
Browsing Category
ବିଦେଶ
ତଳିତଳାନ୍ତ ଅବସ୍ଥାରେ ରୁଷ, ଦେଶରେ Visa ଓ Mastercard ସେବା ମଧ୍ୟ ହେଲା ବନ୍ଦ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ହମଲା କରିବା ପରଠାରୁ ରୁଷକୁ ଏକ ବଡ଼ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡ଼ୁଛି । ଆମେରିକାର ନେତୃତ୍ୱରେ ପଶ୍ଚିମ ଦେଶ ଗୁଡ଼ିକ ରୁଷ ଉପରେ କଠୋର ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଲାଗିଛି…
ଋଷ ବିରୋଧରେ ସାଙ୍କସନ୍ ଯୁଦ୍ଧ ସହିତ ସମାନ: ସମଗ୍ର ବିଶ୍ୱକୁ ଚେତାବନୀ ଦେଲେ ପୁତିନ
ନୂଆଦିଲ୍ଲୀ: ଋଷ ବିରୋଧରେ ବିଶ୍ୱର ଅର୍ଦ୍ଧାଧିକ ରାଷ୍ଟ୍ର ଋଷ ବିରୋଧରେ ସାଙ୍କସନ ଲଗାଇଛନ୍ତି । ୧୧ ଦିନରେ ଯୁଦ୍ଧ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ୨୧ଟି…
ମିକୋଲେଭକୁ ପୁନର୍ବାର ଅଧିକାର କଲା ୟୁକ୍ରେନ୍: ଋଷୀୟ ଅସ୍ତ୍ରଶସ୍ତ୍ର ଜବତ,ଏମ ଆଇ-୨୪ ଖସାଇଦେଲା ୟୁକ୍ରେନ[Video]
ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଲଢେଇ ୧୧ ତମ ଦିନରେ ପହଞ୍ଚିଥିବା ବେଳେ ୟୁକ୍ରେନକୁ ମିଳିଛି ଆଉ ଏକ ସଫଳତା । ଋଷୀୟ ସୈନିକ ମାନଙ୍କୁ ବିତାଡିତ କରିବା ସହିତ ମିକୋଲେଭକୁ ପୁନର୍ବାର ଅକ୍ତିଆର କରିଛି ୟୁକ୍ରେନ୍ ।…
ୟୁକ୍ରେନ ସଂକଟକୁ ନେଇ ପୁଣି ମୋଦୀଙ୍କ ସମୀକ୍ଷା: ଏବେବି ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଉପରେ ଗୁରୁତ୍ତ୍ୱ
ନୂଆଦିଲ୍ଲୀ: ୟୁକ୍ରେନ ସଂକଟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶନିବାର ପୁଣି ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତ ରହିଥିଲେ ଏଥିରେ ୟୁକ୍ରେନର ସୁମୀରେ ଫସିଥିବା…
ବରଫ ତରଳାଇ ପିଉଛନ୍ତି ପାଣି, ସୁମୀରେ ଫସିଥିବା ଭାରତୀୟ ଛାତ୍ରୀ ବଖାଣିଲେ ଯୁଦ୍ଧର ମାହୋଲ
ନୂଆଦିଲ୍ଲୀ: ଦଶମ ଦିନରେ ପହଞ୍ଚିଛି ୟୁକ୍ରେନ ଉପରେ ଋଷର ଆକ୍ରମଣ । ୟୁକ୍ରେନରେ ଚାରିଆଡ଼େ ଯୁଦ୍ଧ ବିଭୀଷିକା । ଯୁଦ୍ଧ ଯୋଗୁଁ ୟୁକ୍ରେନ ଛାଡ଼ୁଛନ୍ତି ପ୍ରବାସୀ । ଭାରତ ସରକାର ଋଷରେ ଫସିଥିବା ଭାରତୀୟ ନାଗରିକ ଏବଂ…
ସୁମିରେ ଫସି ରହିଛନ୍ତି ୭୦୦ ଭାରତୀୟ ଛାତ୍ରଛାତ୍ରୀ: ସେଫ୍ ପାସେଜ୍ ପାଇଁ ଉଭୟ ରାଷ୍ଟ୍ରକୁ ବୈଦେଶିକ ମନ୍ତ୍ରାଳୟର ଅନୁରୋଧ
ନୂଆଦିଲ୍ଳୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପାଇଁ ଭାରତର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ୭୦୦ ଛାତ୍ରଛାତ୍ରୀ ସୁମି ସହରରେ ଫସି ରହିଛନ୍ତି । ଏହି ଛାତ୍ରଛାତ୍ରୀଙ୍କ…
ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ଚଳାଇଲେ ଋଷ ସେନା: ଦେଖନ୍ତୁ ଛାତିଥରା ଭିଡିଓ
ନୂଆଦିଲ୍ଳୀ: ୧୧ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଋଷ ସେନା ଦିନକୁ ଦିନ ୟୁକ୍ରେନ ମଧ୍ୟକୁ ପଶିବାରେ ଲାଗିଛନ୍ତି । ଋଷ ସେନାକୁ ୟୁକ୍ରେନର ନାଗରିକ ମାନେ ପ୍ରତିବାଦ କରିବାରେ ଲାଗିଛନ୍ତି । ତେବେ ଏମିତି ଏକ ଭିଡକୁ…
ଭାରତ ଆକାଶରେ ଉଡିଲା ପାକିସ୍ତାନୀ ଡ୍ରୋନ୍: ହାଇ ଆଲର୍ଟରେ ଗୁଇନ୍ଦା ବିଭାଗ
ନୂଆଦିଲ୍ଳୀ: ପୁଣି ଭାରତ ଆକାଶରେ ଦୃଶ୍ୟମାନ ହେଲା ପାକିସ୍ତାନ ଡ୍ରୋନ । ଜମ୍ମୁର ଅର୍ନିଆ ଅଞ୍ଚଳର ଅନ୍ତର୍ଜାତୀୟ ସୀମା ନିକଟରେ ଏକ ସନ୍ଦିଗ୍ଧ ପାକିସ୍ତାନ ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିଥିଲା। ଏହାପରେ ସୀମା ସୁରକ୍ଷା…
କେବେ ସମାପ୍ତ ହେବ ଯୁଦ୍ଧ ? ସୋମବାର ଆଇସିଜେରେ ମୁହାଁମୁହିଁ ହେବେ ୟୁକ୍ରେନ ଓ ରୁଷ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି। କିଭ୍ ଦଖଲ ପାଇଁ ରୁଷ ନିର୍ଣ୍ଣାୟକ ଲଢେଇ କରିବା ମୁଡରେ ରହିଛି। ସେଥିପାଇଁ ୟୁକ୍ରେନର ରାଜଧାନୀ କିଭ୍ ଉପରେ କ୍ଷେପଣାସ୍ତ୍ର ମାଡ କରିବା ସହ ଘନ ଘନ ବୋମା ବର୍ଷଣ…
ୟୁକ୍ରେନରେ ସାମୟିକ ଅସ୍ତ୍ରବିରତି ଘୋଷଣା କଲା ରୁଷ: କ’ଣ ଅଟକିଯିବ ଯୁଦ୍ଧ?
ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆସିଛି ବଡ଼ ଖବର । ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରିଛି ରୁଷ । ମାରିୟୁପୋଲ ଓ ବୋଲନବାଖା ସହରରେ ସସାମୟିକ ଅସ୍ତ୍ରବିରତି ଘୋଷଣା ନେଇ ସୂଚନା ମିଳିଛି । ଯୁଦ୍ଧ…