Browsing Category

ବିଦେଶ

୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ, ଆହୁରି ୫୬୮ଜଣ ଜେଲ୍‌ରେ ବନ୍ଦୀ

ନୂଆଦିଲ୍ଲୀ: ପାକିସ୍ତାନରେ ଜେଲରେ ଥିବା ୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଛାଡିଲା ପାକିସ୍ତାନ ।ପାକିସ୍ତାନର ଆଞ୍ଚଳିକ ଜଳ ସୀମା ଭିତରେ ବେଆଇନ ଅନୁ ପ୍ରବେଶ ଅଭିଯୋଗ କରି ପାକିସ୍ତାନ ସୀମା ସୁରକ୍ଷା ବାହିନୀ ଭାରତୀୟ…

ଆଫଗାନିସ୍ତାନକୁ କବଜା କରିବା ପରେ ଏହି ଦେଶ ସହ ପ୍ରଥମ ବାର୍ତ୍ତା ଆରମ୍ଭ କଲା ତାଲିବାନ

ନୂଆଦିଲ୍ଲୀ : ଗତ ବର୍ଷ ଅଗଷ୍ଟ ମାରେ ଆଫଗାନିସ୍ତାନକୁ ନିଜର ସଂପୂର୍ଣ୍ଣ ଅକ୍ତିକାରକୁ ଆଣିବା ପରେ ତାଲିବାନ ପ୍ରଥମ ଥର ୟୁରୋପରେ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ଆରମ୍ଭ କରି ଦେଇଛି। ନରଓ୍ଵେର ରାଜଧାନୀ ଓସ୍ଲୋ ସ୍ଥିତ ଏକ…

ଓମିକ୍ରନକୁ ନେଇ ପୁଣି ଡରାଇଲା WHO: ଆହୁରି ରୂପ ବଦଳେଇବ କରୋନା

ନୂଆଦିଲ୍ଳୀ: ଓମିକ୍ରନ ଭାଇରସକୁ ନେଇ ପୁଣି ଡରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହି ଭାରିଆଣ୍ଟଟି କରୋନାର ଶେଷ ଭାରିଆଣ୍ଟ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟେସୁସ । କରୋନା…

୬୭ ବର୍ଷ ଥରେ ମାତ୍ର ଗାଧୋଇ ନାହିଁ ଏଇ ମଣିଷ! ରାସ୍ତାକଡ଼ର ପଚାସଢ଼ା ଖାଦ୍ୟ ଖାଇ ବି ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: ଆଜି ବି ଏ ବିଶ୍ୱରେ ଏପରି କିଛି ମଣିଷ ବଞ୍ଚିଛନ୍ତି, ଯେଉଁମାନେ କି ଅବିଶ୍ୱସନୀୟ କାର୍ଯ୍ୟ କରି ସମସ୍ତକୁ ଚକିତ କରିଦେଇଥାନ୍ତି । କିଛି ଲୋକ କେବଳ ବାଲି ଖାଇ ବଞ୍ଚୁଥିବା ବେଳେ ଆଉ କିଏ ପଥର ଖାଇ ବଞ୍ଚୁଥିବା…

ବୁଡ଼ିବାକୁ ବସିଲାଣି ପାକିସ୍ତାନ, ଇମ୍ରାନଙ୍କ ମୁଣ୍ଡ କାମ କରୁନି: ଏକ ଡଲାରର ମୂଲ୍ୟ ୨୦୦ ପାକିସ୍ତାନ ରୁପି

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ତଥା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ପାକିସ୍ତାନରେ ଦେବାଳିଆ ଭଳି ପରିସ୍ଥିତି ଉପୁଜିଛି । ସ୍ଥିତି ଏପରି ହେଲାଣି ଯେ, ସେଠାରେ ସମସ୍ତ ଅତ୍ୟାବଶ୍ୟକ…

