Browsing Category
ବିଦେଶ
୧୦ ବର୍ଷର ପୁଅ ଉପରେ ବସିଗଲା ଦେଢ଼ କ୍ୱିଣ୍ଟାଲର ମାଆ, ଶେଷରେ ଅଣନିଃଶ୍ୱାସୀ ହୋଇ…
ୱାଶିଂଟନ୍: ଜଣେ ମାଆ ପାଇଁ ଚାଲିଗଲା ପୁଅର ଜୀବନ । ଏହା ଠାରୁ ଦୁଃଖଦାୟକ ଆଉ କ'ଣ ହୋଇପାରେ ।
ଜଣେ ମହିଳା ଯାହାଙ୍କ ଓଜନ ପ୍ରାୟ ୧୫୪ କିଲୋଗ୍ରାମ ତାଙ୍କ ପୁଅ ଉପରେ ବସି ହତ୍ୟା କରିବା ଅଭିଯୋଗରେ ତାଙ୍କୁ ୬ ବର୍ଷ ଜେଣ…
“ରାଜନୀତି କରୁଛି BCCI”, ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଅଜବ ଅଭିଯୋଗ ଆଣିଲା PCB
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୯ରୁ ଆରମ୍ଭ ହେବାକୁ ଯାଉଛି।
ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ବିସିସିଆଇ ମଧ୍ୟରେ…
ତୁର୍କିର ରିସର୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ବର୍ତ୍ତମାନ ସୁଦ୍ଧା ଗଲାଣି 66 ଜୀବନ 51 ଗୁରତର
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ତୁର୍କୀର ବୋଲୁ ପ୍ରଦେଶର ଏକ ରିସର୍ଟରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଅତି କମରେ 66 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 51 ଜଣ ଗୁରୁତର ରହିଥିବା ସୂଚନା ରହିଛି । ଏନେଇ ସ୍ଥାନୀୟ…
ରୁଷିଆ ରାଡାର ହେବ ଭାରତର ଜାଗ୍ରତ ପ୍ରହରୀ, ୮୦୦୦ କିଲୋମିଟର ଦୂରରୁ ଜଣାପଡ଼ିବ ବିପଦ
ନୂଆଦିଲ୍ଲୀ,୨୧ା୧: ଭାରତ ଏବଂ ରୁଷିଆ ମଧ୍ୟରେ ବନ୍ଧୁତା ଦଶନ୍ଧି ପୁରୁଣା। ଏଥି ସହିତ ବର୍ତ୍ତମାନ ଏହି ଦୁଇ ଦେଶ ମଧ୍ୟରେ ବନ୍ଧୁତା ପ୍ରତିରକ୍ଷା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ଏବଂ ଏହି ସହଭାଗିତା ଭାରତର…
ଟ୍ରମ୍ପ ଶପଥ ନେବା ପରେ ୧୮ ହଜାର ପ୍ରବାସୀ ଭାରତୀୟଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି, ଫେରିପାରନ୍ତି ଭାରତ!
ୱାଶିଂଟନ,୨୧ା୧: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ମାତ୍ରେ ପ୍ରବାସୀ ଭାରତୀୟଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇଛି। ଏହି ସମୟରେ ବ୍ଲୁମବର୍ଗ ଦାବି କରିଛି ଯେ, ୧୮ ହଜାର ଅବୈଧ ପ୍ରବାସୀ ଭାରତୀୟ ଆମେରିକାରୁ…
ଆମେରିକାରେ ଲାଗିଲା ଏମର୍ଜେନ୍ସି: ସୀମାରେ ମୁତୟନ ହେବ US ସେନା, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତ ଉପରେ କ’ଣ ପକାଇବ ପ୍ରଭାବ
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ତୁରନ୍ତ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ଆମେରିକାର ଦକ୍ଷିଣ ସୀମାରେ ଏକ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ…
ପୁଣି ଭାରତ, ଚାଇନା, ରୁଷିଆକୁ ଧମକ ଦେଲେ ଟ୍ରମ୍ପ, ‘ଅଧିକ ଖୁସି ହୁଅ ନାହିଁ, ଭୟଙ୍କର ପରିଣାମ ହେବ…’,
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବା ପରଠାରୁ ଡୋନାଲ୍ଡ ଟ୍ରମ୍ପ ଆକ୍ସନ ମୋଡରେ ଅଛନ୍ତି। ସେ ପ୍ରଥମେ ଓଭାଲ୍ ଅଫିସ୍ ପହଞ୍ଚି ଅନେକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଥିଲେ। ବାଇଡେନ…
ତାଇବାନରେ ଭୟଙ୍କର ଭୂମିକମ୍ପ, ୬.୪ ତୀବ୍ରତାରେ ଥରିଲା ଭୂଇଁ, ଜାଣନ୍ତୁ ଅପଡେଟ୍ ରିପୋର୍ଟ
ନୂଆଦିଲ୍ଲୀ: ସୋମବାର ରାତିରେ ତାଇୱାନର ଦକ୍ଷିଣ ଭାଗରେ 6.4 ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ସ୍ଥାନୀୟ ସମୟ ମଧ୍ୟ ରାତି 12:17 ରେ ଏହି ଭୂମିକମ୍ପ ଅନୁଭୂତ…
‘WHO ଆମ ସହ ପକ୍ଷପତିତା କରିଛି’, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଛାଡିବା ପାଇଁ ଆମେରିକାକୁ ଟ୍ରମ୍ପଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ନିଜ ଶପଥ ଗ୍ରହଣର କିଛି ଘଣ୍ଟା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ବାହାରିବା ବୋଲି ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ ଏହି ସଂଗଠନ ଉପରେ…
ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ, କହିଲେ ଆମେ ପୁଣି ଏକାଠି ହୋଇ…
ନୂଆଦିଲ୍ଲୀ/ୱାଶିଂଟନ,୨୦ା୧: ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ନେଇଛନ୍ତି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । 'ଏକ୍ସ'ରେ ମୋଦୀ…