fbpx
Browsing Category

ବିଦେଶ

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୫୮ ହଜାର ପାର

ନୂଆଦିଲ୍ଲୀ, ୧୪ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୧୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୪୪ ହଜାର ପାର

ନୂଆଦିଲ୍ଲୀ, ୧୩ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୪୪ ହଜାର ୭୪୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ସାତବର୍ଷ ବୟସରେ ଚନ୍ଦ୍ରରେ ନାଁ

ଆପଣ ଚନ୍ଦ୍ରରେ ଜାଗା କିଣିବା କଥା ଆଗରୁ ନିଶ୍ଚୟ ଶୁଣିଥିବେ । ତେବେ ବ୍ରିଟେନ ଜଣେ ମାତ୍ର ସାତବର୍ଷର ଝିଅ ନିଜ ସନ୍ତକ ରଖିବାକୁ ଯାଉଛନ୍ତି । ତାଙ୍କର ନାମ ହେଉଛି ଏଲିଜାବେଥ୍ ନର୍ମାନ ସେ ବ୍ରିଟେନର ଲିସେଷ୍ଟର ବାସିନ୍ଦା…

ଆମେରିକାରେ କରୋନାର ଚିତ୍ର: ଟ୍ରକରେ ପଡ଼ି ରହିଛି ୭୫୦ ମୃତଦେହ

ନ୍ୟୁୟର୍କ, ୧୨ା୫: ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଓ ଧନୀରାଷ୍ଟ୍ର ଆମେରିକା ଗତବର୍ଷ କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା । ସେଠାରେ ଏତେମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା…

ପଦାରେ ପଡ଼ିଲା ଗେଟ୍ସ ଗୁମର: ଉଲଗ୍ନ ନୃତ୍ୟାଙ୍ଗନାଙ୍କୁ ଘରକୁ ଆଣୁଥିଲେ ବିଲ୍

ନ୍ୟୁୟର୍କ, ୧୨ା୫: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ଛାଡ଼ପତ୍ର ପ୍ରସଙ୍ଗରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି । ଦୀର୍ଘ ୨୭ ବର୍ଷ ପରେ…

ଇସ୍ରାଏଲ-ହାମାସ୍ ମଧ୍ୟରେ ବଢ଼ୁଛି ହିଂସା: ଆକ୍ରମଣରେ ୪୦ ଜଣଙ୍କ ମୃତ୍ୟୁ

ଗାଜା, ୧୨ା୫: ଇସ୍ରାଏଲ ଓ ହାମାସ ମଧ୍ୟରେ ଉତ୍ତେଜନା ରାତାରାତି ବଢ଼ିବାରେ ଲାଗିଛି । ଫଳରେ ଭୟଙ୍କର ଆକ୍ରମଣ ଦ୍ୱାରା ଗାଜାରେ ୩୫ ଜଣ ଓ ଇସ୍ରାଏଲରେ ୫ ଜଣ ମୃତ୍ୟୁବରଣ କରିଛନ୍ତି । ୨୦୧୪ ମସିହା ପରଠାରୁ ଗାଜାରେ ଏହା…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩.୩୦ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୧୨ା୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୩୦ ହଜାର ୩୬୦ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…

କରୋନା ମୁକାବିଲା କରିବା କ୍ଷେତ୍ରରେ ହୁ ଆରମ୍ଭ କଲା ‘ଟୁଗେଦର ଫର ଇଣ୍ଡିଆ’ ଅଭିଯାନ

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର) : ବିଶ୍ୱର ଜନବହୁଳ ରାଷ୍ଟ୍ରଗୁଡିକରେ ଭାରତର ଅନ୍ୟତମ ହୋଇଥିବା ବେଳେ ଏଠାରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଦିନକୁ ଦିନ ସଂକ୍ରମଣ ମାମଲା ନିୟନ୍ତ୍ରଣ ବାହାରକୁ…

କରୋନା ସହାୟତା ରାଶିରେ ଫରାରୀ, ବେନ୍ଟଲୀ କିଣିଲେ ବ୍ୟବସାୟୀ!

ନୂଆ ଦିଲ୍ଲୀ, ୧୧/୦୫: କରୋନା ମହାମାରୀ ସମୟରେ ହୋଇଥିବା କ୍ଷତି ପାଇଁ ମିଳିଥିବା ସହାୟତା ରାଶିରେ ଦାମୀ କାର କିଣିଛନ୍ତି ଜଣେ ୩୮ ବର୍ଷୀୟ ଯୁବକ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଆମେରିକାର…