Browsing Category

ବିଦେଶ

ରୋଗିଣା ଝିଅର ଚିକିତ୍ସା ପାଇଁ ନିଜ ପୁଅକୁ ବିକ୍ରି କଲେ ଆଫଗାନୀ ମହିଳା, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କାବୁଲ: ତାଲିବାନୀଙ୍କ ଶାସନରେ ଆଫଗାନୀ ମାନଙ୍କ ଅବସ୍ଥା ବର୍ତ୍ତମାନ ଖୁବ୍ ଖରାପ ରହିଛି । ଦେଶରେ ଏବେ ଆର୍ଥକ ସଙ୍କଟ ଦେଖା ଦେଇଛି । ଫଳରେ ସେଠାରେ ଚିକିତ୍ସା ତ ଦୂରର କଥା ଠିକ୍ ଭାବରେ ଲୋକ ଖାଇବାକୁ ପାଉନାହାନ୍ତି ।…

କାବୁଲ ମସଜିଦ ବାହାରେ ବିସ୍ଫୋରଣ: ୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଳୀ: ଆଫଗାନିସ୍ତାନରେ ପୁଣି ଘଟିଯାଇଛି ଏକ ବିସ୍ଫୋରଣ । କାବୁଲ ସ୍ଥିତ ଏକ ମସଜିଦ ବାହାରେ ଘଟିଥିବା ବିସ୍ଫୋରଣରେ ଦୁଇ ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ଘଟିଛି । କାବୁଲରେ ରହିଥିବା ଇଦ ଗାହ ମସଜିଦରେ ରବିବାର ଏହି…

ବ୍ରିଟେନକୁ ଦୃଢ ଜବାବ ଦେବାରୁ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ପାକିସ୍ତାନୀ ମିଡିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଗୋଟିଏ ଦିନ ପୂର୍ବେ ଭାରତ ସରକାର ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ କଡା ନିୟମର ଘୋଷଣା କରିଥିଲେ । ଏଥିରେ ମୋଦୀ ସରକାର ୟୁକେରୁ ଆସୁଥିବା ବ୍ରିଟିଶ ଯାତ୍ରୀଙ୍କ ପାଇଁ ୭୨ ଘଣ୍ଟା ଭିତର ଆରଟି-ପିସିଆର…

ପରମାଣୁ ବାର୍ତ୍ତା ଚାହୁଁଛି ଆମେରିକା, ଇରାନର ସର୍ତ୍ତ- ପ୍ରଥମେ ଫେରାଅ ଆମର ୧୦ ବିଲିୟନ ଡଲାର

ନୂଆଦିଲ୍ଲୀ : ଆମେରିକା ଇରାନ ସହ ପରମାଣୁ ଆଲୋଚନା କରିବାକୁ ସଙ୍କେତ ଦେଇଛି । ହେଲେ ଇରାନ ବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ଆମେରିକା ସାମ୍ନାରେ କିଛି ସର୍ତ୍ତ ରଖିଛି । ଏଥିରୁ ସବୁଠୁ ବଡ ସର୍ତ୍ତ ହେଉଛି ବିଲିୟନ ଡଲାରର…

ୟୁରୋପ-ଜାପାନ୍ ଅନ୍ତରିକ୍ଷ ମିଶନ ପଠାଇଲା ବୁଧର ପ୍ରଥମ ଫଟୋ, ଦେଖନ୍ତୁ

ନୂଆଦିଲ୍ଲୀ: ୟୁରୋପୀୟ ଅନ୍ତରିକ୍ଷ ଏଜେନ୍ସି ଶନିବାର ଦିନ ୟୁରୋପୀୟ-ଜାପାନ ବେପୀକୋଲମ୍ବୀ ଅନ୍ତରିକ୍ଷଯାନ ବୁଧ ଗ୍ରହର ପ୍ରଥମ ଫଟୋ ପଠାଇଛି । ଏହା ସୂର୍ଯ୍ୟଙ୍କ ସବୁଠାରୁ ପାଖରେ ଥିବା ଗ୍ରହ । ଏନେଇ ୟୁରୋପୀୟ ଅନ୍ତରିକ୍ଷ…

