Browsing Category
ବିଦେଶ
ଆମେରିକାର ଏହି ବ୍ୟକ୍ତି କଲେ ଅଜବ ଦାବୀ, କେବଳ ତାଙ୍କ ସହିତ ନୁହେଁ ବହୁ ପୁରୁଷଙ୍କ ସହ ଥିଲା ଓବାମାଙ୍କର ଯୌନ ସମ୍ବନ୍ଧ
ୱାଶିଂଟନ:ଫକ୍ସ ନ୍ୟୁଜର ପୂର୍ବତନ ଆଙ୍କର ଟକର କାର୍ଲସନଙ୍କ ସହ ସାକ୍ଷାତକାର ସମୟରେ ଜଣେ ବ୍ୟକ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକା ଓବାମାଙ୍କୁ ନେଇ ଏବ ବଡ ଦାବୀ କରିଛନ୍ତି । ଲାରୀ ସିନକ୍ଲେୟାର ନାମକ ଏହି…
NASA ଶେୟାର କଲା ISROର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସାଇଟର ନୂଆ ଫଟୋ
ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖରେ ଭାରତର ଚନ୍ଦ୍ରଯାନ-୩ ଇତିହାସ ରଚିଥିଲା । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିଥିଲା । ଭାରତର ତା’ର…
World of Statistics ରିପୋର୍ଟ: ପାକିସ୍ତାନ ଠାରୁ ଭାରତରେ ଅଧିକ ବେକାରୀ, ବିଶ୍ୱରେ କାହିଁକି ଦେଖାଗଲା ମାନ୍ଦାବସ୍ଥା
ନୂଆଦିଲ୍ଲୀ: କୋଭିଡ ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ସାରା ବିଶ୍ୱ ଏବେ ସଙ୍କଟଜନକ ପରିସ୍ଥିତି ଦେଇ ଗତିକରୁଛି । ବିଶ୍ୱର ଅନେକ ରାଷ୍ଟ୍ରର ଆର୍ଥିକ ଅବସ୍ଥା ଏବେ ନିମ୍ନମୁଖୀ ହେବାରେ ଲାଗିଛି । ତେଣୁ ଏପରି ଆର୍ଥିକ…
ଭାରତ ଛାଡ଼ିଲେ ‘ଇଣ୍ଡିିଆ’ ନାଁ, ଝାମ୍ପିନେବ ପାକିସ୍ତାନ ! UNରେ ଅଫିସିଆଲ ଭାବେ ମୋଦୀ ମାନ୍ୟତା ରଦ୍ଦ କଲେ ଏହି ଦେଶ କରିପାରେ ଦାବି
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଓ ୧୦ ସେପ୍ଟେମ୍ବରରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଦେଶୀ ଅତିଥିଙ୍କ ନିକଟକୁ ପଠାଯାଇଥିବା ରାତ୍ରୀ ଭୋଜନ କାର୍ଡକୁ ନେଇ…
G-20 Summit: ଦେଶ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ, ଭାରତକୁ କ’ଣ ସବୁ ଫାଇଦା ମିଳିବ?
ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ଗ୍ରୁପ ଜି-୨୦ ସମ୍ମିଳନୀ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ହେଉଛି । ଏହି ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ପାଇଁ ଭାରତ ସମସ୍ତ ପ୍ରସ୍ତୁତି…
G-20 ସମ୍ମିଳନୀରୁ କାହିଁକି ଦୂରେଇ ରହିଲେ ଚୀନ୍ ରାଷ୍ଟ୍ରପତି: ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରୁ ଜିନପିଙ୍ଗ ବାରମ୍ବାର ଗାଏବ୍ ହେବା ପଛର ରହସ୍ୟ…
ନୂଆଦିଲ୍ଲୀ: ସେପ୍ଟେମ୍ବର ୯-୧୦ରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ଶି’ ଜିନପିଙ୍ଗ ଯୋଗଦେବେ ନାହିଁ । ଜିନପିଙ୍ଗଙ୍କ ବଦଳରେ ଚୀନ ପ୍ରଧାନମନ୍ତ୍ରୀ ଲି’ କିୟାଙ୍ଗ ଭାରତ ଆସିବା ନେଇ ଚୀନ…
ଭାରତ ଆସିବା ପୂର୍ବରୁ ଆମେରିକାର ପ୍ରଥମ ଲେଡିଙ୍କୁ ହେଲା କରୋନା: ବାଇଡେନଙ୍କର ମଧ୍ୟ ହେଲା ଟେଷ୍ଟ
ନୂଆଦିଲ୍ଲୀ: ଜି -୨୦ ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ । କିନ୍ତୁ ତାଙ୍କ ଗସ୍ତ ପୂର୍ବରୁ ତାଙ୍କ ପତ୍ନୀ ଏବଂ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନ କରୋନା ପଜିଟିଭ୍ ହୋଇଥିବା…
ଭଗବାନ ତିଆରି କରିବା ବେଳେ କରିଦେଲେ ଏକ ବଡ ଭୁଲ୍, ବ୍ୟକ୍ତିଙ୍କ ଛାତିରେ ହିଁ ଖଞ୍ଜିଦେଇଛନ୍ତି ତାଙ୍କ ପେଟ
ନୂଆଦିଲ୍ଲୀ:ଦୁନିଆରେ ସମସ୍ତ ଜିନିଷର ସୃଷ୍ଟି ଭଗବାନ ବେଶ୍ ଭଲ ଭାବେ ଭାବି ଚିନ୍ତି କରିଛନ୍ତି । ଗୋଟିଏ ଗୋଟିଏ ଜିନିଷକୁ ଏପରି ତିଆରି କରିଛନ୍ତି ଯେପରି ତାହା ଏହି ଦୁନିଆରେ ଠିକ୍ ଭାବରେ ତିଷ୍ଠି ରହିପାରିଛି । କିନ୍ତୁ…
ସକାଳୁ ସକାଳୁ ଅଫଗାନିସ୍ତାନରେ ଭୂକମ୍ପ ଝଟକା, ଜାଣିନିଅନ୍ତୁ କେତେ ଥିଲା ଏହାର ତୀବ୍ରତା
ଆଫଗାନିସ୍ତାନ : ବିଗତ କିଛି ଦିନରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଘଟଣା ସାମ୍ନାକୁ ଆସୁଛି । ତୁର୍କୀ, ଇଣ୍ଡୋନେସିଆରେ ଏହି ଭୂକମ୍ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ଆଜି ପୁଣି ସକାଳୁ ଆଫଗାନିସ୍ତାନରେ…
ପାକିସ୍ତାନୀ ପ୍ରଶଂସକ ବାଲିରେ ଆଙ୍କିଲେ ବିରାଟ କୋହଲୀଙ୍କ ଫଟୋଚିତ୍ର, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ
ବାଲୁଚିସ୍ତାନ: ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ବିରାଟ କୋହଲିଙ୍କ ଛବି ବାଲିରେ ତିଆରି ଏକ ସୁନ୍ଦର…