fbpx
BSKY SKY
BSKY SKY
Browsing Category

ବିଦେଶ

୪୪ ବିଲିୟନ୍ ଡଲାରରେ ଟ୍ୱିଟ୍ଟରକୁ କିଣିଲେ ଏଲନ୍ ମସ୍କ: ଭାଇରାଲ ହେଉଛି ୫ ବର୍ଷ ତଳର ଟ୍ୱିଟ୍

ନୂଆଦିଲ୍ଲୀ: ୪୪ ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଟ୍ୱିଟ୍ଟରକୁ କିଣିଛନ୍ତି ଏଲନ୍ ମସ୍କ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲନ୍ ମସ୍କଙ୍କ ଏକ ଟ୍ୱିଟ୍ ବର୍ତ୍ତମାନ…

ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ପ୍ରତିଦିନ ଦେବାକୁ ପଡିବ ୭ ଲକ୍ଷ ଟଙ୍କା ଜରିମାନା

ୱାଂଶିଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ହରାଇବା ପରେ ଲଗାତାର ଭାବେ ଖବରରେ ରହିଆସୁଛନ୍ତି । ଏବେ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ସହ ଏକ ଆଇନଗତ ଯୁଦ୍ଧରେ ସୋମବାର ଦିନ ଟ୍ରମ୍ପଙ୍କୁ…

ଆମେରିକା, ଚୀନ୍‌ ପରେ ପ୍ରତିରକ୍ଷା ବ୍ୟୟ କ୍ଷେତ୍ରରେ ବିଶ୍ୱର ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ୨୦୨୧ରେ ଆମେରିକା, ଚୀନ୍‌ ଓ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ପରିମାଣର ଅର୍ଥ ବ୍ୟୟ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ କରୁଥିବା ଦେଶଙ୍କ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି ।…

ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତିଙ୍କ ପରଲୋକ, ଦୁଇଟି ବିଶ୍ୱଯୁଦ୍ଧ ସମେତ ଦେଖିଛନ୍ତି ଦୁନିଆରେ ଅନେକ ପରିବର୍ତ୍ତନ

ଜାପାନ: ଦୁନିଆର ସବୁଠାରୁ ବୟସ୍କ ବ୍ୟକ୍ତି କେନ ଟାନାକାଙ୍କର ଜାପାନରେ ୧୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଦି ଜାପାନ ଟାଇମ୍ସ ଅନୁଯାୟୀ, ସେ ଏପ୍ରିଲ ୧୯ ରେ ମୃତ୍ୟୁବରଣ କରିଥିଲେ । ଟାନାକା ଜାନୁୟାରୀ ୨, ୧୯୦୩ ରେ…

ଚୀନ ପାଇଁ ଚିନ୍ତା କରୋନା: ଖାଦ୍ୟ, ଔଷଧ ପାଇଁ ଚିତ୍କାର କରୁଛନ୍ତି ଦେଶବାସୀ, ସ୍ଥିତି ସଙ୍ଗୀନ

ନୂଆଦିଲ୍ଲୀ: ଅର୍ଥନୀତିରେ ସୁଦୃଢ ଏହି ଦେଶ, କିନ୍ତୁ କରୋନାର କଳା ବାଦଲରେ ଢାଙ୍କି ହୋଇଯାଇଛି ଚୀନ । ମହାମାରୀର ଭୟଙ୍କର ପରିସ୍ଥିତିରେ ଏପ୍ରିଲ ପ୍ରଥମ ସପ୍ତାହରୁ ଦେଶରେ ଲକଡାଉନ ଜାରି ହୋଇଛି । ବାହାରକୁ ବାହାରିବା…

ଫେଲ୍ ମାରିଲା ବୁଷ୍ଟର ଡୋଜ୍! ୨୦ ଦିନ ଭିତରେ ଦୁଇଥର କରୋନାରେ ସଂକ୍ରମିତ ହେଲେ ମହିଳା, ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଗତ ୨ ବର୍ଷ ହେବ କରୋନା ସହ ଲଢ଼େଇ କରୁଛି । ଗତ ୨ ବର୍ଷରେ କରୋନାର ଅନେକ ଭାରିଆଣ୍ଟ ଦେଖିବାକୁ ମିଳିଛି । ଭାରତ ସମେତ ଅନେକ ଦେଶରେ କରୋନା ସଂକ୍ରମଣ ପୁଣି ତୀବ୍ର ହେବାରେ ଲାଗିଛି । କିନ୍ତୁ…

ବିନା ଚେହେରାରେ ଜନ୍ମ ହୋଇଥିଲା ଶିଶୁ: ଡାକ୍ତର କରିଥିଲେ ମୃତ୍ୟୁର ‘ଭବିଷ୍ୟବାଣୀ’, ପରେ ହେଲା ଚମତ୍କାର

କୁହାଯାଏ କି ଜୀବନ ଓ ମୃତ୍ୟୁ ଠାକୁରଙ୍କ ହାତରେ ଥାଏ । ଏହି କଥା ବିନା ଚେହେରାରେ ଜନ୍ମ ହୋଇଥିବା ଶିଶୁ ଭିଟୋରିଆ ମାର୍ଚିଓଲିଙ୍କ କେସରେ ପ୍ରମାଣିତ ହୋଇଛି । ଏହି ଶିଶୁ ଜନ୍ମ ହେବା ମାତ୍ରେ ମୃତ୍ୟୁର ‘ଭବିଷ୍ୟବାଣୀ’…

ଫୋବର୍ସ ଟପ୍-୧୦ ଧନୀ ତାଲିକାରେ ଦୁଇ ଭାରତୀୟ: ବଫେଟଙ୍କୁ ପଛରେ ପକାଇ ନମ୍ବର-୫ରେ ପହଞ୍ଚିଲେ ଅଦାନୀ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ ଭାଗ୍ୟ ଦିନକୁ ଦିନ ଖାଲି ଚମକିବାରେ ଲାଗିଛି । ସତେ ଯେମିତି ସ୍ୱୟଂ ମାଆ ଲକ୍ଷ୍ମୀ ଅଦାନୀଙ୍କ ଉପରକୁ ପୁଷ୍ପ ବୃଷ୍ଟି କରୁଛନ୍ତି । ଭାରତର ଅଦାନୀ ବର୍ତ୍ତମାନ…

ଗରମରେ କଲବଲ ହେଉଛନ୍ତି ପାକିସ୍ତାନ ବାସୀ, ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ ହେଉଛି ବିଦ୍ୟୁତ୍‌କାଟ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥ ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଆର୍ଥିକ ଅବସ୍ଥା ଦୁର୍ବଳ ରହିଥିବାରୁ ଦରଦାମରେ ସାଂଘାତିକ ବୃଦ୍ଧି ଘଟିଛି । ଦରଦାମ ବୃଦ୍ଧିକୁ ନେଇ ପାକିସ୍ତାନବାସୀ ଘୋର ଦୁର୍ଦ୍ଦିନ…

ଲଗାତର ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଇମାନୁଏଲ ମାକ୍ରନ୍

ନୂଆଦିଲ୍ଲୀ: ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିଯାଇଛି । ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ଇମ୍ରାନୁଏଲ ମାକ୍ରନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।…