Browsing Category

ବିଦେଶ

୧୪ ବର୍ଷ କୋମାରେ ରହିବା ପରେ ମହିଳା ହେଲେ ଗର୍ଭବତୀ, ଜାଣନ୍ତୁ ତା’ପରେ କ’ଣ ହେଲା

କୋମାରେ ରହିବା ପରେ ଜଣେ ବ୍ୟକ୍ତି ପୁନର୍ବାର ଜୀବିତ ଅବସ୍ଥାକୁ ଫେରିବା ଆପଣମାନେ ଶୁଣିଥିବେ । କିନ୍ତୁ କୋମାରେ ରହିବା ପରେ ଜଣେ ମହିଳା ଗର୍ଭବତୀ ହୋଇଛନ୍ତି ବୋଲି ଆପଣ କେବେ ଶୁଣିଛନ୍ତି କି? ଘଟଣାଟି କିନ୍ତୁ ସତ ।…

ଦୁନିଆର ସବୁଠାରୁ ବଡ଼ ଆତ୍ମହତ୍ୟା: ଏକସଙ୍ଗେ ଜୀବନ ହାରିଥିଲେ ୯୦୦ରୁ ଅଧିକ ଲୋକ

୨୦୧୮ ମସିହାରେ ଦେଶର ରାଜଧାନୀ ଦିଲ୍ଲୀରେ ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଦିଲ୍ଲୀର ବୁରାରୀରେ ରହୁଥିବା ଏକ ପରିବାରର ୧୧ ଜଣ ସଦସ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସୁଇସାଇଡ୍ କରିଥିଲେ । ଏହି ଘଟଣାଟି ସେତେବେଳେ…

୨୦୨୧ ହେବ ମୃତ୍ୟୁର ବର୍ଷ, ଭାରତରେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ, ୧୫ା୫: ବର୍ତ୍ତମାନ ଭାରତର କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ତିନି ଲକ୍ଷରୁ ଅଧିକ ପଜିଟିଭ୍ ଲଗାତାର ଭାବେ ଚିହ୍ନଟ ହେଉଛନ୍ତି ।…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୭୦ ହଜାର ପାର

ନୂଆଦିଲ୍ଲୀ, ୧୫ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୭୦ ହଜାର ୭୬୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

୨୬ ମିଲିୟନ ଡଲାରର ଲଟେରୀ ପୁରସ୍କାର ହରାଇଲେ ମହିଳା

ନରୱାକ, ୧୪/୫: ୨୬ ମିଲିୟନ୍ ଡଲାରର ଲଟେରୀ  ପୁରସ୍କାର ଜତିବାର ସୁଯୋଗକୁ ପାଣିରେ ପକାଇଦେଇଛନ୍ତି ଜଣେ ମହିଳା  ।  କିଛି ଏଭଳି ଘଟଣା ଦଖିବାକୁ ମିଳିଛି ଆମେରିକାର କାଲିଫର୍ଣ୍ଣିଆର ନରୱାକରେ । ନଭେମ୍ବର ୧୪ ଜଣେ…

ତୃତୀୟ ଥର ପାଇଁ ନେପାଳ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ କେପି ଶର୍ମା ଓଲି

କାଠମାଣ୍ଡୁ, ୧୪/୫: ଶୁକ୍ରବାର ତୃତୀୟ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି କେପି ଶର୍ମା ଓଲି । ଗୁରୁବାର ଦିନ ବିରୋଧୀ ଦଳ ସଂସଦରେ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହେବାପରେ ଓଲିଙ୍କୁ…

ପୁଣି ହସ୍ପିଟାଲରେ ଅକ୍ସିଜେନର ଅଭାବ: ଗୋଟିଏ ସପ୍ତାହରେ ୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୪ା୫: ପୁଣି ଅକ୍ସିଜେନର ଅଭାବ ରୋଗୀଙ୍କର ମୃତ୍ୟୁର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ଗୋଆରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ…

୧୦୦ ମହିଳାଙ୍କ ସ୍ୱାମୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ୬୬ ବର୍ଷିୟ ସୈନିକ: ଏବେ ସୁଦ୍ଧା କଲେଣି ୧୬ଟି ବିବାହ

ଜିମ୍ବାୱେ, ୧୪ା୫ : ପୋଥି ପୁରାଣରେ ଆମେ ