Browsing Category

ବିଦେଶ

ମଦ ନିଶାରେ ଚୁର୍ ଥିଲେ ବାପା-ମା’, ୧୪ ମହଲା ତଳକୁ ଖସିଗଲା ଦେଢ଼ ବର୍ଷର ଛୁଆ

ମସ୍କୋ: ମଦ ନିଶାରେ ଦମ୍ପତି ଚୁର୍ ଥିବା ବେଳେ ଅଜାଣତରେ ଘଟିଗଲା ଏପରି ଏକ ଘଟଣା । ଯାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୁଷରେ ଗୋଟିଏ ଦମ୍ପତି ମଦ ନିଶାରେ ଚୁର୍ ହୋଇ ରହିଥିଲେ । ମଦ ନିଶାରେ ସେମାନେ ନିଜ…

ଏ କି ପ୍ରେମ! ପ୍ରୋପୋଜାଲ୍ ସ୍ୱୀକାର ନ କରିବାରୁ ରାଗରେ ଯୁବତୀଙ୍କ ଛାତିରେ ଛୁରି ଭୁସି ମାରିଦେଲା ଅଭିଯୁକ୍ତ

ବ୍ରାସିଲିୟା: ବ୍ରାଜିଲ୍ ରୁ ହତ୍ୟା ଘଟଣା ନେଇ ଏକ ଅଭାବନୀୟ ଖବର ସାମନାକୁ ଆସିଛି । ସେଠାରେ ଗୋଟିଏ ଯୁବକ ନିଜର ନର୍ସିଂ ସ୍କୁଲର ସହପାଠୀଙ୍କୁ ପ୍ରେମ ନିବେଦନ କରିଥିଲେ । ହେଲେ ସହପାଠୀ ରାଜି ନ ହେବାରୁ ତାଙ୍କୁ ଛୁରୀ…

୨୦୨୧ ଅଲିମ୍ପିକରେ ଆଥଲେଟମାନଙ୍କୁ ଦିଆଯିବ ଏକ ଲକ୍ଷ ୬୦ ହଜାର କଣ୍ଡୋମ୍, ମାତ୍ର ବ୍ୟବହାର ନେଇ ରହିଛି ଏହିସବୁ ନିର୍ଦ୍ଦେଶ

ଟୋକିଓ: ୨୦୨୧ ଅଲିମ୍ପିକ୍ ଜାପାନର ଟୋକିଓ ସହରରେ ଆୟୋଜିତ ହେବ । ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । କରୋନା କାଳରେ ଅଲିମ୍ପିକ୍ ପରି ବୃହତ କ୍ରୀଡ଼ା ଇଭେଣ୍ଟର ଆୟୋଜନ କରିବା ଅଲିମ୍ପିକ୍ କମିଟି ପାଇଁ ଏକ…

୨ ବର୍ଷ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ବ୍ୟାନ୍ କଲା ଫେସବୁକ୍

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଶୁକ୍ରବାର ଫେସବୁକ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ଟ୍ରମ୍ପଙ୍କ ଫେସବୁକ୍ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସ୍ଥଗିତ କରାଯାଇଛି । ସେ…

ରୋମାଞ୍ଚଭରା ଭିଡିଓ ସୁଟିଂ ପାଇଁ ପାଗଳାମିର ସୀମା ଟପିଲା: ୨୦୦ ଫୁଟ ଉଚ୍ଚରୁ ତଳକୁ ଡେଇଁଲେ ଯୁବକ, ତା’ପରେ ଶରୀରରୁ ଅଲଗା ହେଲା….

ଲଣ୍ଡନ:  ଜୀବନରେ ଖୁସି ପାଇବା ପାଇଁ ସମସ୍ତେ ଚାହାନ୍ତି । ମାତ୍ର ବେଳେବେଳେ ଅତ୍ୟଧିକ ରୋମାଞ୍ଚକର ହୋଇ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି । ଏକ ଆକର୍ଷଣୀୟ ଭିଡିଓ ସୁଟିଂ କରିବା ଖୁସିରେ ଜଣେ ଯୁବକ…

୩୭.୨୭ ଲକ୍ଷରେ ପହଞ୍ଚିଲା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୨୭ ହଜାର ୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୩୩ ଲକ୍ଷ ୧୮…

ଇଂଲଣ୍ଡରେ ଭାରତୀୟ କ୍ରିକେଟରଙ୍କ ପାଇଁ କଠୋର ହେଲା କ୍ୱାରେଣ୍ଟାଇନରେ କଟକଣା: ୩ ଦିନ ପର୍ଯ୍ୟନ୍ତ ପରସ୍ପର ମିଳାମିଶା କରି ପାରିବେ ନାହିଁ

ଲଣ୍ଡନ (ଓଡ଼ିଶା ଭାସ୍କର) : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ ଜାରି ହୋଇଛି କଡା କଟକଣା । ତିନିଦିନ ଅତି କଠୋର କ୍ୱାରେଣ୍ଟାଇନରେ ରହିବା ସହ କୌଣସି ଖେଳାଳି ସାଥୀ ଖେଳାଳିଙ୍କ ସହ ମିଳାମିଶା…

ମରିସସ୍ ର ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା

ନୂଆଦିଲ୍ଲୀ: ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଭାରତ ସରକାର ଆସନ୍ତା କାଲି ଶନିବାର ଦିନ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସମ୍ପର୍କରେ…

୧୨ରୁ ୧୫ ବର୍ଷର ପିଲାଙ୍କୁ ଦିଆଯିବ ଫାଇଜର୍ ଟିକା, ବ୍ରିଟେନ୍ ସରକାରଙ୍କ ବଡ଼ ଘୋଷଣା

ଲଣ୍ଡନ: କରୋନା ମହାମାରୀର ଦ୍ୱିତୀୟ ଲହର ବ୍ୟାପୁଥିବା ବେଳେ ଏହା ମଧ୍ୟରେ ବୈଜ୍ଞାନିକ ମାନେ ତୃତୀୟ ଲହର ବ୍ୟାପିବା ସଂକ୍ରାନ୍ତରେ ଆଗୁଆ ସଚେତନ କରିସାରିଲେଣି । ଏଥିରେ ବିଶେଷ କରି ପିଲାମାନଙ୍କ ପ୍ରତି ଅଧିକ ବିପଦ ଥିବା…

ପିଲାଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହେବ ଫାଇଜର୍ ଟିକା, ଜାଣନ୍ତୁ କଣ କହିଲେ AIIMS ମୁଖ୍ୟ…

ନୂଆଦିଲ୍ଲୀ: ଦେଶରେ ଲାଗି ରହିଛି କରୋନାରୁ ମୁକ୍ତି ପାଇବାର ଚିନ୍ତା । ସରକାରଠୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ମହାମାରୀ କବଳରୁ ମୁକୁଳିବାକୁ ଉପାୟ ଖୋଜୁଛନ୍ତି । ଇତିମଧ୍ୟରେ ଦେଶରେ ଚାଲିଛି…