fbpx
Browsing Category

ବିଦେଶ

ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କଲା ‘ମୋକା’: ୨୮ କିମି ବେଗରେ ଗତି କରୁଛି ଭୀଷଣ ବାତ୍ୟା, ୫ ମୃତ

ନୂଆଦିଲ୍ଲୀ: ମିଆଁମାର-ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ମୋକା । ୨୮ କିମି ବେଗରେ ଗତି କରୁଛି ଅତ୍ୟନ୍ତ ଭୀଷଣ ବାତ୍ୟା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଅତିକ୍ରମ କରିଛି ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଥିଲା…

OTP ସ୍କାମ୍ ; ଓଡିଶାରୁ ପାକିସ୍ତାନ ଚେର ଲମ୍ବିଛି, ନୟାଗଡ ଓ ଯାଜପୁରରୁ ୩ ଜଣ ଗିରଫ

ଭୁବନେଶ୍ୱର : ଓଟିପି ସ୍କାମ ମାମଲାର ପର୍ଦ୍ଦାଫାସ ହୋଇଛି । ଓଡିଶାରୁ ପାକିସ୍ତାନ ପର୍ଯ୍ୟନ୍ତ ଚେର ଲମ୍ବିଛି । ଏନେଇ ଏସଟିଏଫ୍ ବଡ ଖୁଲାସ କରିଛନ୍ତି । ଓଟିପି ସ୍କାମ ମାମଲାରେ ନୟାଗଡ ଓ ଯାଜପୁର ରୁ କିଛି ଯୁବକ…

ଆରମ୍ଭ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ; ତାଣ୍ଡବ ରଚୁଛି ବାତ୍ୟା ‘ମୋଚା’

ଭୁବନେଶ୍ୱର : ରବିବାର ଦିନ ମିଆଁମାର ଏବଂ ବାଂଲାଦେଶ ଉପକୂଳରେ ବାତ୍ୟା ମୋଚା ତାଣ୍ଡବ ରଚୁଛି । ମିଳିଥିବା ଖବର ଅନୁଯାୟୀ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବହୁଛି…

ରବିବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋଚା’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଶକ୍ତିଶାଳୀ ଘୂର୍ଣ୍ଣିବଳୟ ବାତ୍ୟା ମୋଚା ରବିବାର ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରାଯାଇଛି । ମିଆଁମାର ଠାରୁ ୨୧୦ କିମି ଦୂରରେ ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି । ଦିଗ…

ରବିବାର ସକାଳୁ ପ୍ରବଳ କମ୍ପନ; ସକାଳ ୮ଟାରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୪.୩ ତୀବ୍ରତା

ନୂଆଦିଲ୍ଲୀ : ରବିବାର ସକାଳୁ ସକାଳୁ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରିଚ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା । । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮ଟା ୧୪ମିନିଟରେ ଅନୁଭୂତ ହୋଇଥିବା ଏହି…

ବ୍ରିଟେନରୁ ଭାରତକୁ ଫେରିବ କୋହିନୂର: ମୋଦୀ ସରକାରଙ୍କ ଯୋଜନାର ନେତୃତ୍ୱ ନେଉଛି ASI- ରିପୋର୍ଟ

ନୂଆଦିଲ୍ଲୀ: ଭାରତର ବହୁ ମୂଲ୍ୟବାନ କୋହିନୂର ହୀରା ପୁନର୍ବାର ଦେଶକୁ ଫେରିବା ନେଇ ଅନେକ ଥର ଅନେକ ଚର୍ଚ୍ଚା ହୋଇଛି । ମାତ୍ର କୋହିନୂର ଭାରତ ଫେରିବା ସମ୍ଭବ ହୋଇନାହିଁ । ବହୁ ବର୍ଷ ପୂର୍ବେ ଇଂରେଜମାନେ କୋହିନୂରକୁ…

ରୁଷର ଚାରୋଟି ସୈନ୍ୟ ବିମାନ ଉପରେ ଆକ୍ରମଣ, ୟୁକ୍ରେନ ସୀମା ପାଖରେ ହେଲା ବିସ୍ଫୋରଣ

ମସ୍କୋ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଉଭୟ ପକ୍ଷଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ଏହା ଜଣା ନାହିଁ ଯେ, ଏହି ସଂଗ୍ରାମ କେଉଁଠାରେ ବନ୍ଦ ହେବ, ବର୍ତ୍ତମାନ ଏହା ବହୁତ କଷ୍ଟକର। ଏହି ସମୟରେ ଏକ…

Harvard ୟୁନିଭରସିଟିର ବୈଜ୍ଞାନିକ ପ୍ରସ୍ତୁତ କରିବେ ନୂଆ ଆଣ୍ଟିବାୟୋଟିକ୍ ମେଡିସିନ: ଆଦି ମାନବଙ୍କ ଦାନ୍ତରୁ ମିଳିଲା ଏକ ବ୍ୟାକ୍ଟେରିଆ

ନୂଆଦିଲ୍ଲୀ: ମଣିଷ ଦୈନନ୍ଦିନ ଜୀବନରେ ଅନେକ ରୋଗର ସାମ୍ନା କରିଥାଏ । ଏହିସବୁ ରୋଗକୁ ଦୂରେଇବା ପାଇଁ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟର ସନ୍ଧାନ କରିବା ସହିତ ନୂଆ ମେଡିସିନ ପ୍ରସ୍ତୁତ କରିଥାନ୍ତି । ତେବେ ଏଣିକି ମଣିଷ…

କୁକୁର ପାଇଁ ବଡ ସେଲିବ୍ରେସନ୍ ; ଆସିବେ ବିଦେଶରୁ ଗେଷ୍ଟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ : କୁକୁର ପାଇଁ ଉତ୍ସବ ପାଳନ ହେବ ହୁଏତ ଆପଣ କେଉଁଠି ପଢିଥିବେ ବା ଦେଖିଥିବେ । କେତେକ ସ୍ଥାନରେ ପାରମ୍ପରିକ ବିଶ୍ୱାସ ଅନୁଯାୟୀ କୁକୁର ର ବିବାହ କରାଯାଏ ତ ଅନ୍ୟ କେଉଁଠି କେତେକ ଲୋକ ଅଧିକ ଭାବପ୍ରବଣ ହୋଇ…

ଇମ୍ରାନ ଖାନଙ୍କୁ ଜାମିନ : ଅଲ-କାଦିର ଟ୍ରଷ୍ଟ ମାମଲାରେ ୨ ସପ୍ତାହ ଯାଏଁ ବେଲ୍

ନୂଆଦିଲ୍ଲୀ : ଇସଲାମାବାଦ ହାଇକୋର୍ଟର ଏକ ଡିଭିଜନ୍ ବେଞ୍ଚ ଶୁକ୍ରବାର ଦିନ ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଦୁଇ ସପ୍ତାହ ପାଇଁ ଜାମିନ…