Browsing Category

ବିଦେଶ

ଆମେରିକାରେ ଏହି ବିଷାକ୍ତ କେମିକାଲ ଉପରେ ଲାଗିଲା ବ୍ୟାନ୍‌, ଦେଶରେ କର୍କଟ ରୋଗ ପାଇଁ ଥିଲା ମୁଖ୍ୟ କାରଣ

ୱାଶିଂଟନ: ମଙ୍ଗଳବାର ପରିବେଶ ସୁରକ୍ଷା ଏଜେନ୍ସି(EPA) ଦ୍ୱାରା ଆମେରିକାରେ ମିଥାଇଲିନ୍ କ୍ଲୋରାଇଡ୍‌(methylene chloride) ଉପରେ ବ୍ୟାନ୍ ଲଗାଇଛି । ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ଲକ୍ଷ୍ୟ ରଖି ଆମେରିକା ରାଷ୍ଟ୍ରପତି ଜୋ…

(video)ଲଣ୍ଡନ ସଡକ ଉପରେ ଖେଳିଗଲା ଆତଙ୍କ, ଖଣ୍ଡା ଧରି ଲୋକଙ୍କୁ ଅତର୍କିତ ଆକ୍ରମଣ କଲା ଯୁବକ

ଲଣ୍ଡନ: ଲଣ୍ଡନର ଉତ୍ତରପୂର୍ବ ହେନଲ୍ଟ ସହରରେ ମେଟ୍ରୋପଲିଟାନ ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ କି ହାତରେ ଏକ ଖଣ୍ଡା ଧରି ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କରିଛି । ପୋଲିସ କହିଛି ଏହି ମାମଲାରେ ୩୬…

କ୍ଲୋନିଂର ଶକ୍ତି ଦେଖିଲା ଦୁନିଆ: ୧୯୮୮ ମସିହାରେ ସଂଗ୍ରହ କରାଯାଇଥିବା ଟିସୁରୁ ସୃଷ୍ଟି ହେଲେ ବିଲୁପ୍ତ ପ୍ରଜାତିର ଦୁଇଟି ନୂଆ ଜୀବ

ନୂଆଦିଲ୍ଲୀ: ଜୀବନ ଅଛି ମାନେ ମୃତ୍ୟୁ ଅବଶ୍ୟମ୍ଭାବୀ । ଏ ପୃଥିବୀ ପୃଷ୍ଠରେ ମଣିଷ, ଜୀବଜନ୍ତୁ ସମସ୍ତେ ଥରେ ଜନ୍ମ ନେବା ପରେ ଦିନେ ନା ଦିନେ ମୃତ୍ୟୁବରଣ କରିଥାନ୍ତି । ତେବେ ଆମ ପୃଥିବୀରୁ ଦିନକୁ ଦିନ ଅନେକ ପ୍ରଜାତି…

ଭାରତ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଆମେ ଭିକ ମାଗୁଛୁ.. ପାକିସ୍ତାନ ସଂସଦରେ ଏପରି କହିଲେ ଏହି ବିରୋଧୀ ନେତା

ଇସଲାମବାଦ: ପାକିସ୍ତାନର ଅବସ୍ଥା କାହାକୁ ଅଛପା ନାହିଁ । ଏବେ ତ ପାକିସ୍ତାନର ଲୋକମାନେ ଏହାର ଅସଲ ରୂପ ଦୁନିଆ ସାମ୍ନାକୁ ଆଣିଲେଣି । ଏବେ ପାକିସ୍ତାନର ଜଣେ ପ୍ରମୁଖ ନେତା ପାକ୍ ସଂସଦରେ କହିଛନ୍ତି ପାକିସ୍ତାନ ନିଜକୁ…

୨୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଲା ବସ: ୨୫ ଜଣଙ୍କ ପ୍ରାଣହାନୀ, ୧୨ରୁ ଅଧିକ ଆହତ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ପେରୁରୁ ଆସିଛି ଏକ ବଡ଼ ଖବର । ଏକ ବଡ଼ଧରଣର ଦୁର୍ଘଟଣା ଘଟି ବହୁ ଯାତ୍ରୀ ମୃତାହତ ହୋଇଛନ୍ତି । ଏକ ପାହାଡ଼ିଆ ରାସ୍ତାରେ ଯିବା ସମୟରେ ଗୋଟିଏ ବସ୍ ଏକ ଖାଇ ମଧ୍ୟକୁ ଖସିପଡ଼ିବା ଫଳରେ…

