Browsing Category

ବିଦେଶ

ବାଜି ମାରିନେଲା ପର୍ଣ୍ଣହବ୍; ଫେସବୁକ୍ ହ୍ୱାଟସଆପ୍ ଡାଉନ୍ ଥିବା ସମୟରେ ଏହି ଅଶ୍ଲୀଳ ସିନେମା ସାଇଟରେ ଲୋକ କଲେ ଟାଇମପାସ୍

ନୂଆଦିଲ୍ଲୀ: ସୋମବାର ଦିନ ଅର୍ଥାତ୍ ଅକ୍ଟୋବର ୪ ତାରିଖ ଦିନ ୬ ଘଣ୍ଟା ଧରି ଫେସବୁକ୍, ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ; ଏହି ତିନିଟି ଆପ୍ ଡାଉନ୍ ଥିଲା । ତେବେ ଏହି ସମୟରେ ଏହି ତିନିଟି ଆପ୍ ର ସର୍ଭର୍ ଡାଉନ୍ ଥିବାରୁ…

କଶ୍ମୀର ବିରୋଧରେ ବିଷ ଓଗାଳୁଥିବା ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ଉପରେ ଛାଇଲା ସଙ୍କଟ, କ୍ଷମତାରୁ ହେବେ ବେଦଖଲ !

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧୀ ବୟାନ ଦେଉଥିବା ତୁର୍କୀର ରାଷ୍ଟ୍ରପତି ରଜବ ତଇପ ଏର୍ଦୋଗାନ ଏବେ ସଙ୍କଟରେ । ତାଙ୍କ ହାତରୁ ଯାଇପାରେ ରାଷ୍ଟ୍ରପତି ପଦ । ତାଙ୍କୁ ଏବଂ ତାଙ୍କ ପାର୍ଟିକୁ କ୍ଷମତାରୁ…

ସମଗ୍ର ବିଶ୍ୱ ହେବ ମ୍ୟାଲେରିଆମୁକ୍ତ: ୩୦ ବର୍ଷର ଗବେଷଣା ଓ ପରୀକ୍ଷଣ ପରେ ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନକୁ ସ୍ୱୀକୃତି ଦେଲା WHO

ନୂଆଦିଲ୍ଲୀ: ଆଧୁନିକ ଯୁଗର ଚିକିତ୍ସା କ୍ଷେତ୍ରରେ ବିଜ୍ଞାନର ଭୂମିକା ଅତୁଳନୀୟ । ତେବେ ଏବେ ବିଜ୍ଞାନ ମାନବ ସଭ୍ୟତା ପାଇଁ ଏକ ଆଶାର ଆଲୋକ ଦେଖାଇଛି । ୩୦ ବର୍ଷର ଗବେଷଣା ଓ ପରୀକ୍ଷା ପରେ ବିଶ୍ୱର ପ୍ରଥମ ମ୍ୟାଲେରିଆ…

ଆଫଗାନିସ୍ତାନରେ ମସଜିଦରେ ବିସ୍ଫୋରଣ; ୧୦୦ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ । କୁନ୍ଦୁଜର ଏକ ମସଜିଦରେ ଶିୟା ସବୁଦାୟର ଲୋକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ସୂଚନା । ଶୁକ୍ରବାର ସମୁଦାୟ ସହ ଜଡ଼ିତ ଏକ ମସଜିଦରେ ଦ୍ୱିପ୍ରହରରେ…

୨ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ନୋବେଲ କମିଟି ପକ୍ଷରୁ ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି । ଶାନ୍ତି ପାଇଁ ୨ ସାମ୍ବାଦିକଙ୍କୁ ଦିଆଯିବ ନୋବେଲ ପୁରସ୍କାର । ୨ ସାମ୍ବାଦିକଙ୍କୁ ମିଳିତ ଭାବେ ମିଳିବ ନୋବେଲ ଶାନ୍ତି…

