Browsing Category

ବିଦେଶ

ଏହି ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ, ତଥାପି ସରକାର କହୁଛନ୍ତି ଲକଡାଉନ ଲାଗୁ ହେବନି

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଲେଉଟାଣିକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ବଢ଼ିବାରେ ଲାଗିଛି । ବିଶେଷ କରି ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଏହାର ପ୍ରଭାବରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ…

ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୁତନ ଭାରିଆଣ୍ଟ୍ ବି.୧.୬୪୦.୨, ଦେଖାଗଲାଣି ୪୬ ମ୍ୟୁଟେସନ୍

ନୂଆଦିଲ୍ଲୀ: କରୋନା ଓ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ…

ଏକ ନୂତନ ରହସ୍ୟମୟୀ ରୋଗ? ଯାହା ଯୁବବର୍ଗଙ୍କୁ କରୁଛି ମାନସିକ ବିକଳାଙ୍ଗ! ଚେତାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ଜଣେ କାନାଡିଆନ୍ ହ୍ୱିସଲବ୍ଲୋୟର୍ ଦାବି କରିଛନ୍ତି ଯେ, ହାଭାନା ସିଣ୍ଡ୍ରୋମ୍ ଓ ସୁଡାନରେ ଦେଖାଯାଇଥିବା ରହସ୍ୟମୟୀ ରୋଗ ପରେ ଏବେ ନ୍ୟୁ ବ୍ରେନ୍ସବିକ ଠାରେ ଆଉ ଏକ ରହସ୍ୟମୟୀ ରୋଗ ସାମନାକୁ ଆସିଛି ।…

ଘରର ବାଥରୁମରେ ହିଜାବ ପିନ୍ଧି ଗାଧେଇ ପାରିବେ ମହିଳା: ବଡି ମସାଜ ଉପରେ ମଧ୍ୟ ବ୍ୟାନ ଲଗାଇଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ବାଲଖ ପ୍ରଦେଶରେ ତାଲିବାନ ମହିଳାଙ୍କ ପାଇଁ ଥିବା ସାଧାରଣ ବାଥରୁମରେ ଉପରେ ପ୍ରତିବନ୍ଧକ ଲଗାଇଛି । ଉଜବେକିସ୍ତାନ ନିକଟବର୍ତ୍ତୀ ପ୍ରଦେଶର ମହିଳାମାନଙ୍କ ପାଇଁ ଏହି ନୂତନ ନିୟମ ଲାଗୁ…

୨୦୨୨ ରେ ଦେବାଳିଆ ହୋଇପାରେ ଶ୍ରୀଲଙ୍କା ! ରେକର୍ଡ ସ୍ତରରେ ଦେଶର ମହଙ୍ଗାଇ

ନୂଆଦିଲ୍ଲୀ : ଶ୍ରୀଲଙ୍କା ସଂପ୍ରତି ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ରେକର୍ଡସ୍ତରରେ ରହିଛି। ଖାଦ୍ୟ ପଦାର୍ଥର ମୂଲ୍ୟ ଆକାଶ ଛୁଆଁ ରହିଛି, ଏହି କାରଣରୁ ଦେଶର ରାଜସ୍ଵ ସରିବାକୁ ବସିଛି। ସ୍ଥିତି…

ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଲା ଚୀନ, କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସୀମା ଲଙ୍ଘିଲାଣି ଚୀନ । ଜାନୁଆରୀ ୧ରେ ଡ୍ରାଗନ ସେନା ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି । ସେମାନେ ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛନ୍ତି । ଏହାର…

କାବୁଲ ନଦୀରେ ୩ ହଜାର ଲିଟର ମଦ ଢ଼ାଳିଲେ ତାଲିବାନ୍, ଦେଖନ୍ତୁ ଭିଡ଼ିଓ

କାବୁଲ: ଆଫଗାନିସ୍ତାନର ନୂଆ ତାଲିବାନ ସରକାରଙ୍କ ଖୁଫିୟାର ଏଜେନ୍ସି ଦେଶର ମଦ ବ୍ୟବସାୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଛି । ଏହା ଅଧିନରେ ଜବତ ହୋଇଥିବା ପ୍ରାୟ ୩ ହଜାର ଲିଟର ମତ କାବୁଲ ନଦୀରେ ଢ଼ଳାଯାଇଛି । ଏହାର…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପୂର୍ବତନ ପତ୍ନୀ: ପାକ ସେନାର କଣ୍ଢେଇ ସାଜିଛନ୍ତି ଇମ୍ରାନ ଖାନ୍

ନୂଆଦିଲ୍ଳୀ: ସୁରକ୍ଷା ବ୍ୟବସ୍ଥାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସାମଲୋଚନା କରିଛନ୍ତି ପୂର୍ବତନ ପତ୍ନୀ । ଟ୍ୱିଟ୍ କରି ନିଜର ପୂର୍ବତନ ପତିଙ୍କୁ ପାକିସ୍ତାନ ସେନାର କଣ୍ଢେଇ ବୋଲି ଅଭିହିତ…

୨୦୨୨ ରେ କରୋନା ମହାମାରୀର ହେବ ଅନ୍ତ! ଜାଣନ୍ତୁ କ’ଣ କହିଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଡା. ଟେଡ୍ରସ ଅଧନୋମଙ୍କ କହିଛନ୍ତି ୨୦୨୨ କରୋନା ମହାମାରୀର ଶେଷ ବର୍ଷ ହୋଇପାରେ । କିନ୍ତୁ ଏଥିପାଇଁ ବିକଶିତ ଦେଶମାନଙ୍କୁ ନିଜର…

୩ ବର୍ଷରେ ନିଆଁ ଲାଗି ଜଳିଗଲା ୧୦୭ଟି ଘର: ଏହାର ଖଳନାୟକ କିଏ- ରହସ୍ୟମୟୀ ବିଲେଇ

ନୂଆଦିଲ୍ଲୀ: ସାଧାରଣତଃ ଘରମାନଙ୍କରେ ଗ୍ୟାସ, ବିଦ୍ୟୁତ ଆଦି ବିଭିନ୍ନ କାରଣରୁ ନିଆଁ ଲାଗିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ବିଲେଇ ନିଆଁ ଲଗାଇଛି, ଏକଥାକୁ କେହି ବିଶ୍ୱାସ କରିବେ ନାହିଁ । ପୁଣି ଗୋଟିଏ କି ଦୁଇଟି…