fbpx
Browsing Category

ବିଦେଶ

ସିଏଏକୁ ଇମରାନଙ୍କ ଡର, କହିଲେ-‘ପାକିସ୍ତାନ ଉପରେ କୌଣସି ମୁହୁର୍ତ୍ତରେ ଆକ୍ରମଣ କରିପାରେ ଭାରତ’

ନୂଆଦିଲ୍ଲୀ,୨୨ ।୧୨: ଭାରତର ଅନ୍ତରୀଣ ମାମଲାକୁ ନେଇ ପୁଣି ବୟାନ ଦେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ପାକିସ୍ତାନ ଉପରେ ବିପଦ ରଖିଛି ବୋଲି ଇମରାନ୍ କହିଛନ୍ତି…

ବଢିଲା ଟ୍ରମ୍ପଙ୍କ ଅଢୁଆ : ହାଉସ୍ ଅଫ୍ ରିପ୍ରେଜେଣ୍ଟଟିଭରେ ପାସ୍ ହେଲା ମହାଭିଯୋଗ ପ୍ରସ୍ତାବ

ୱାସିଂଟନ,୧୯ ।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ ଝଟକା । ହାଉସ୍ ଅଫ୍ ରିପ୍ରେଜେଣ୍ଟଟିଭରେ ଟ୍ରମ୍ପଙ୍କ ବିରୋଧରେ ପାସ୍ ହୋଇଛି ମହାଭିଯୋଗ ପ୍ରସ୍ତାବ । ବହୁ ତର୍କ ବିତର୍କ ପରେ ମତଦାନ…

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମୁଶାରଫଙ୍କୁ ଫାଶୀଦଣ୍ଡ

ଇସ୍ଲାମବାଦ,୧୭ା୧୨ : ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁଦୋଷୀ ସାବ୍ୟସ୍ତ କରାଯିବା ସହିତ ଫାଶୀଦଣ୍ଡରେ ଦଣ୍ଡିତ କରାଯାଇଛି । ପେଶାୱର ହାଇକୋର୍ଟ ମୁଖ୍ୟ…

ଦକ୍ଷିଣ ଫିଲିପାଇନ୍ସରେ ଭୂକମ୍ପ ଝଟକା

ମାନିଲା, ୧୫ା୧୨: ଦକ୍ଷିଣ ଫିଲିପାଇନ୍ସର ମିନ୍ଦାନାଓରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ଥିବାର ରେକର୍ଡ଼ କରାଯାଇଛି । ଏହାଦ୍ୱାରା ବହୁ କ୍ଷୟକ୍ଷତି ହୋଇଥିବା ବେଳେ…

ବସ୍ ଦୁର୍ଘଟଣାରେ ୧୨ ମୃତ

ନେପାଳ, ୧୫ା୧୨: ନେପାଳର ସିନ୍ଧୁପାଳଚୋକ ଜିଲ୍ଲାରେ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି । ସେଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହି ବସରେ ୪୦ଜଣ ଯାତ୍ରୀ…

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଛି ହାଫିଜ ସୟିଦ: ଦୋଷୀ ସାବ୍ୟସ୍ତ କଲା ପାକିସ୍ତାନ

ଇସଲାମବାଦ,୧୧ ।୧୨: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ କରୁଛି ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ । ଏହି ମାମଲାରେ ପାକିସ୍ତାନର ଲାହୋର ଆତଙ୍କବାଦୀ ନିରୋଧୀ କୋର୍ଟ ଆଜି ହାଫିଜକୁ ଦୋଷୀ ସାବ୍ୟସ୍ତ…

ଅନ୍ତରୀକ୍ଷରେ ହୋଟେଲ କରିବ ନାସା, କଣ ଲୋକଙ୍କୁ ମିଳିବ ଏଣ୍ଟ୍ରି ?

ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଅନ୍ତରୀକ୍ଷରେ ଏକ ହୋଟେଲ ଖୋଲିବାକୁ ଯାଉଛି । କିନ୍ତୁ ଦୁଃଖର କଥା କି, ଏହି ହୋଟେଲ ମଣିଷଙ୍କ ପାଇଁ ନୁହେଁ ବରଂ ରୋବୋଟମାନଙ୍କ ପାଇଁ ପ୍ରସ୍ତୁତ…