ଅରୁଣାଞ୍ଚଳ ପ୍ରଦେଶରୁ ଅପହୃତ ଯୁବକ ଚୀନରୁ ଠାବ, PLA ପକ୍ଷରୁ ଭାରତୀୟ ସେନାକୁ ଦିଆଗଲା ସୂଚନା

ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ଭାରତୀୟ ଯୁବକଙ୍କୁ ଚୀନ ସୀମା ଭିତରୁ ଠାବ କରାଯାଇଛି । ଚୀନୀ ସେନା ମାନେ ଭାରତୀୟ ସେନାକୁ ଏ ସମ୍ପର୍କରେ ସୁଚନା ଦେଇଛନ୍ତି । ଏହି ଯୁବକଙ୍କୁ ଭାରତ ଫେରାଇ…

ଓମିକ୍ରନ୍ ସଂକ୍ରମଣ ପାଇଁ ଅଟକିଲା ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡାଙ୍କ ବିବାହ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ ମାମଲା ଦୃତ ଗତିରେ ବଢୁଛି । ଏହାକୁ ନେଇ ବିଭିନ୍ନ ଦେଶରେ ଏବେ ଚିନ୍ତାଜନକ ପରିସ୍ଥିତି ଲାଗି ରହିଛି । ବର୍ତ୍ତମାନ ଏହାକୁ ନଜରରେ ରଖି ନ୍ୟୁଜିଲାଣ୍ଡ…

ଏହାକୁ କହନ୍ତି ଭାଗ୍ୟ: କେବଳ ସେଲଫି ବିକ୍ରି କରି ରୋଜଗାର କଲେ ୭ କୋଟି

ନୂଆଦିଲ୍ଲୀ: ସେଲଫିକୁ ସାଧାରଣତଃ ଯୁବପୀଢ଼ିମାନେ ଏକ ଫେସନ୍ ଭାବେ ଗ୍ରହଣ କରିଥାନ୍ତି । ତେବେ ଯଦି ଆପଣଙ୍କୁ କୁହାଯିବ ଏଥିରୁ ଆପଣ କୋଟି କୋଟି ଟଙ୍କା ଇନକମ କରିପାରିବେ, ଏକଥାକୁ କେହି ସହଜରେ ବିଶ୍ୱାସ କରିବେ ନାହିଁ ।…

ଚିକିତ୍ସା ଅବସ୍ଥାରେ ପ୍ରାଣ ହରାଇଲା ବିଲେଇ, କ୍ରୋଧାନ୍ୱିତ ହୋଇ ଡାକ୍ତରଙ୍କୁ ଅଢ଼େଇ କୋଟି ମାଗିଲେ ମହିଳା

ଆମ ସମାଜରେ ଅନେକ ସମୟରେ ବିଭିନ୍ନ ପ୍ରକାର ଅଜବ ଘଟଣାସବୁ ଦେଖିବାକୁ ମିଳିଥାଏ । ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ପାକିସ୍ତାନରେ । ଗୋଟିଏ ପୋଷା ବିଲେଇର ମୃତ୍ୟୁକୁ ନେଇ ଜଣେ ମହିଳା ଡାକ୍ତରଙ୍କ ଉପରେ ୨.୫ କୋଟିର…

କରୋନା ଚିହ୍ନଟ କରିବ ଚିପ୍: ଆଗୁଆ ସତର୍କ କରାଇବା ସହିତ ଭୂତାଣୁ ଠାରୁ ଦେବ ସୁରକ୍ଷା

ନୂଆଦିଲ୍ଳୀ: ସାରା ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ । କରୋନା ଟୀକା ମଧ୍ୟ ଅନେକ ଜାଗାରେ ମାରିଛି ଫେଲ । ଅଜଣା ଜାଗା ଆଉ ଜିନିଷରୁ ବ୍ୟାପୁଛି ଏହି ଖତରନାକ ଭାଇରସ । କିନ୍ତୁ ଖୁବଶୀଘ୍ର କରୋନା କବଳରୁ ରକ୍ଷା…