ଆମେରିକା କିଣିବ Doomsday ବିମାନ: ପରମାଣୁ ଆକ୍ରମଣ ହେଲେ ବି ବିମାନ ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ଆମେରିକାର ବାୟୁସେନା ବିମାନ ତିଆରି କରୁଥିବା କମ୍ପାନୀ ସିଏରା ନେୱାଡା ନିଗମକୁ ଇ -୪ ବିି ବିମାନ ବଦଳରେ ନୂଆ ବିମାନ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ଦେଇଛି । ଏହି କଣ୍ଟ୍ରାକ୍ଟର ମୂଲ୍ୟ ୧୩ ବିଲିୟନ ଡଲାର ।…

ମଙ୍ଗଳ ଗ୍ରହରେ ରହିଛନ୍ତି ଲକ୍ଷ ଲକ୍ଷ ବୁଢିଆଣୀ! ESAର ଫଟୋରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ଚକିତ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ବୁଢିଆଣୀ ନଜର ଆସିଛନ୍ତି । ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ । ଏହି ଫଟୋ ଦେଖିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଉଠିଛନ୍ତି । ଏହି ଫଟୋ ଉତ୍ତୋଳନ କରିଛି ୟୁରୋପିଆନ୍…

ଭାରତ ଗସ୍ତ ସ୍ଥଗିତ କରି ଚୀନ୍ କାହିଁକି ଗଲେ ଏଲନ୍ ମସ୍କ? ଜାଣନ୍ତୁ କ’ଣ ରହିଛି କାରଣ

ବେଜିଂ: ଭାରତ ଯାତ୍ରା ରଦ୍ଦ କରି ଅରବପତି ବିଜନେସ୍‌ମ୍ୟାନ୍ ତଥା ଟେସଲାର ମାଲିକ ଏଲନ୍ ମସ୍କ ଚୀନ୍‌ରେ ପହଞ୍ଚିଛନ୍ତି । ତେବେ ମସ୍କଙ୍କ ଏହି ଚୀନ୍ ଗସ୍ତ ସମସ୍ତଙ୍କୁ ଚକିତ କରିଛି । କାରଣ ସେ ଅଚାନକ ବେଜିଂ ପହଞ୍ଚିଛନ୍ତି…

ବ୍ରହ୍ମାଣ୍ଡରେ ଅଲୌକିକ ଜୀବନ ରହିଛି କି? ଜେମ୍ସ ୱେବ ଟେଲିସ୍କୋପର ଆବିଷ୍କାର ଏଲିଅନ ଅନୁସନ୍ଧାନକୁ ପ୍ରୋତ୍ସାହିତ କରୁଛି

ନୂଆଦିଲ୍ଲୀ: ମହାକାଶକୁ ବର୍ତ୍ତମାନ ସୁଦ୍ଧା ପଠାଯାଇଥିବା ସବୁଠାରୁ ବଡ଼ ଟେଲିସ୍କୋପ, ଜେମ୍ସ ୱେବ ସ୍ପେସ ଟେଲିସ୍କୋପ (ଜେଡବ୍ଲ୍ୟୁଏସଟି) ଗତ ୨୦୨୧ ମସିହାରେ ନାସା ଦ୍ୱାରା ଲଞ୍ଚ କରାଯାଇଥିଲା । ସେବଠାରୁ ଆମେ ମନୁଷ୍ୟର…

ଇଶାକ ଡାର ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ନିଯୁକ୍ତ

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶର ବୈଦେଶିକ ମନ୍ତ୍ରୀ ଇଶାକ ଡାର ଡେପୁଟି ପ୍ରାଇମ୍ ମିନିଷ୍ଟର ଭାବେ ନିଯୁକ୍ତି ପାଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶେହଜାଦ ଶରିଫଙ୍କ କ୍ୟାବିନେଟ ତରଫରୁ…