Browsing Category

ବିଦେଶ

ଟ୍ରମ୍ପଙ୍କ ବଡ଼ ବୟାନ, ତେଲ ଦର କମିଲେ ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବ

ୱାଶିଂଟନ,୨୩ା୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସହିତ ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି ଏବଂ ଖୁବ୍ ଶୀଘ୍ର…

ଟ୍ରମ୍ପଙ୍କ Birthright Citizenship ଆଇନକୁ ନେଇ ଭୟଭୀତ ଆମେରିକା! ସନ୍ତାନ ପ୍ରସବ ପାଇଁ ହସ୍ପିଟାଲରେ ଭିଡ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ଗ୍ରହଣ କରିବା ମାତ୍ରେ ଜନ୍ମଗତ ନାଗରିକତାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି । ସେ ଜନ୍ମଗତ ନାଗରିକତାରେ ପରିବର୍ତ୍ତନ ଆଣିବା ପାଇଁ ଏକ…

ଆମେରିକାର ଲସ୍‌ଆଞ୍ଜେଲେସରେ ପୁଣି ଭୟାବହ ଅଗ୍ନିକାଣ୍ଡ, ଜଙ୍ଗଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ଆମେରିକାର ଲସ୍‌ଆଞ୍ଜେଲେସର ଉତ୍ତରର କାଷ୍ଟାଇକ ହ୍ରଦ ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ହଜାର ହଜାର ଲୋକଙ୍କୁ ଘର ଖାଲି କରିବା ପାଇଁ ବାଧ୍ୟ କରିଛି। କିଛି ଘଣ୍ଟା ମଧ୍ୟରେ ଏହି…

ସହପାଠୀଙ୍କୁ ଆଖିବୁଜା ଗୁଳିମାଡ଼ କଲେ ନାବାଳକ, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ୱାଶିଂଟନ୍‌: ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ସ୍କୁଲରେ ପଶି ଗୁଳିମାଡ଼ କରିଥିବା ସୂଚନା । ଆଖିବୁଜା ଗୁଳିମାଡ଼ ପରେ ନିଜକୁ ଗୁଳି କରି ହତ୍ୟା କଲା ନାବାଳକ । ଘଟଣା କ’ଣ:…

ପୁଟିନଙ୍କୁ ଖୋଲା ଚେତାବନୀ ଦେଲେ ଟ୍ରମ୍ପ, କହିଲେ ଯୁଦ୍ଧ ବନ୍ଦ ନକରିଲେ ଆର୍ଥିକ ପ୍ରତିବନ୍ଧକ ଲାଗିବ

ନୂଆଦିଲ୍ଲୀ: ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହା ପରଠାରୁ ସେ ଆକ୍ସନ ମୋଡକୁ ଆସିଯାଇଛନ୍ତି । ଏହାରି ଭିତରେ ସେ ଋଷ ରାଷ୍ଚ୍ରପତି ଭ୍ଲାଦିମାର ପୁଟିନଙ୍କୁ ଖୋଲାଖୋଲି ଚେତାବନୀ…

ଖୁବଶୀଘ୍ର ଟ୍ରମ୍ପଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ, ଏସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ହେବ ଆଲୋଚନା

ୱାଶିଂଟନ/ନୂଆଦିଲ୍ଲୀ,୨୨ା୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁବ୍ ଶୀଘ୍ର ସାକ୍ଷାତ ହୋଇପାରନ୍ତି। ସୂଚନାନୁସାରେ, ଫେବୃଆରୀରେ ୱାଶିଂଟନରେ ପିଏମ ମୋଦୀ ଏବଂ…

ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କଲା ଭାରତ, ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ

କୋଲକାତା: କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମାଙ୍କ ବୋବାଲ ପ୍ରଦର୍ଶନ। ସେ ୭୯ ରନ୍ କରିଥିଲେ। ଏହି ବିଜୟ ସହ…

Video: ଆଖି ଖୋସିହୋଇଗଲା ଭଳି କ୍ୟାଚ୍ ଧରିଲେ ନୀତିଶ, ଦେଖିଲେ ହେବ ବିଶ୍ୱାସ

ମୁମ୍ୱାଇ: ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବଡ଼ ଧମାଲ ମଚାଇଛନ୍ତି। ବରୁଣ ୪ ଓଭରରେ ୨୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅସମ୍ଭବ କ୍ୟାଚ୍ ନୀତୀଶ ରେଡ୍ଡୀ ଧରିଥିଲେ। ଲେଗ୍ ସ୍ପିନରଙ୍କ…

ଟ୍ରମ୍ପଙ୍କ ଏହି ପଦକ୍ଷେପ ଭାରତ ପାଇଁ ଦେଲା ବଡ଼ ସଙ୍କେତ, ସମ୍ପର୍କ ହେବ…

ୱାଶିଂଟନ,୨୨ା୧: ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ ତାଙ୍କ ପ୍ରଶାସନରେ ଭାରତ-ଆମେରିକା ସମ୍ପର୍କ କିପରି ରହିବ ତାହା ଉପରେ ଲୋକଙ୍କ ନଜର ରହିଛି। ଆମେରିକା ସହ ଦ୍ୱିପାକ୍ଷିକ…

ପୁଷି ମାଉସୀ ପାଇଁ ଚାଲିଗଲା ଚାକିରି, କମ୍ପାନୀକୁ ଇସ୍ତଫା ପତ୍ର ପଠାଇଦେଲା ବିଲେଇ

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଅଜବ ଘଟଣା । ଜଣେ ମହିଳାଙ୍କର ଚାକିରି ନେଇଯାଇଛି  ବିଲେଇ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୁର୍ଣ୍ଣ ସତ୍ୟ । 25 ବର୍ଷୀୟ ମହିଳାଙ୍କର ସହିତ ଏପରି ଘଟିଛି ।…