Browsing Category

ବିଦେଶ

ଭାରତରେ ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି, ଅଧ୍ୟକ୍ଷ ସ୍ଥିର କରି ପାରୁନି, ସେପଟେ ୟୁରୋପ ୟୁନିଟର ଚିଫ୍ ଚୟନ କଲା କଂଗ୍ରେସ

ନୂଆଦିଲ୍ଲୀ : କ୍ରମାଗତ ଦୁଇ ଲୋକସଭା ନିର୍ବାଚନ ଏବଂ ଗୋଟିଏ ପରେ ଗୋଟିଏ ଅନେକ ବିଧାନସଭା ନିର୍ବାଚନ  ହାରିବା ପରେ ଭାରତରେ ନିଜର ଅସ୍ଥିତ୍ଵ ବଞ୍ଚାଇବାକୁ ସଂଘର୍ଷ କରୁଛି କଂଗ୍ରେସ। ଯେଉଁ କିଛି ରାଜ୍ୟରେ ଦଳ ସରକାରରେ…

କୋପା ଆମେରିକା: ୨୮ ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ମୁକୁଟ ପିନ୍ଧିଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା…

ଆଜି ମହାକାଶକୁ ଯାତ୍ରା କରିବେ ଭାରତୀୟ ବଂଶୋଦ୍ଭାବ ଶିରିସା ବନ୍ଦଲା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କଳ୍ପନା ଚାୱଲା ଓ ସୁନିତା ୱିଲିୟମ୍ସଙ୍କ ପରେ ଏବେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ମହାକାଶକୁ ଯାତ୍ରା କରିବେ । ତୃତୀୟ ଭାରତୀୟ ବଂଶୋଦ୍ଭବ ଭାବେ ଶିରିସା ବନ୍ଦଲା ଆଜି ମେକ୍ସିକୋରୁ ମହାକାଶ…

ଛେଳିର ଓଜନ ୩୧୪ କିଲୋ, ପ୍ରତିଯୋଗିତାରେ ଜିତିଲା ପ୍ରଥମ ପୁରସ୍କାର, ୫ ଲକ୍ଷ ପାଇଲେ ମାଲିକ

ନୂଆଦିଲ୍ଲୀ: ଆଜିକାଲି ପାକିସ୍ତାନରେ ଗୋଟିଏ ଛେଳି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଛେଳି ତିନି କ୍ୱିଣ୍ଟାଲରୁ ଅଧିକ ଅଟେ । କୌତୁହଳର ବିଷୟ, ପାକିସ୍ତାନରେ ଆୟୋଜିତ ଏକ ଓଜନିଆ ପ୍ରତିଯୋଗିତାରେ ଏହା ପ୍ରଥମ ଟାଇଟଲ୍…

ସାବୁନ୍ ବଞ୍ଚାଇବା ପାଇଁ ୱାଶିଂମେସିନରେ ଧୁଅନ୍ତି କପଡ଼ା, ଜାଣନ୍ତୁ ଦୁନିଆର ‘ମହାକଞ୍ଜୁସ୍’ ମହିଳାଙ୍କ ବିଷୟରେ

ନୂଆଦିଲ୍ଲୀ: ପ୍ରତିଟି ମଣିଷ ନିଜର ସ୍ୱପ୍ନ ପୂରଣ କରିବାକୁ ସେଭିଂସ୍ କରିଥାଏ । ହେଲେ କିଛି ଏମିତି ଲୋକ ରହିଛନ୍ତି ଯେଉଁ ମାନେ ସେଭ୍ କରିବା ଚକରରେ ନିଜର ଜରୁରୀ ଜିନିଷକୁ ବି କିଣନ୍ତି ନାହିଁ । ତେଣୁ ଲୋକମାନେ ଏହିଭଳି…

୧୦ ବର୍ଷ ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କୁ କଣ୍ଡୋମ୍ ଫ୍ରି, ଜାଣନ୍ତୁ କେଉଁଠି

ୱାଶିଂଟନ୍: ଆମେରିକାର ଚିକାଗୋରେ ସ୍କୁଲ ପିଲାଙ୍କ ପାଇଁ ଅଜବ ଗଜବ ନିୟମ ଜାରି କରାଯାଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସ୍କୁଲ୍ ପାଇଁ ଜାରି ହୋଇଥିବା ନୂଆ ପଲିସି ମୁତାବକ, ୫ମ ଶ୍ରେଣୀ…

ନ୍ୟୁଜିଲାଣ୍ଡ ୟୁ-ଟ୍ୟୁବରଙ୍କୁ ବ୍ଲାକ୍ ଲିଷ୍ଟ କଲେ ଭାରତ ସରକାର, ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ପତ୍ନୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଲୋକପ୍ରିୟ ୟୁ-ଟ୍ୟୁବର୍ କାର୍ଲ ଏଡୱର୍ଡ ରାଇସ୍ ଓରଫ୍ ରକ୍ ଙ୍କୁ ଭାରତ ସରକାରଙ୍କ ପକ୍ଷରୁ ବ୍ଲାକ୍ ଲିଷ୍ଟ ରେ ପକାଇଦିଆଯାଇଛି । ତେବେ ଏହାପରେ ତାଙ୍କୁ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ…

ଚୀନ ତିଆରି କରୁଛି ଶହେରୁ ଅଧିକ ପରମାଣୁ ମିସାଇଲ୍, ସାଟେଲାଇଟ୍ ଇମେଜରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଗତବର୍ଷ ଠାରୁ ବିବାଦ ଲାଗି ରହିଛି । ଯାହା ଏଯାବତ୍ ଥମିବାର ନାଁ ଧରୁନି । ବିଭିନ୍ନ ରାଉଣ୍ଡରେ ବୈଠକ ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରୁନି । ଇତି ମଧ୍ୟରେ ଅନେକ…

ବାଂଲାଦେଶ ଜୁସ୍‌ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ୫୨ ମୃତ, ୫୦ରୁ ଅଧିକ ଆହତ

ଢାକା,(ଓଡ଼ିଶା ଭାସ୍କର): ବାଂଲାଦେଶର ଏକ କାରଖାନାରେ ଶୁକ୍ରବାର ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏଥିସହ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି ।…

ଅଶ୍ୱତ୍ଥାମା ହେବ ଆମେରିକୀୟ ସେନା!

ୱାଶିଂଟନ୍: ମହାଭାରତର ଚରିତ୍ର ଅଶ୍ୱତ୍ଥାମା । ଅମର ରହିବାର ବର ପାଇଥିବା ଅଶ୍ୱତ୍ଥାମା ନିଜ ବୟସ କମ କରିବାର ଶକ୍ତି ପାଇଥିଲେ । ସମାନ ଢଙ୍ଗରେ ଆମେରିକୀୟ ସେନା ମଧ୍ୟ ସେହିଭଳି କିଛି ସଫଳତା ହାସଲ କରିବାକୁ ଯାଉଛି ।…