CHARIDHAM
Browsing Category

ବିଦେଶ

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ହେଲା କ୍ରାସ୍, ଅନେକଙ୍କ ମୃତ୍ୟୁ ଆଶଙ୍କା

ଚୀନରେ ବଡ଼ ଧରଣର ବିମାନ ଦୁର୍ଘଟଣା । ଚୀନର ଗୁଆନ୍ସୀ ଅଞ୍ଚଳରେ ୧୩୩ ଲୋକଙ୍କ ନେଇ ଯାଉଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚୀନର ସରକାରୀ ଗଣମାଧ୍ୟମ ସିଜିଟିଏନ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । ରିପୋର୍ଟରେ…

ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଦିଲ୍ଲୀରୁ ଦୋହା ଯାଉଥିବା ବିମାନର କରାଚିରେ ଜରୁରୀକାଳୀନ ଅବତରଣ

ନୂଆଦିଲ୍ଲୀ: ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାତାର ଏୟାରଓ୍ଵେଜର କ୍ୟୁଆର ୫୭୯ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଇବାକୁ ପଡିଛି। ଏହି ବିମାନ ଦିଲ୍ଲୀରୁ ଦୋହା ଅଭିମୁଖେ ଯାତ୍ରା…

ଋଷ ବିରୁଦ୍ଧରେ ୟୁକ୍ରେନର ଦାବି: ଯୁଦ୍ଧରେ ପୁତିନ ସେନାର ନଷ୍ଟ କରିଛି ଏତିକି ବିମାନ, ମାରିଛି ୧୪ ହଜାରରୁ ଅଧିକ ସୈନ୍ୟ

ନୂଆଦିଲ୍ଲୀ: ୟୁକ୍ରେନର ବିଦେଶୀ ମନ୍ତ୍ରାଳୟ ଋଷ ସୈନ୍ୟ ବିରୁଦ୍ଧରେ ଏକ ବଡ ଦାବି କରିଛି । ୨୫ ଦିନର ଏହି ଯୁଦ୍ଧ ଭିତରେ ଋଷର ମୋଟ ୧୪, ୭୦୦ ସୈନ୍ୟଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିବା କହିଛି ୟୁକ୍ରେନ ସେନା । କେବଳ ସେତିକି…

ଓମିକ୍ରନକୁ ହାଲୁକା ଭାବିବା ଠିକ୍ ନୁହେଁ, ଶେଷ ହୋଇନାହିଁ କରୋନା, ‘ହୁ’ର ବଡ଼ ବୟାନ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପୁଣି ଥରେ ବଢ଼ିବାରେ ଲାଗିଛି । ଅନେକ ଦେଶରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ଭାଇରସ ବୈଷୟିକ ପ୍ରମୁଖ ମାରିଆ ଭେନ…

ପାକିସ୍ତାନର ସିଆଲକୋଟରେ ଜୋରଦାର ବିସ୍ଫୋରଣ, ସାମ୍ନାକୁ ଆସିଲା ମିସାଇଲ ମାଡ଼ର Video

ସିଆଲକୋଟ: ପାକିସ୍ତାନର ସିଆଲକୋଟରେ ଆଜି ଜୋରଦାର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ସିଆଲକୋଟରେ ଥିବା ଅସ୍ତ୍ର ଓ ଗୋଳାବାରୁଦ ଡିପୋରେ ବିସ୍ଫୋରଣ ଏହି ସବୁ ବିସ୍ଫୋରଣ ହୋଇଛି । ପାକିସ୍ତାନରେ ରାଜନୈତିକ ସଙ୍କଟ…

ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହେବେ ଇମ୍ରାନ ଖାନ ! ଇସ୍ତଫା ଦେବାକୁ କହିଲେ ସେନା ପ୍ରମୁଖ

ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ପାକିସ୍ତାନ ସଂସଦରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିବାକୁ ବାଚସ୍ପତି ଅନୁମତି ଦେବେ ବୋଲି…

ୟୁକ୍ରେନ ଉପରେ ବଢିଲା ପରମାଣୁ ଆକ୍ରମଣର ଭୟ, ପରିବାରକୁ ସାଇବେରିଆ ପଠାଇଲେ ପୁଟିନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ବଢିଲା ପରମାଣୁ ଆକ୍ରମଣର ଭୟ। ଜାରି ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧର ଡ୍ରିଲ କରିବାକୁ ଆଦେଶ ଦେଇଛନ୍ତି। ବ୍ରିଟେନର ଅନେକ ଗଣମାଧ୍ୟମ ରିପୋର୍ଟରେ ଏହି…

ଏହି ସ୍ଥାନରେ ପେପର କିଣିବାକୁ ନାହିଁ ଟଙ୍କା: ପରୀକ୍ଷା ବାତିଲ୍

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ପେପର କିଣିବାକୁ ଡଲାର ନାହିଁ । ପେପର କିଣି ନପାରିବାରୁ ଦେଶରେ ଲକ୍ଷାଧିକ ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାତିଲ କରାଯାଇଛି । ପରୀକ୍ଷା…

ବିପଦରେ ଇମରାନ ଖାନ ସରକାର; ତେଜୁଛି ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ, ଦଳୀୟ ନେତା ବି କରୁଛନ୍ତି ଅସମର୍ଥ

ପାକିସ୍ତାନରେ ଜାରି ରହିଛି ରାଜନୈତିକ ଝଡ଼ । ଇମରାନ ସରକାରଙ୍କ ବିରୋଧରେ ବିରୋଧୀମାନେ ମୋର୍ଚ୍ଚା ଖୋଲିଛନ୍ତି । ଏହା ସହ ତାଙ୍କ ନିଜ ପାର୍ଟୀର ନେତାମାନେ ମଧ୍ୟ ଇମରାନଙ୍କୁ ବିରୋଧ କରିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ…

କାଳେ ଖାଇବାରେ କିଏ ବିଷ ଦେଇ ଦେବ, ୧୦୦୦ ବ୍ୟକ୍ତିଗତ କର୍ମଚାରୀଙ୍କୁ ହଟାଇ ଦେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ରୁଷର ରାଷ୍ଟ୍ରପତିଙ୍କୁ ନିଜର ଜୀବନକୁ ନେଇ ଘାରିଛି ଭୟ। କିଏ ଖାଇବାରେ ବିଷ ଦେଇ ମାରିଦେବ ତାକୁ ନେଇ ଚିନ୍ତିତ ପୁଟିନ୍। ତେଣୁ ନିଜର ବ୍ୟକ୍ତିଗତ ୧୦୦୦…