Browsing Category

ବିଦେଶ

(Video) ବଶର ଅଲ-ଅସଦ ସିରିଆ ଛାଡ଼ି ପଳାୟନ କରିବା ପରେ ରାଷ୍ଟ୍ରପତି ଭବନରେ ପଶି ଭଙ୍ଗାରୁଜା ଓ ଲୁଟ୍ କଲେ ଲୋକେ

ନୂଆଦିଲ୍ଲୀ: ସିରିଆରେ ସ୍ଥିତି ଉଦବେଗଜନକ ହେବା ପରେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ପଳାୟନ କରିଥିବା କୁହାଯାଉଛି । ତେବେ ରାଷ୍ଟ୍ରପତି ଦେଶ ଛାଡ଼ି ଚାଲିଯିବା ପରେ ଲୋକମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରି…

ପୁଣି ମୁଣ୍ଡ ନେଲା ମହାମାରୀ, କଙ୍ଗୋରେ ଡିଜିଜ ଏକ୍ସରେ 79ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଛି ଡିଜିଜ ଏକ୍ସ । କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ପାଇଁ କଲବଲ ହୋଇଛନ୍ତି ଲୋକେ । ଗତ କିଛି ଦିନ ମଧ୍ୟରେ 79ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ତେବେ କାହିଁକି ହଠାତ୍ ମହାମାରୀ ସୃଷ୍ଟି…

ରାତି ହେଲେ କୂଅରୁ ବାହାରୁଥିଲା ବିକଟାଳ ଶବ୍ଦ, ଭୟରେ ଗ୍ରାମବାସୀ

ନୂଆଦିଲ୍ଲୀ- ମଣିଷ ସବୁ ସମୟରେ ଭୂତ ପ୍ରେତଙ୍କ ଉପସ୍ଥିତିକୁ ନେଇ ସନ୍ଦିହାନ ।ଏହା ଏକ ଆଦିମ ଉତ୍ସୁକତା । ଆଉ ଏହାକୁ ଜୀବନ୍ତ କରିଦିଏ ଏମିତି କିଛି ଘଟଣା । ଠିକ ଯେମିତି ଘଟିଛି ଥାଇଲ୍ୟାଣ୍ଡରେ । ଏକ କୂଅରୁ ବାହାରୁଥିବା…

ସିରିଆକୁ ପ୍ରବେଶ କଲେ ବିଦ୍ରୋହୀ, ଭୟରେ ଦାମାସ୍କସ ଛାଡିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସିରିଆରେ ସ୍ଥିତି ଚିନ୍ତାଜନକ ରହିଛି । ବିଦ୍ରେହୀ ଗୋଷ୍ଠୀ ରାଜଧାନୀ ଦାମାସ୍କସରେ ପ୍ରେବଶ କରିଥିବା ନେଇ ଦାବି କରାଯାଉଛି । ତେବେ ବିଦ୍ରୋହ ଭୟରେ ରାଷ୍ଟ୍ରପତି ବଶାର ଅଲ ଅସଦ ଦାମାସ୍କସ ଛାଡି ପଳାଇଥିବା…

କଳିଯୁଗରେ ଭଗବାନ କୃଷ୍ଣଙ୍କ ଦେହରେ ବି ଲଗାଇଦେଲେ ନିଆଁ

ନୂଆଦିଲ୍ଲୀ: ବାଂଲାଦେଶରେ ବିରୋଧ ପ୍ରଦର୍ଶନକାରୀଙ୍କର ହିନ୍ଦୁ ଏବଂ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଶୁକ୍ରବାର ରାତିରେ ଢାକାର ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଥିବାର ଖବର ବର୍ତ୍ତମାନ ସାମ୍ନାକୁ…

ପ୍ଲେନ୍ ଭିତରେ S*X……, ଭିଡିଓ ଭାଇରାଲ କରିଦେଲେ ପାଇଲଟ, ସମାଲୋଚନା ପରେ ତଦନ୍ତ କରିବ କହିଲା କମ୍ପାନୀ

ନୂଆଦିଲ୍ଲୀ: କପୁଲ ଫ୍ଲାଇଟ୍ ଭିତରେ ସେକ୍ସ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି । ସୁଇସ୍ ଏୟାର…

ମାର୍ଶାଲ ଲ’ ଲାଗୁ କରିଥିବାରୁ କ୍ଷମା ମାଗିଲେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟେଓଲ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ-ୟିଓଲ ଚଳିତ ସପ୍ତାହରେ ମାର୍ଶାଲ ଲ' ଲାଗୁ କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟେଲିଭିଜନ୍ ଅଭିଭାଷଣରେ ସେ କହିଛନ୍ତି,…

୧୦୦-୧୦୨ ବର୍ଷରେ ବିବାହ କରି ପ୍ରକୃତ ପ୍ରେମର ଶିକ୍ଷା ଦେଲେ ବୃଦ୍ଧ ଦମ୍ପତି, ମିଳିଲା ଗିନିଜ୍ ବୁକ୍ ଆୱାର୍ଡ

ଓଡ଼ିଶା ଭାସ୍କର: ପ୍ରେମ କେବେ ଜାତି, ଧର୍ମ ଓ ବର୍ଣ୍ଣର ବାଛ ବିଚାର ରଖେ ନାହିଁ । ଏହା କେତେବେଳେ , କିପରି ଓ କାହା ସହ ହୋଇଥାଏ ତାହା ମଧ୍ୟ କାହାକୁ ଜଣାନାହିଁ । ପ୍ରେମର ଅନେକ ଅର୍ଥ ରହିଛି ଆଉ ତାକୁ ଯିଏ ଯେଉଁ…

ଟିକ୍‌ ଟକ୍‌ର ଆବେଦନକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, ବ୍ୟାନ୍ ହେବା ନେଇ ଖୁବ୍ ଶୀଘ୍ର ଘୋଷଣା

ନୂଆଦିଲ୍ଲୀ: ଟିକ୍‌ ଟକ୍‌ର ଆବେଦନ ଖାରଜ ହେବା ପରେ ଏବେ ଆମେରିକାରେ ସର୍ଟ ଭିଡିଓ ଆପ୍ ଟିକ୍‌ ଟକ୍‌କୁ  ଆଗାମୀ ଦିନରେ ବ୍ୟାନ୍ କରାଯାଇପାରେ । କମ୍ପାନୀ ଆଶା କରିଛି ଯେ ଟିକ୍ ଟକ୍ କୁ ନିଷିଦ୍ଧ କରିବା ଲକ୍ଷ ଲକ୍ଷ…

(VIDEO)ଛାତି ଥରାଇଲା ଭଳି ଭିଡିଓ, ପ୍ରଥମେ ଛାତ ଫଟେଇଲା ପରେ ଗୁରୁଣ୍ଡି ଗୁରୁଣ୍ଡି ଘରକୁ ଆସିଲା 80 କିଲୋର ଅଜଗର

ଭୁବନେଶ୍ବର: ଦେଶ ତଥା ବିଶ୍ବରୁ ପ୍ରତିଦିନ ଭୟଙ୍କର ଭିଡିଓ ଆସୁଛି । କେତେବେଳେ ସିଂହ, ଚିତାବାଘ ରାସ୍ତାରେ ପ୍ରବେଶ କରୁଛନ୍ତି ତ କେତେବେଳେ ଘରେ ସାପ ପ୍ରବେଶ କରୁଛି ।  ଏହାରି ଭିତରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ…