Browsing Category
ବିଦେଶ
ଏଣିକି ଟିକା ନେବାକୁ କେହି ହେବେନି କୁନ୍ଥକୁନ୍ଥ! ଆମେରିକା ରାଷ୍ଟ୍ରପତିଙ୍କ ଅଭିନବ ଘୋଷଣା… ଜାଣନ୍ତୁ କଣ କହିଲେ ଜୋ ବାଇଡେନ
ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି । ଏବେବି ପ୍ରତିଦିନ ହଜାର ହଜାର ଲୋକ ଲୋକ ପ୍ରାଣ ହରାଉଛନ୍ତି । ଲକ୍ଷ ଲକ୍ଷ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶ…
ପ୍ରାକୃତିକ ସୂର୍ଯ୍ୟକୁ ବି ମାତ୍ ଦେଲା ଚାଇନାର କୃତ୍ରିମ ସୂର୍ଯ୍ୟ, ୧୦୦ ସେକେଣ୍ଡରେ ଦେଉଛି ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରା
ନୂଆଦିଲ୍ଲୀ: ଚାଇନାର କୃତ୍ରିମ ସୂର୍ଯ୍ୟ ଏବେ ରେକର୍ଡ ସୃଷ୍ଟି କରିଛି । ଏହି କୃତ୍ରିମ ସୂର୍ଯ୍ୟ ଏବେ ଅସଲି ସୂର୍ଯ୍ୟକୁ ବି ମାତ୍ ଦେଇ ୧୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାଇଛି । ଏହା ଏକଦମ୍ ଅସଲି ସୂର୍ଯ୍ୟ ପରି ଆଲୋକ ଦେବା…
ଘଟିବ ନେତନ୍ୟାହୁ ଯୁଗର ଅବସାନ, କ୍ଷମତାର ନିକଟତର ନେଫଟାଲି ବେନେଟ୍, ବଢିବ ମୁସଲିମ୍ ଦେଶର ମୁସ୍କିଲ
ନୂଆଦିଲ୍ଲୀ : ପାଲେଷ୍ଟାଇନ ସହ ସଂଘର୍ଷ ଥମିବାର କେଇ ଦିନ ନଯାଉଣୁ ଇସ୍ରାଏଲରେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ଧରି ଜାରି ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି ।…
ଆଜି ହେଉଛି ବିଶ୍ୱ ବାଇସାଇକେଲ ଦିବସ; ସର୍ବୋତ୍ତମ ପରିବହନର ମାଧ୍ୟମ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ପରିବହନ ବ୍ୟବସ୍ଥାରେ ଅନେକ ଆଧୁନିକତା ଆସିଯାଇଛି । ସମୟର ପରିବର୍ତ୍ତନ ସହିତ ଲୋକମାନେ ଖାପ ଖୁଆଇ ଅନେକ ପ୍ରକାରର ନୁତନ ଗାଡିମଟର ତଥା ମେସିନ୍ ଚାଳିତ ଯାନବାହାନର ବ୍ୟବହାର…
ପଳାତକ ଚୋକସିଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ଦେଶ ଛାଡି ପଳାଇଥିବା ମେହୁଲ ଚୋକସିଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଚୋକସିଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଡୋମନିକାର ମାଜିଷ୍ଟ୍ରେଟ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୦୫ ଲକ୍ଷ ପାର
ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୫ ହଜାର ୯୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୪ ଲକ୍ଷ ୪…
ୟୁଏଇରେ ଟି-୨୦ ବିଶ୍ୱକପ୍ କରିବାକୁ ଆଇସିସିର ଇଛା, ସବୁ ଦିଗ ଉପରେ ଚାଲିଛି ବିଚାର ବିମର୍ଷ
ଲଣ୍ଡନ (ଓଡ଼ିଶା ଭାସ୍କର) : ଭାରତରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରି ଥିବାରୁ ଶୀଘ୍ର ଏହା ସମ୍ପୂର୍ଣ୍ଣ ହଟିବା ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ଅନୁମାନ ।
ତେଣୁ ଗତ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ଆଓସି…
ଟି- ୨୦ ବିଶ୍ୱକପ୍ ଆୟୋଜନ: ବିସିସିଆଇକୁ ସମୟ ଦେଲା ଆଇସିସି, ଭେନ୍ୟୁ ଚୟନକୁ ନେଇ ଯୋଜନା ପ୍ରସ୍ତୁତି ଚାଲିଛି…
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର) : ଚଳିତ ବର୍ଷ ଭାରତ ଟି- ୨୦ ବିଶ୍ୱକପ୍ ଆୟୋଜନ କରିବାକୁ ଥିବା ବେଳେ କରୋନା ପରିସ୍ଥିତି ନେଇ ସମସ୍ୟାରେ ପଡିଛି । କାରଣ କରୋନା ପ୍ରଭାବ ଜାରି ରହିଥିବା ବେଳେ ଭାରତରେ ଏହି ବିଶ୍ୱକପ ଆୟୋଜନ…
ପାକିସ୍ତାନ ଲଞ୍ଚ କଲା ନିଜର କରୋନା ଟିକା ‘PakVac’, କିନ୍ତୁ ଲୁଚାଇଲା ଏହି ତଥ୍ୟ
ଇସଲାମବାଦ: ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ କରୋନା ଟିକା ଲଗାଯାଉଛି । ଏହାରି ମଧ୍ୟରେ…
ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଭାଲୁ ସହିତ ଲଢ଼ିଲେ ୧୭ ବର୍ଷୀୟା ନାବାଳିକା, ଦେଖନ୍ତୁ ଭିଡିଓ
କାଲିଫର୍ଣ୍ଣିଆ: ନିଜର ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜଣେ ୧୭ ବର୍ଷୀୟା ନାବାଳିକା ଭାଲୁ ସହ ଲଢ଼େଇ କରିବାକୁ ପଛାଇ ନାହାନ୍ତି । ଖାଲି ସେତିକି ନୁହେଁ ନାବାଳିକା ଜଣକ ଭାଲୁକୁ ଠେଲି ଦେଇ ନିଜ କୁକୁରକୁ ରକ୍ଷା କରିବାରେ…