JCBରେ ବର-କନିଆଙ୍କ ଆଡଭେଞ୍ଚର ଶୋଭାଯାତ୍ରା, ଭିଡିଓ ଭାଇରାଲ୍; ଏମିତି ପ୍ରତିକ୍ରିୟା ଦେଲେ ଲୋକେ

ନୂଆଦିଲ୍ଲୀ: ବିବାହର ପ୍ରତିଟି ମୁହୂର୍ତ୍ତ ଖୁବ୍ ସୁନ୍ଦର ହୋଇଥାଏ । ତେଣୁ ସେହି ଦିନକୁ ସ୍ମରଣୀୟ କରିବାକୁ ବର-କନ୍ୟା ଓ ଦୁହିଁଙ୍କ ପରିବାର ଅନେକ ସାଜସଜା କରିଥାନ୍ତି ତଥା ବନ୍ଦୋବସ୍ତ କରିଥାନ୍ତି । ହେଲେ ଏହି…

ଆମେରିକାରେ କରୋନା ମୃତ୍ୟୁ ୭ ଲକ୍ଷ ଟପିଲା

ୱାଶିଂଟନ୍: ଆମେରିକାରେ କରୋନା କହର କମିନାହିଁ । ସେଠାରେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଡେଲ୍ଟା ଭାରିଆଣ୍ଟର ପ୍ରଭାବ କମ୍ ହେବାରୁ ମେଡିକାଲରୁ କିଛି ଆଶ୍ୱସ୍ତିକର ଖବର ଆସିଛି ।…

ସର୍ଜରୀ ବେଳେ କାନ୍ଦିବାରୁ ହସ୍ପିଟାଲରେ ଦେବାକୁ ପଡ଼ିଲା ଅଧିକ ଚାର୍ଜ, ଜାଣନ୍ତୁ ଘଟଣା…

ନୂଆଦିଲ୍ଲୀ: ସାଧାରଣତଃ ହସ୍ପିଟାଲ ସିରିଞ୍ଜ, ଛୁଞ୍ଚି ଦେଖିଲେ ଅନେକ ଲୋକ ଡରିଯାଇଥାନ୍ତି । କୌଣସି ସର୍ଜରୀ ସମୟରେ ମଧ୍ୟ ଏହାକୁ ଦେଖି ଅନେକ କାନ୍ଦିପକାଇଥାନ୍ତି । ହେଲେ କେବେ ଶୁଣିଛନ୍ତି ଏଭଳି କାନ୍ଦିବା ଯୋଗୁଁ…

ଅନ୍ତରୀକ୍ଷରେ ମହାକାଶଚାରୀଙ୍କ ମୃତ୍ୟୁ ହେଲେ କେଉଁଠି ହୋଇଥାଏ ଅନ୍ତିମ ସଂସ୍କାର?

ପୃଥିବୀ ପୃଷ୍ଠରେ ଯଦି କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ତେବେ ଖୁବଶୀଘ୍ର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥାଏ । କାହିଁକି ନା ଅଧିକ ବିଳମ୍ବ କରିବା ଦ୍ୱାରା ମୃତ ଶରୀର ନଷ୍ଟ ହୋଇଯାଏ । କିନ୍ତୁ ମହାକାଶରେ ଯଦି କାହାର…

ପିଲା ଭିତରକୁ ପ୍ରବେଶ କଲା ଏପରି ‘ପୋକ’, ଯାହାକି ଖାଇଗଲା ମସ୍ତିଷ୍କର ସବୁକିଛି ! ଆଉ ତା’ ପରେ

ଟେକ୍ସାସ: ଦୁନିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସୁଛି । ସେହିଭଳି ଆମେରିକାର ଟେକ୍ସାସରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଡାକ୍ତରମାନଙ୍କର ଚିନ୍ତାରେ ପଡିଛନ୍ତି । ସେଠାର…