ଡେଣ୍ଟିଷ୍ଟଙ୍କ ଫି’ ଥିଲା ଅଧିକ, ମହିଳା ନିଜେ ହିଁ ଉପାଡିଲେ ୧୧ଟି ଦାନ୍ତ; ଅବସ୍ଥା ହେଲା ଏପରି

ନୂଆଦିଲ୍ଲୀ: ଦାନ୍ତରେ କୌଣସି ପ୍ରକାର ସମସ୍ୟା ଦେଖାଦେଲେ ସାଧାରଣତଃ ଲୋକମାନେ ଦନ୍ତ ଚିକିତ୍ସକ ବା ଡେନଟିଷ୍ଟଙ୍କ ପାଖକୁ ଯାଇଥାନ୍ତି । ହେଲେ ଜଣେ ୪୨ ବର୍ଷୀୟା ମହିଳାଙ୍କର ଯେତେବେଳେ ଦାନ୍ତରେ ସମସ୍ୟା ଦେଖାଦେଲା, ସେ…

ବାଟକୁ ଆସିଲା ବ୍ରିଟେନ୍, ଭାରତର କଡ଼ା ଜବାବ ପରେ କ୍ୱାରେଣ୍ଟାଇନ୍ ସର୍ତ୍ତରୁ ଓହରିଲା; ଘୋଷଣା କଲା ଏପରି

ନୂଆଦିଲ୍ଲୀ: ଭାରତ ପକ୍ଷରୁ କଡ଼ା ଜବାବ ମିଳିବା ପରେ ବ୍ରିଟେନ ଏବେ ଭାରତୀୟ ଯାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ୍ ସର୍ତ୍ତକୁ ବନ୍ଦ କରିବା ନେଇ ଘୋଷଣା କରିଛନ୍ତି । ବ୍ରିଟେନ ଗୁରୁବାର ଦିନ କହିଛି ଯେ, ୟୁକେ ଯାତ୍ରା…

ଭାରତ ବିରୋଧରେ ‘ଏକ ଲକ୍ଷ ଡଲାରର’ ଷଡଯନ୍ତ୍ର ରଚୁଛି ପାକିସ୍ତାନ, ଏମିତି ରହିଛି ପଡୋଶୀ ଆତଙ୍କୀ ଦେଶର ଯୋଜନା

ନୂଆଦିଲ୍ଲୀ : ପାକିସ୍ତାନ ସେଣ୍ଟ୍ରାଲ ଏସିଆରେ ନିଜକୁ ଇସଲାମିକ ଦେଶର ନେତା ଭାବେ ଉପସ୍ଥାପିତ କରିବାକୁ ସ୍ୱପ୍ନ ଦେଖୁଛି । ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାରେ ବସାଇ ପାକିସ୍ତାନ ସେହି ଦେଶଗୁଡିକୁ ସନ୍ଦେଶ ଦେବାକୁ…

ସାହିତ୍ୟରେ ଅବଦୁଲରଜାକ ଗୁରନାହଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଳୀ: ନୋବେଲ କମିଟି ପକ୍ଷରୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଗୁରୁବାର ଔପନ୍ୟାସିକ ଅବଦୁଲରଜାକ ଗୁରନାହଙ୍କ ନାମ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି । ତାଞ୍ଜାନିଆର ଏକ ଛୋଟିଆ ଦ୍ୱୀପ…

ପାକିସ୍ତାନରେ ଭୂକମ୍ପ; ୨୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଯାହାଫଳରେ ୨୦ରୁ ଅଧିକ ଜଣଙ୍କର ମୃତ୍ୟୁ ଏଥିରେ ଘଟିଥିବା ଜଣାପଡ଼ିଛି । ତେବେ ଖାଲି ସେତିକି ନୁହେଁ ଏହି ଭୟଙ୍କର ଭୂକମ୍ପରେ ୨୦୦ରୁ ଅଧକ ଆହତ ହୋଇଥିବା…