Browsing Category
ବିଦେଶ
ଏହି ଗାଁରେ ମାତ୍ର ୮୭ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ କିପରି କିଣିବେ
ରୋମ୍: ଦୁନିଆର କୋଣ ଅନୁକୋଣରେ ଜନସଂଖ୍ୟା ବୃଦ୍ଧି କାରଣରୁ ଲୋକମାନଙ୍କ ଜୀବନଯାପନ ଶୈଳୀ ଖୁବ୍ ମହଙ୍ଗ ହୋଇଗଲାଣି । ଘରଟିଏ କିଣିବା ଲୋକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଏହା ମଧ୍ୟରେ ଇଟାଲୀରେ ଏକ…
ମୋଦୀ-ପୁଟିନ୍ ଆଲୋଚନା; ୪୫ ମିନିଟ୍ ଯାଏଁ ଚାଲିଥିଲା ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା
ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁହିଁଙ୍କ କଥାବାର୍ତ୍ତା ୪୫ ମିନିଟ୍ ପର୍ଯ୍ୟନ୍ତ ଜାରି…
କାବୁଲରେ ୟୁକ୍ରେନ୍ ପ୍ଲେନ୍ ହେଲା ହାଇଜାକ୍, ୟୁକ୍ରେନୀ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ଦେଶରୁ ବାହାର କରିବା ପାଇଁ ଆସିଥିଲା ବିମାନ
କାବୁଲ: ଆଫଗାନିସ୍ତାନରେ ଏବେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଇତି ମଧ୍ୟରେ କାବୁଲରେ ଏକ ୟୁକ୍ରେନ ବିମାନକୁ ଅଜଣା ଲୋକ ହାଇଜାକ୍ କରିଛନ୍ତି। ଏହି ବିମାନ ୟୁକ୍ରେନୀ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ…
ଅଫଗାନ୍ ସଙ୍କଟ କାରଣରୁ ପୁଣିଥରେ ଦୁନିଆସାରା ବ୍ୟାପିପାରେ ପୋଲିଓ, ଭାରତ ଉପରେ ବି ରହିଛି ବିପଦ
ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବାରେ ଗୋଟେପଟେ ଏହି ମହାମାରୀ ବ୍ୟାପିବାର ଆଶଙ୍କା ଆହୁରି ବଢ଼ିଯାଇଛି । ଅନ୍ୟପଟେ ପୋଲିଓ ଭାଇରସ୍ ବି ବ୍ୟାପିବାର ଆଶଙ୍କା ବୃଦ୍ଧି ପାଇଛି…
ମହିଳା ୟୁଟ୍ୟୁବରଙ୍କ ସହ ଅସଦାଚରଣ ମାମଲାରେ ଏଯାବତ୍ ଗିରଫ ହେଲେଣି ୧୨୬
ନୂଆଦିଲ୍ଲୀ: ପାକିସ୍ତାନରେ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ମୀନାର୍-ଏ-ପାକିସ୍ତାନରେ ଜଣେ ଯୁବତୀଙ୍କ ସହିତ କିଛି ଦୁର୍ବୁତ୍ତ ଦୁଷ୍କର୍ମ କରିଥିଲେ । ଏହି ମାମଲାରେ ଏଯାବତ୍ ୧୨୬ ଜଣ ଗିରଫ ହେଲେଣି । ତେବେ ଏହି ଘଟଣା…
ନେଲ୍ ପଲିସ୍ ଲଗାଇଲେ ମହିଳାଙ୍କ ଆଙ୍ଗୁଠି କାଟିବ ତାଲିବାନ୍, ଜିନ୍ସ ପିନ୍ଧିଲେ…
କାବୁଲ: ଆଫଗାନିସ୍ତାନରୁ ପ୍ରତିଦିନ ତାଲିବାନର ଅତ୍ୟାଚାର ଖବର ସାମ୍ନାକୁ ଆସୁଛି । ନିଜକୁ ‘ପରିବର୍ତ୍ତନ’ କହୁଥିବା ତାଲିବାନ୍ ପୁରୁଣା ମାନସିକତାରେ ପୀଡିତ ଥିବା ବେଳେ ସେମାନେ ଆଫଗାନ ଲୋକଙ୍କୁ ହଇରାଣ କରୁଛନ୍ତି ।…
ଟୋକିଓ ପାରାଅଲିମ୍ପିକ୍ସ ଉଦ୍ଘାଟନୀରେ ସ୍ଥାନ ପାଇବ ଆଫଗାନିସ୍ତାନ ଜାତୀୟ ପତାକା
ଟୋକିଓ: ତାଲିବାନ ଆତଙ୍କବାଦୀ ବଳପୂର୍ବକ ଆଫଗାନିସ୍ତାନ ଶାସନ କ୍ଷମତା ଅକ୍ତିଆର କରି ନେବା ପରେ ଦେଶରେ ଅପ୍ରୀତିକର ପରିସ୍ଥିତି ଜାରି ରହିଛି । ମୁଖ୍ୟତଃ କାବୁଲ ବିମାନ ବନ୍ଦରରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି…
ଆଫଗାନିସ୍ତାନ ସଙ୍କଟ: ୨୬ରେ ସବର୍ଦଳୀୟ ବେଠୖକ ଡାକିଲେ ମୋଦି
ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୬ ଅଗଷ୍ଟ ସକାଳେ…
ତାଲିବାନିଙ୍କ କବଜା ପରେ ଭାରତ-ଆଫଗାନିସ୍ତାନର ବ୍ୟାପାର ବୁଡ଼ିଲା; ଏହିସବୁ ଜିନିଷର ହୋଇପାରେ ଅଭାବ, ଜାଣନ୍ତୁ କଣ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନି ମାନେ କବଜା କରି ବସିଛନ୍ତି । ସେଠାକାର ପରିସ୍ଥିତି ଖୁବ୍ ଖରାପ ରହିଛି । ଏହାପରେ ଅନେକ ଦେଶ ଆଫଗାନିସ୍ତାନ ସହିତ ସମ୍ପର୍କ ତୁଟାଇ ଦେଇଛନ୍ତି । ତେବେ ଆଫଗାନିସ୍ତାନ ହେଉଛି…
ଆମେରିକାରେ ଟେନେସୀରେ ବନ୍ୟା ପରିସ୍ଥିତି: ୨୨ରୁ ଅଧିକ ମୃତ, ୫୦ ଜଣଙ୍କର ମିଳୁନି ଖୋଜଖବର
ୱାଶିଂଟନ୍: ଆମେରିକାର ଟେନେସୀରେ ବନ୍ୟା କାରଣରୁ ୨୦ ଜଣଙ୍କ ଠାରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୫୦ ଜଣଙ୍କର କୌଣସି ଖୋଜଖବର ମିଳିନାହିଁ । ସ୍ଥାନୀୟ ମିଡିଆ ରିପୋର୍ଟରେ ଏନେଇ ସୂଚନା ପ୍ରକାଶ ପାଇଛି । ତେବେ…