Browsing Category

ବିଦେଶ

୭.୧ ରିକ୍ଟର ତୀବ୍ର ଭୂମିକମ୍ପରେ ଥରିଲା ଦେଶ: ୨୦ ଲକ୍ଷରୁ ଅଧିକ ପରିବାରକୁ ବିଦ୍ୟୁତ ସେବା ବିଚ୍ଛିନ୍ନ

ଟୋକିଓ: ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନର ରାଜଧାନୀ ଟୋକିଓ । ଆଜି ଭୂମିକମ୍ପର ଝଟକାରେ ଜାପାନ ରାଜଧାନୀ ଥରହର ହୋଇ ଉଠିଛି । ନ୍ୟାସନାଲ ସେଣ୍ଟର୍ ଫର୍ ସେସମୋଲୋଜିର ରିପୋର୍ଟ ଅନୁଯାୟୀ, ସହରର ଉତ୍ତର-ପୂର୍ବରେ ୨୯୭…

ୟୁକ୍ରେନ ସହିତ ଯୁଦ୍ଧ ଭିତରେ ପାକିସ୍ତାନ ସହ ଏକ ବଡ ଚୁକ୍ତି କଲେ ଋଷ ରାଷ୍ଟ୍ରପତି ପୁତିନ

ନୂଆଦିଲ୍ଲୀ: ମସ୍କୋ ସହରକୁ ଆର୍ଥିକ ଭାବେ ଅଲଗା କରିବା ପାଇଁ ଆନ୍ତର୍ଜାତୀୟ ଚାପ ପ୍ରୟୋଗ ହେଉଥିବା ବେଳେ ଋଷ-ପାକିସ୍ତାନ ମଧ୍ୟରେ ହେଉଛି ଏକ ବଡ ଚୁକ୍ତି । ଋଷ ଦ୍ୱାରା ନିର୍ମିତ ପାଇପଲାଇନ ପ୍ରକଳ୍ପକୁ ଶେଷ କରିବା ପାଇଁ…

ଇସଲାମକୁ ନେଇ ୟୁଏନରେ ପାରିତ ହେଲା ପାକିସ୍ତାନର ପ୍ରସ୍ତାବ, ବିରୋଧ କଲେ ଭାରତ-ଫ୍ରାନ୍ସ

ନୂଆଦିଲ୍ଲୀ:  ଇସଲାମୋଫୋବିଆର ମୁକାବିଲା ପାଇଁ ମାର୍ଚ୍ଚ ୧୫ ତାରିଖକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବାକୁ ଆଗତ ପ୍ରସ୍ତାବ ମିଳିତ ଜାତିସଂଘ ମହାସଭାରେ ପାରିତ ହୋଇଛି। ଭାରତ ଅନ୍ତର୍ଜାତୀୟ ଇସଲାମୋଫୋବିଆ ଦିବସ…

ପ୍ରତିଶୋଧ ନେଲେ ପୁଟିନ୍, ରାଷ୍ଟ୍ରପତି ବାଇଡେନ୍ ଏବଂ ୟୁଏସ ଅଧିକାରୀଙ୍କ ଉପରେ ଲଗାଇଲେ କଟକଣା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷ ଉପରେ କଡା କଟକଣା ଲଗାଇଛନ୍ତି। ତେବେ ରୁଷ ପ୍ରତିଜବାବରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ହିଲାରୀ କ୍ଲିଣ୍ଟନ ସମେତ…

ନାଟୋରେ ସାମିଲ ହେଉ ନାହିଁ ୟୁକ୍ରେନ, ଯୁଦ୍ଧ ମଝିରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ବଡ ବୟାନ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଲଢେଇର ଆଜି ହେଉଛି ୨୦ମ ଦିନ। ରୁଷ ରାଷ୍ଟ୍ରପତି ଅନେକ ମୋର୍ଚ୍ଚାରେ କହି ସାରିଛନ୍ତି ଯେ, ୟୁକ୍ରେନ ନାଟୋରେ ସାମିଲ ହେବା ସେ କେବେ ବି ଚାହିଁବେ ନାହିଁ। ଏହା ରୁଷର ସାର୍ବଭୌମ…

ପାକିସ୍ତାନରେ ଭାରତର ମିସାଇଲ ପଡିବା ଘଟଣା: ଗୃହରେ ବିବୃତ୍ତି ରଖିଲେ ପ୍ରତିରକ୍ଷାମନ୍ତ୍ରୀ, ଆମେରିକା ଦେଲା ଏପରି ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ମାଟିରେ ଭାରତର ମିସାଇଲ ପଡିବା ଘଟଣାରେ ଆଜି ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ ବିବୃତ୍ତି ରଖିଛନ୍ତି । ଭୁଲବଶତଃ ଏଭଳି ଅଘଟଣ ଘଟିଥିବା ରାଜନାଥ କହିଛନ୍ତି । ତାଙ୍କ କହିବା…

ଚୀନରେ ପୁଣି ଉଗ୍ରରୂପ ନେଲାଣି କରୋନା, ୧୦ଟି ସହରରେ ଲାଗୁ ହେଲା ଲକଡାଉନ୍

ନୂଆଦିଲ୍ଲୀ: ପୁଣିଥରେ କରୋନା ମହାମାରୀ ସଂକ୍ରମଣ କରିବା ଆରମ୍ଭ କଲାଣି । ଚୀନରେ ପୁଣିଥରେ ଏକାଧିକ ସହରରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସେଠାରେ ଦିନକରେ ରେକର୍ଡ ୫୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ…

ୟୁକ୍ରେନ-ଋଷ ଯୁଦ୍ଧ ପ୍ରସଙ୍ଗ: ପୁତିନଙ୍କୁ ଲଢେଇର ଆହ୍ୱାନ ଦେଲେ ଏଲନ ମସ୍କ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଲଢେଇକୁ ୨୦ ଦିନ ବିତିବାକୁ ବସିଲାଣି । ୨୪ ଫେବୃୟାରୀରେ ଋଷିିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣକୁ ନେଇ ଭିନ୍ନ ଭିନ୍ନ ଢଙ୍ଗରେ ବିଶ୍ୱବାସୀ ପ୍ରତିକ୍ରିୟା ମଧ୍ୟ…

 ଯୁଦ୍ଧରେ ୧୭୬୧ ସାଧାରଣ ନାଗରିକ ମୃତାହତ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୧୭୬୧ ଜଣ ସାଧାରଣ ନାଗରିକ ମୃତାହତ ହୋଇଥିବା ସୂଚନା । ଯୁଦ୍ଧରେ ୬୩୬ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ୬୩୬ ସାଧାରଣ…

୧୩ ବର୍ଷ ଧରି ବଙ୍କା ହୋଇ ରହିଥିଲା ବେକ, ୨୫ ଲକ୍ଷ ଟଙ୍କାରେ ମିଳିଲା ଜୀବନଦାନ!

ବିଶ୍ୱରେ ଯେତିକି ଲୋକ ଅଛନ୍ତି, ତାଙ୍କ ସହ ଜଡ଼ିତ ସମସ୍ୟା ମଧ୍ୟ ସେତିକି ରହିଛି । କାହାର ସମସ୍ୟା ସାଧାରଣ ତ’ କାହାର ସମସ୍ୟା ବିଷୟରେ ଜାଣିଲେ କେହିବି ଆବାକ୍ ହୋଇଯିବ । ବର୍ତ୍ତମାନ ଏହିଭଳି ଜଣେ ପାକିସ୍ତାନୀ ଝିଅର…