Browsing Category

ବିଦେଶ

ଇରାନ-ଇସ୍ରାଏଲ ଉତ୍ତେଜନାକୁ ନେଇ ଆଲର୍ଟରେ ଆମେରିକା, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ

ୱାଶିଂଟନ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି, ଆମେରିକା ତାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଏହି ପରାମର୍ଶରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ଥିବା ସମସ୍ତ…

5 ଦିନରେ 3ଟି ଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, କାନାଡାରେ G7 ବୈଠକରେ ହେବେ ସାମିଲ

ନୂଆଦିଲ୍ଲୀ: ଆଜିଠୁ ପ୍ରଧାନମନ୍ତ୍ରୀ ମୋଦିଙ୍କ 5 ଦିନିଆ ବିଦେଶ ଗସ୍ତ । ଅପରେସନ ସିନ୍ଦୂର ପରେ ପିଏମଙ୍କ ପ୍ରଥମ ବିଦେଶ ଗସ୍ତ । କାନାଡ଼ା, କ୍ରୋଏସିଆ ଓ ସାଇପ୍ରସ ଗସ୍ତରେ ଯିବେ ମୋଦି । କାନାଡ଼ାରେ ଆୟୋଜିତ G7 ବୈଠକରେ…

ଇରାନକୁ ନେତାନ୍ୟାହୁଙ୍କ କଡ଼ା ଧମକ: ତେହେରାନ ଆକାଶରେ ଦେଖାଯିବ ଇସ୍ରାଏଲର ଫାଇଟର ଜେଟ୍

ଜେରୁଜେଲମ୍,୧୪ା୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ଇରାନକୁ ଧମକ ଦେଇଛନ୍ତି। ନେତାନ୍ୟାହୁ ଏକ ଭିଡିଓ ବିବୃତ୍ତି ଜାରି କରି କହିଛନ୍ତି ଯେ, ଇସ୍ରାଏଲୀ ବାୟୁସେନାର ଲଢ଼ୁଆ ବିମାନଗୁଡ଼ିକ ଖୁବ୍…

ଦୁଇ ଜଣ ସାଂସଦଙ୍କ ଘରେ ପଶି ଗୁଳି କଲେ ଦୁର୍ବୃତ୍ତ, ଜଣଙ୍କର ମୃତ୍ୟୁ

ଆମେରିକା: ଭୟଙ୍କର କାଣ୍ଡ। ସାଂସଦଙ୍କ ଘରେ ପଶିଲେ ଆଉ ଗୁଳି କଲେ। ଜଣେ ନୁହେଁ ବରଂ ଏକାଥରେ ଦୁଇ ଜଣ ସାଂସଦଙ୍କ ଘରେ ପଶି ଦୁର୍ବୃତ୍ତମାନେ ସାଂସଦଙ୍କୁ ଗୁଳି କରିଛନ୍ତି। ଯେଉଁଥିରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏହି…

କରାଚୀରେ ପୁଣି କମ୍ପିଲା ପୃଥିବୀ: ଭୂକମ୍ପର ଝଟକା ଅନୁଭବ, ଜାଣନ୍ତୁ ତୀବ୍ରତା

କରାଚୀ: ପାକିସ୍ତାନର ସବୁଠୁ ବଡ଼ ସହର କରାଚୀରେ ଶନିବାର ଦିନ ଭୂକମ୍ପର ଝଟକା ଅନୁଭବ ହୋଇଛି। ନ୍ୟାସନାଲ ସିସମିକ ମନିଟରିଂ ସେଣ୍ଟର ଅନୁଯାୟୀ, ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୬ ରେକର୍ଡ କରାଯାଇଛି। ଏହାର…

‘‘11A’’ Mystery: 27 ବର୍ଷ ତଳର ବିମାନ ଦୁର୍ଘଟଣାରେ ବି ବଞ୍ଚି ଯାଇଥିଲେ ‘‘11A’’ ସିଟ୍‌ର ଯାତ୍ରୀ

ଅହମଦାବାଦ୍‌: ଅହମଦାବାଦ୍‌ ବିମାନ ଦୁର୍ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହି ଦୁର୍ଘଟଣାରେ ଯଦି କିଛି ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି‌; ତାହା ହେଉଛି ବିମାନରେ ଥିବା ‘‘11A’’ ସିଟ୍‌। ସମସ୍ତେ…

ନାତି ଦୋକାନରେ ଶୋଇଥିଲା, ଜେଜେମା’ ଚା’ ପ୍ରସ୍ତୁତ କରୁଥିଲେ, ହଠାତ୍ ଖସିଲା ଜଳନ୍ତା ବିମାନ

ଅହମ୍ମଦାବାଦ:  ମେଘାନୀନଗର ବିମାନ ଦୁର୍ଘଟଣା ଛାଡିଯାଇଛି ଅନେକ ଛାପ । ଅନେକ ମୃତଦେହ ଏବେ ଖୋଜୁଛି ପରିଚୟ । ଡିଏନ୍‌ଏ ରିପୋର୍ଟ ପରେ ସବୁକିଛି ସ୍ପଷ୍ଟ ହେଉଛି । ବିମାନ କ୍ରାସ ଛିଡାକରିଯାଇଛି ଅନେକ କରୁଣ କାହାଣୀ ।…

ବଢ଼ିଲା ଭାରତର ଟେନସନ୍: ଦେଶରେ ହୁ ହୁ ହୋଇ ବଢ଼ିବ ପେଟ୍ରୋଲ, ଡିଜେଲ୍, ଏଲପିଜି ଗ୍ୟାସ୍

ନୂଆଦିଲ୍ଲୀ: ଇସ୍ରାଏଲରୁ ଇରାନ ମଧ୍ୟରେ ଲାଗିରହିଛି  ଯୁଦ୍ଧ ସ୍ଥିତି । ଏଥିରେ ଦୁଇ ଦେଶ କ୍ଷତିଗ୍ରସ୍ତ ହେଲା ସହ ବିଶ୍ୱ ଉପରେ ବଡ଼ ପ୍ରଭାବ ପଡ଼ିବ; ଅନ୍ୟପଟେ ଭାରତକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଯଦି…

ଇସ୍ରାଏଲ ପଛରେ ଢାଲ ପରି ଛିଡ଼ା ହୋଇଛି ଆମେରିକା, ଇରାନୀ କ୍ଷେପଣାସ୍ତ୍ରକୁ ଅଟକାଇବାରେ କରୁଛି ସାହାଯ୍ୟ: ରିପୋର୍ଟ

ତେଲ ଆବିବ/ୱାସିଂଟନ: ଇରାନ ଦ୍ୱାରା ଇସ୍ରାଏଲ ଉପରେ ଆରମ୍ଭ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣକୁ ଅଟକାଇବାରେ ଆମେରିକା ସକ୍ରିୟ ଭାବେ ସାହାଯ୍ୟ କରୁଛି ବୋଲି ଶୁକ୍ରବାର ଏକ ରିପୋର୍ଟରୁ ଜଣାପଡ଼ିଛି।…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…