Browsing Category

ବିଦେଶ

ନେପାଳ ନୋଟରେ ବିଭ୍ରାନ୍ତିକର ଫଟୋ, ଭାରତର ଅଂଶକୁ କହୁଛି ନିଜର

ନୂଆଦିଲ୍ଲୀ: ପଡୋଶୀ ନେପାଳର ୧୦୦ ଟଙ୍କିଆ ନୋଟକୁ ନେଇ ବିବାଦ । ଏହା ପଛରେ ଚୀନର କୁଚକ୍ରାନ୍ତ ଥିବା କରାଯାଉଛି ଆଶଙ୍କା । ନେପାଳ ସରକାର ୧୦୦ ଟଙ୍କିଆର ନୂଆ ନୋଟ ଛାପିଛି । ଏଥିରେ ଥିବା ଚିତ୍ରରେ ଉତ୍ତରାଖଣ୍ଡର ଅଂଶକୁ…

ସ୍ପେନରେ ଜଳ ପ୍ରଳୟ, ମାତ୍ର ୮ ଘଣ୍ଟାର ବନ୍ୟାରେ ପୂର୍ବାଞ୍ଚଳ ଜଳପ୍ଲାବିତ, ୧୫୦ରୁ ଅଧିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସ୍ପେନରେ ମୂସଳ ବର୍ଷା ପାଇଁ ବନ୍ୟା ସୃଷ୍ଟି ହୋଇଛି । ପୂର୍ବ ସ୍ପେନରେ ପ୍ରକୃତି କରୁଛି ତାଣ୍ଡବ । ଗୁରୁବାର ରାତି ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୫୮ ଟପିଛି । ଅନେକ ଲୋକଙ୍କର ପତ୍ତା ମିଳୁନି । ସେନା ଓ…

ଆପଲ ଲଞ୍ଚ କଲା ନୂଆ ମ୍ୟାକ୍ ବୁକ୍ ପ୍ରୋ: ଶକ୍ତିଶାଳୀ ଚିପ୍ସ ଏବଂ ନାନୋ ଟେକ୍ସଚର ଡିସପ୍ଲେରେ ସଜ୍ଜିତ

ମୁମ୍ୱାଇ: ଆପଲ ଏହାର ନୂଆ ମ୍ୟାକ୍ ବୁକ୍ ପ୍ରୋ ମଡେଲ୍ ଲଞ୍ଚ କରିଛି, ଯେଉଁଥିରେ ଅତ୍ୟାଧୁନିକ ଏମ୍ ୪, ଏମ୍ ୪ ପ୍ରୋ ଏବଂ ଏମ୍ ୪ ମ୍ୟାକ୍ସ ଚିପସେଟ୍ ରହିଛି। ଏହି ନୂଆ ମ୍ୟାକ୍ ବୁକ୍ ପ୍ରୋ ମଡେଲ୍ ଗୁଡ଼ିକ ୧୪ ଇଞ୍ଚ ଏବଂ ୧୬…

ଜଳବାୟୁ ପରିବର୍ତ୍ତନ ହେତୁ ୨୦୭୦ ସୁଦ୍ଧା ଭାରତକୁ ୨୫ % ଜିଡିପିର ହେବ କ୍ଷତି; ADB ରିପୋର୍ଟରେ ଦାବି 

ନୂଆଦିଲ୍ଲୀ: ଉଚ୍ଚ ନିର୍ଗମନ ପରିପ୍ରେକ୍ଷୀରେ, ୨୦୭୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଏସିଆ ଏବଂ ପ୍ରଶାନ୍ତ ମହାସାଗରରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ୧୬.୯ ପ୍ରତିଶତ କ୍ଷତି ଘଟାଇପାରେ ଏବଂ ଭାରତର ଜିଡିପି ୨୪.୭…

ବ୍ରିକ୍ସ ଓ G-7 ମଧ୍ୟରେ ସମନ୍ୱୟ, ବିଶ୍ୱ ମଧ୍ୟସ୍ଥତା ଦିଗରେ ଭାରତର ଉତ୍କର୍ଷ ଭୂମିକାକୁ ଦର୍ଶାଉଛି

