Browsing Category

ବିଦେଶ

ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିବା ପରେ ପୁଣି ଅଲଗା ହେଲେ ଏଲନ୍ ମସ୍କ ଓ ଗ୍ରିମ୍ସ

ନୂଆଦିଲ୍ଲୀ: ୩ ବର୍ଷରୁ ଅଧିକ ସମୟ ଏକାଠି ରହିବା ପରେ ଅଲଗା ହେଲେ ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ଗ୍ରିମ୍ସ । ନିକଟରେ ଏହି କପଲ୍ ସରୋଗେସୀ ଜରିଆରେ ନିଜର ଦ୍ୱିତୀୟ ସନ୍ତାନକୁ ସ୍ୱାଗତ କରିଥିଲେ । ମଙ୍ଗଳବାର ଦିନ ଗ୍ରିମ୍ସ…

ରୁଷ ପାଇଁ ଅସ୍ତ୍ର ଶସ୍ତ୍ର ସଙ୍କଟ, ଚୀନଠୁ ଲୋଡିଲା ସହାୟତା, ଚିନ୍ତାରେ ଭାରତ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧକୁ 19 ଦିନ ବିତି ଯାଇଛି। ଏହା ମଧ୍ୟରେ ଆମେରିକା ମିଡିଆ ଦାବି କରିଛି ୟୁକ୍ରେନରେ ଆକ୍ରମଣ ଆହୁରି ଜୋରଦାର କରିବା ପାଇଁ ରୁଷ ଏବେ ଚୀନର ସହାୟତା ଲୋଡିଛି। ୟୁକ୍ରେନ ଦଖଲ…

(Video)ରହସ୍ୟମୟୀ ସାପ, ଦେଖିବାକୁ ଲତା ପରି ଓ ବିପଦଜନକ ମଧ୍ୟ; ବୈଜ୍ଞାନିକ ମାନେ ବି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ତଥା ସରୀସୃପ ଦେଖିବାକୁ ମିଳେ । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ । ଏହିପରି ଏକ ସରୀସୃପ ଥାଇଲାଣ୍ଡରେ ଦେଖିବାକୁ ମିଳିଛି । ଏହା ଏକ ସାପ । ଦେଖିବାକୁ…

କାନାଡାରେ ସଡ଼କ ଦୁର୍ଘଟଣାରେ ୫ ଭାରତୀୟ ଛାତ୍ର ମୃତ

ନୂଆଦିଲ୍ଲୀ: କାନାଡାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଯେଉଁଥିରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ଶନିବାର ଦିନ ଘଟିଛି । ଓଟାରିଓ ହାଇୱେରେ ଏହି ଦୁର୍ଘଟଣା ଘଟିଥିବା ସୂଚନା । ୫ ଜଣ…

ଆକାଶରୁ ହଠାତ୍ ଖସିଲା ଏକ ଚମତ୍କାରୀ ପଥର, ରାତାରାତି କୋଟିପତି ପାଲଟିଗଲେ ଯୁବକ

ନୂଆଦିଲ୍ଲୀ: ଅନେକ ସମୟରେ ଏ ଦୁନିଆରେ କିଛି ଲୋକଙ୍କ ସହିତ ଅବିଶ୍ୱସନୀୟ ଘଟଣା ସବୁ ଘଟିଥାଏ । ଏହି କଥାକୁ ଆଖିରେ ଦେଖିବା ନ ଦେଖିବା ପର୍ଯ୍ୟନ୍ତ କେହି ବି ବିଶ୍ୱାସ କରନ୍ତି ନାହିଁ । ତେବେ କଥାଟି ହେଉଛି, ଆକାଶରୁ…

ଯୁଦ୍ଧରେ ୫୯୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତର ଭାବରେ ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି । ବର୍ତ୍ତମାନ ସେମାନେ ରାଜଧାନୀ କିଭ୍ ଉପରେ ହମଲା କରିବା ପାଇଁ ମାଡ଼ି…

ଆଜି ରୁଷିଆ-ୟୁକ୍ରେନ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ କଥାବାର୍ତ୍ତା

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ମଧ୍ୟରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଭର୍ଚୁଆଲ ମୋଡରେ ଉଭୟ ଦେଶର ପ୍ରତିନିଧିଙ୍କ କଥାବାର୍ତ୍ତା ହେବ । ପୂର୍ବରୁ ୩ ଥର ଆଲୋଚନା ହୋଇଥିଲେ ବି ସମାଧାନର ବାଟ ବାହାରି…

ପୁଣି ଋଷର ଏୟାରଷ୍ଟ୍ରାଇକ: ୩୫ ଜଣଙ୍କ ମୃତ୍ୟୁ ସହିତ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗତ ୧୮ ଦିନରୁ ଆକ୍ରମଣ କରି ଚାଲିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବଜା କରିବାରେ ସଫଳ ହେଉଛି ପୁତିନ ସେନା । ଆଜି ଋଷ ତରଫରୁ ଏକ ଏୟାର ଷ୍ଟ୍ରାଇକ ହୋଇଛି ଯେଉଁଥିରେ ୩୫ ଜଣ ପ୍ରାଣ…

ଡରାଉଛି ଅଦ୍ଭୁତ ରୋଗ: ଅଜଣା ବେମାରୀ ଭୟରେ ସ୍କୁଲ ଯାଇ ପାରିଲାନି ୭ ବର୍ଷର ଛୁଆ, ସାହାଯ୍ୟକୁ ଅପେକ୍ଷା

ଦୁନିଆରେ ଏମିତି ଅନେକ ରୋଗ ଅଛି ଯାହା ବିଷୟରେ ଖୁବ କମ ଲୋକଙ୍କୁ ହିଁ ଜଣାଥିବ । କିନ୍ତୁ ଏହାର ପ୍ରଭାବ ଖୁବ ଭୟଙ୍କର ଏବଂ ତୀବ୍ର ହୋଇଥାଏ । ଏମିତି ଏକ ଦୁର୍ଲଭ ରୋଗର ଶିକାର ହୋଇଛନ୍ତି ବ୍ରିଟେନର ଜଣେ ୭ ର୍ବେର ବାଳକକୁ…

(Video)ଆମେରିକା ଦୂତାବାସ ଉପରେ ୧୨ଟି ମିସାଇଲ୍ ମାଡ଼

ୱାଶିଂଟନ୍: ଇରାକରେ ଆମେରିକା ଦୂତାବାସ ଉପରେ ଆକ୍ରମଣ ହୋଇଛି । ଦୂତାବାସ ଉପରେ ୧୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ମିଳିଛି । ଇରବିଲ୍ ସ୍ଥିତ ଦୂତାବାସ ଉପରେ ମିସାଇଲ୍ ମାଡ଼ କରାଯାଇଥିବା ସୂଚନା ରହିଛି…