀ: ଗୁରୁବାର ପାକିସ୍ତାନ ଇରାନର ସିସ୍ତାନ-ବେଲୁଚିସ୍ତାନ ପ୍ରାନ୍ତରେ ରହିଥଇବା ଆତଙ୍କବାଦୀ ଆଡଡା ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାପରେ ପାକିସ୍ତାନ ଓ ଇରାନ ମଧ୍ୟରେ…
ଏବେ ଆଉ ପିଇବାକୁ ମିଳିବନି ବିଅର, ସୂଚନା ମିଳିବା ମାତ୍ରେ ଲୋକଙ୍କ ମଧ୍ୟରେ ନିରାଶା
ନୂଆଦିଲ୍ଲୀ: ଆମେରିକାର ଲୋକଙ୍କ ଲାଗି ଏକ ବଡ ଖବର । ଏଠାରେ ଏବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆଉ ବିଅର ମିଳିବ ନାହିଁ । ଏହି ସୂଚନା ମିଳିବା ମାତ୍ରେ ବିଅର ପିଉଥିବା ଲୋକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଏହାଦ୍ୱାରା…
ପାକିସ୍ତାନ ଆକ୍ରମଣରେ ୯ ଜଣ ବିଦେଶୀଙ୍କ ମୃତ୍ୟୁ: ଇରାନ ସରକାର
ନୂଆଦିଲ୍ଲୀ: ଇରାନର ସରକାରୀ ଗଣମାଧ୍ୟମ ଇରନା ଅନୁଯାୟୀ, ପାକିସ୍ତାନର ଆକ୍ରମଣରେ ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଇରାନର ଗୃହ ମନ୍ତ୍ରୀ ଅହମ୍ମଦ ୱାହିଦି କହିଛନ୍ତି ଯେ ଏହି ଆକ୍ରମଣରେ ୩ ଜଣ ମହିଳା, ୪ ଜଣ…