ନୂଆଦିଲ୍ଲୀ: ବ୍ରିକ୍ସରେ ଭାରତର ଭୂମିକା ବିଶ୍ୱ ରାଜନୈତିକ ପୃଷ୍ଠଭୂମିରେ ଶୀର୍ଷ ସ୍ଥାନକୁ ନେଇଛି । ଚୀନ, ଋଷ ପରି ବିକଶିତ ରାଷ୍ଟ୍ର ସହ ଦକ୍ଷତାର ସହ ସମ୍ପର୍କ ସ୍ଥାପନ କରିବା ଓ କାନାଡାକୁ ଛାଡିଦେଲେ ଜି-୭ରେ ଥିବା…

ଘରୁ ବାହାରୁଥିବା ଅଳିଆରେ ଫିଙ୍ଗାଯାଉଛି ସୁନା, ଲୁଟୁଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ କରାଚୀରେ ଥିବା ଏକ ଏନଜିଓର ଏକ ବ୍ୟାନର ସେଠାକାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବ୍ୟାନରରେ ଲେଖା ଯାଇଛି, ଅଳିଆ ଦିଅ, ସୁନା ନିଅ । ଗୁଲ ବହାଭ ଟ୍ରଷ୍ଟ ନାମକ ଏନଜିଓ ଏହି ନାରା…

ସ୍ପେନରେ ଉକ୍ରଟ ହେଉଛି ବନ୍ୟା ସ୍ଥିତି, ଆଜି ପୁଣି ଭାରି ବର୍ଷା ପାଇଁ ସତର୍କତା ଜାରି

ନୂଆଦିଲ୍ଲୀ: ସ୍ପେନରେ ବନ୍ୟା ତାଣ୍ଡବ ରଚି ଚାଲିଛି । ଏହି ବନ୍ୟାରେ ୯୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ବନ୍ୟାରେ ବାସଶୂନ୍ୟ ହୋଇଛନ୍ତି । ସ୍ପେନବାସୀଙ୍କ କହିବା କଥା, ସେମାନଙ୍କ ଜୀବନରେ ଆଗରୁ କେବେ ଏମିତି…

ଇଜରାଇଲ ଆକ୍ରମଣରେ ଘାଇଲା ହିଜବୁଲ୍ଲାହ, ଯୁଦ୍ଧ ବିରାମ ପ୍ରସ୍ତାବକୁ କରିଛି ଅପେକ୍ଷା

ନୂଆଦିଲ୍ଲୀ: ଇଜରାଇଲ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇପଡିଲାଣି ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହ । ତାର ଅବସ୍ଥା ଦେଖି ଲାଗୁଛି, ଖୁବ ଶୀଘ୍ର ସଂଗଠନ ଇଜରାଇଲ ନିକଟରେ କରିପାରେ ଆତ୍ମସମର୍ପଣ । ବୁଧବାର ଦିନ ସଂଗଠନର ନୂଆ…

(Video) ବିରାଟକାୟ ଆଖି ଧରି ମାଡି ଆସୁଛି ବଡ ବାତ୍ୟା! ଅକ୍ଟୋବର ଶେଷରେ ପୁଣି ମାଡ ହୋଇପାରେ

ନୂଆଦିଲ୍ଲୀ: ବାତ୍ୟା ଦାନାକୁ ଲୋକେ ଭୁଲି ନଥିବା ବେଳେ ଏକ ପୁଣି ଆଉ ଏକ ବାତ୍ୟା ଡରାଉଛି । ଅକ୍ଟୋବର ଶେଷରେ ଆଉ ଏକ ବାତ୍ୟା ମାଡ ହୋଇପାରେ । ବିଶାଳ ଆଖି ଧରି ବାତ୍ୟା ମୁହାଁଇଛି । ଘଣ୍ଟାପ୍ରତି ପବନର ବେଗ 250 କିମି…

କାନାଡାର ଗ୍ୟାଙ୍ଗଷ୍ଟର ହିଁ ଭାରତରେ ରଚୁଛନ୍ତି ଷଡଯନ୍ତ୍ର: RCMP

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଜାରି ଥିବା ବିବାଦ ମଧ୍ୟରେ ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସ (ଆରସିଏମପି)ର କମିଶନର ମାଇକ ଡ୍ୟୁହେମ ସ୍ୱୀକାର କରିଛନ୍ତି କି, କାନାଡାର ଅପରାଧୀ ଭାରତରର ଅପରାଧୀଙ୍କୁ ନିର୍ଦ୍ଦେଶ…