Browsing Category
ବିଦେଶ
ଦୁନିଆରେ ସବୁଠୁ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ମେଟା, ସମୁଦ୍ର ତଳେ କେବଲ ବିଛାଇବାକୁ ବାହାରିଛି ଏହି କମ୍ପାନୀ
ୱାଶିଂଟନ୍: ଫେସବୁକ୍, ଇନଷ୍ଟାଗ୍ରାମ ପ୍ୟାରେଣ୍ଟିଂ କମ୍ପାନୀ ମେଟା ଭାରତକୁ ନେଇ ଏକ ବଡ଼ ପ୍ରୋଜେକ୍ଟ ହାତକୁ ନେଇଛି । ଦୁନିଆର ସବୁଠାରୁ ଲମ୍ବା ଅଣ୍ଡର ୱାଟର କେବଲ ପ୍ରୋଜେକ୍ଟ କାମ ଆରମ୍ଭ କରିବାକୁ ଯାଉଛି ମେଟା ।…
Breaking: I LOVE KIIT ଫଳକ ଭାଙ୍ଗିଲା, ନେପାଳ ଗଲା ପ୍ରକୃତିଙ୍କ ମରଶରୀର
ଭୁବନେଶ୍ୱର: କିଟ୍ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର । ଏମ୍ସରେ ପୋଷ୍ଟମର୍ଟମ୍ ପରେ ପରିବାରକୁ ଦିଆଯାଇଛି ଛାତ୍ରୀଙ୍କ ଶବ ।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକୃତିଙ୍କ ମୃତଦେହ ପରିବାରକୁ…
KIIT Student Death: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ, ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ବର: କିଟରେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ପୁରା ହୁଲୁସ୍ତୁଲୁ । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଚାରିଆଡେ ବିରୋଧର ସ୍ବର ଦେଖିବାକୁ ମିଳୁଛି । କାଠମାଣ୍ଡୁରେ ନେପାଳୀ କଂଗ୍ରେସ ପାର୍ଟି ରାସ୍ତାକୁ…
Delta Plane Crash: ସାମ୍ନାକୁ ଆସିଲା ବିମାନ ଦୁର୍ଘଟଣାର ଭୟଙ୍କର Video, ମୃତ୍ୟୁକୁ ଛୁଇଁଦେଇ ଚାଲିଆସିଲେ ୮୦ ଯାତ୍ରୀ
ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। କାନାଡାର ଟୋରଣ୍ଟୋରେ ହୋଇଥିବା ବିମାନ ଦୁର୍ଘଟଣାର ଭୟଙ୍କର ଚିତ୍ରଗୁଡ଼ିକ ପ୍ରମାଣ କରୁଛି ଯେ ଏହା କେତେ ଭୟଙ୍କର ଥିଲା। ଡେଲ୍ଟା ଏୟାରଲାଇନ୍ସର ଏକ…
Breaking: କାନାଡାରେ ବଡ଼ ଧରଣର ବିମାନ ଦୁର୍ଘଟଣା, ୧୮ ଯାତ୍ରୀ ଆହତ
ଟରୋଣ୍ଟୋ: କାନାଡ଼ାରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ରନୱେରେ ବିମାନ ଓଲଟିବା ଯୋଗୁ ୧୮ ଜଣଯାତ୍ରୀ ଆହତ ହୋଇଛନ୍ତି ।
ସେମାନଙ୍କ ମଧ୍ୟରେ ୩ ଜଣ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି । ଆହତମାନଙ୍କୁ ଡାକ୍ତରଖାନାରେ…
ଦରକାର ନାହିଁ Boy Friend, ସବୁ ସଉକ ପୂରା କରୁଛି AI
ବେଜିଂ: ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି । ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଯୁବତୀମାନେ ଏଆଇ ପ୍ରେମରେ ପାଗଳୀ ହୋଇଛନ୍ତି ।
ଚୀନରେ ଯୁବତୀମାନେ ଏଆଇ…
୧୦୪ ବର୍ଷର ବୃଦ୍ଧାଙ୍କ ହାତରେ ହାତକଡ଼ି, କ’ଣ ତାଙ୍କର ଅପରାଧ
ଆମେରିକା: ୧୦୪ ବର୍ଷ ବୟସରେ ଜେଲ୍। ଜଣେ ବୁଦ୍ଧାଙ୍କ ଶେଷ ସମୟ ବା ପରିଣତ ବୟସରେ ତାଙ୍କୁ ଜେଲ ନିଆଯାଇଛି। ଏହି ଘଟଣାଟି ଆପଣଙ୍କୁ ଶୁଣିଲା ପରେ ନିଶ୍ଚୟ ଭାବରେ ମନରେ ଅନେକ ପ୍ରଶ୍ନ ଆସୁଥିବ। କିନ୍ତୁ ଏହି ଘଟଣାଟି ସତ। ଆଉ…
‘ବିଶ୍ୱର ଏହି ଭାଗରେ ଏକ ବଡ଼ ଭୂମିକମ୍ପ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେବ’, ବୈଜ୍ଞାନିକଙ୍କ ଟିମର ଭୟଙ୍କର ଦାବି
ସୋମବାର ସକାଳେ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୫.୩୭ ସମୟରେ ଭୂମିକମ୍ପ ହୋଇଥିଲା । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବିଲ୍ଡିଗୁଡ଼ିକ ଥରି ଉଠିଲା ଏବଂ ଲୋକମାନେ…
ଆମେରିକାରୁ ଭାରତ ଆସିଲେ ୧୧୨ ଅବୈଧ ପ୍ରବାସୀ ଭାରତୀୟ
ୱାଶିଂଟନ/ନୂଆଦିଲ୍ଲୀ,୧୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଶନିବାର ଦ୍ୱିତୀୟ ପର୍ଯ୍ୟାୟରେ ୧୧୯ ଭାରତୀୟ ନାଗରିକଙ୍କୁ ନିର୍ବାସିତ କରାଯିବାର ଗୋଟିଏ ଦିନ…
ଘର ଭିତରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ, ପ୍ରଶଂସକଙ୍କୁ ଶକ୍ତ ଝଟକା
ସିଓଲ,୧୬ା୨: ଦକ୍ଷିଣ କୋରିଆର ଲୋକପ୍ରିୟ ଅଭିନେତ୍ରୀ କିମ ସା ରୋନ୍ ମାତ୍ର ୨୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ଏହି ଖବର ଜଣାପଡ଼ିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି । ଫେବୃଆରୀ ୧୬ ଅର୍ଥାତ୍…