Browsing Category

ବିଦେଶ

ପରମାଣୁ କ୍ଷମତା ବିସ୍ତାର କରି ଆମେରିକାକୁ ଟକ୍କର ଦେବ ଚୀନ ! ନିର୍ମାଣ କରୁଛି ୧୦୦ କ୍ଷେପଣାସ୍ତ୍ର ଆଡ୍ଡା

ନୂଆଦିଲ୍ଲୀ : ସୁପରପାୱାର ଆମେରିକାକୁ ପ୍ରତିଟି କ୍ଷେତ୍ରରେ ଟକ୍କର ଦେବାକୁ ଚୀନ ଯଥା ସମ୍ଭବ ଉଦ୍ୟମ ଚଳାଇଛି । ଆମେରିକା ସହ ସମକକ୍ଷ ହେବାର ସ୍ୱପ୍ନ ଦେଖୁଥିବା ଚୀନ ନିଜର ପରମାଣୁ ଶକ୍ତି କ୍ରମାଗତ ବଢାଇବାରେ ଲାଗିଛି ।…

ବିଶ୍ୱରେ ପୁଣି ଭୟଙ୍କର ରୂପ ନେଉଛି କରୋନା, ଋଷରେ ଗୋଟିଏ ଦିନରେ ପ୍ରାଣ ହରାଇଲେ ସର୍ବାଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଟିକାକରଣକୁ ଜୋରଦାର୍ କରାଯାଇଥିବା ବେଳେ ଏବେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ଭାରତରେ ତାଣ୍ଡବ କରୁଥିବା ଡେଲଟା ଭାରିଆଣ୍ଟ ଏବେ ବିଶ୍ୱର ୧୦୦ଟି ଦେଶରେ ପହଞ୍ଚିସାରିଛି…

ୟୁରୋପୀୟ ୟୁନିଅନର ୯ ଦେଶରେ କୋଭିସିଲଡ ନେଇଥିବା ବ୍ୟକ୍ତି କରିପାରିବେ ଯାତ୍ରା

ନୂଆଦିଲ୍ଲୀ: ୟୁରୋପୀୟ ୟୁନିଅନର ୯ଟି ଦେଶ ଭାରତରେ ନିର୍ମିତ କୋଭିସିଲଡ୍ ଭାକ୍ସିନକୁ ଅନୁମୋଦନ ଦେଇଛନ୍ତି । ଆଷ୍ଟୋନିଆ ମଧ୍ୟ କୋଭିସିଲଡ୍ ସହ ଅନ୍ୟ ଭାରତୀୟ ଭାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି । ଭାରତର ଅସନ୍ତୋଷ ପ୍ରକାଶ…

ବିନା ଛୁଞ୍ଚିରେ ମିଳିବ କରୋନା ଟିକା; ଜରୁରିକାଳୀନ ବ୍ୟବହାର ନେଇ କମ୍ପାନୀର ଆବେଦନ

ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳୁଥିବା କରୋନା ଟିକା ଗୁଡିକ ଇଞ୍ଜେକ୍ସନ୍ ଭାବରେ ପ୍ରଦାନ କରାଯାଉଛି । ତେବେ ନିକଟରେ ଏପରି ଏକ ଟିକା ବିକଶିତ ହୋଇଛି ଯାହାକୁ ବିନା ଇଞ୍ଜେକ୍ସନରେ ପ୍ରଦାନ କରାଯାଇପାରିବ ।…

ଡେଲଟା ଭାରିଆଣ୍ଟ ଭୟରେ ପୁଣି ମାସ୍କ ପିନ୍ଧିବ ଆମେରିକା!

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ଶକ୍ତିଶାଳୀ ରାଷ୍ଟ୍ର ନିଜର ୯୦ ପ୍ରତିଶତ ନାଗରିକଙ୍କ ଟିକାକରଣ କରିସାରିଛି । ତେଣୁ ବାଇଡେନ୍ ସରକାର ମାସ୍କ ଫ୍ରୀ ରାଷ୍ଟ୍ର ଘୋଷଣା କରିଛନ୍ତି ।…

ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର) : କରୋନା ସଂକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛି ଡିଜିସିଏ । ବୁଧବାର ଏନେଇ ଘୋଷଣା କରାଯାଇଛି । ଏହା ପୂର୍ବରୁ ଜୁନ୍‌ ୩୦…

ଭାରତ ବାୟୋଟେକ୍ ସହ ଚୁକ୍ତି ରଦ୍ଦ କଲେ ବ୍ରାଜିଲ୍ ସରକାର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ମହାମାରୀ ବିରୋଧରେ ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ବ୍ରାଜିଲ ସରକାର । ନିଜ ନାଗରିକଙ୍କ ପାଇଁ ଭାରତ ବାୟୋଟେକ ପାଖରୁ କିଣିବାକୁ ଥିବା ୩୨ କୋଟି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୬୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬୨ ହଜାର ୩୮୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୯ ଲକ୍ଷ ୬୨…

୧ ଘଣ୍ଟା ମୋବାଇଲରେ ଗେମ୍‌ ଖେଳି ୧.୩ ଲକ୍ଷ ଟଙ୍କା ଉଡାଇ ଦେଲା ନାବାଳକ ପୁଅ, କାର୍‌ ବିକ୍ରି ବିଲ୍‌ ପୈଠ କଲେ ବାପା

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର):  ଇଂଲଣ୍ଡର ଜଣେ ୭ ବର୍ଷୀୟ ବାଳକ ମାତ୍ର ୧ ଘଣ୍ଟା ମୋବାଇଲରେ ଗେମ୍‌ ଖେଳି ୧,୮୦୦ ଡଲାର ଅର୍ଥାତ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିପାଇଁ ତାଙ୍କ ବାପା ନିଜ କାର୍‌ ବିକ୍ରି କରି…

ଅଶ୍ଲୀଳ କଣ୍ଟେଣ୍ଟ ପ୍ରତ୍ୟାହାର ନକଲେ କାର୍ଯ୍ୟାନୁଷ୍ଠାନ; ଟ୍ୱିଟ୍ଟରକୁ ମହିଳା କମିଶନଙ୍କ ଚେତାବନୀ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଟ୍ୱିଟ୍ଟର ନିମନ୍ତେ ଏକ ପତ୍ର ଲେଖିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏହି ମାଇକ୍ରୋ ବ୍ଲଗିଂ ସାଇଟରେ ରହିଥିବା ସମସ୍ତ ଅଶ୍ଲୀଳ ଶୀର୍ଷକ ହଟାନଗଲେ…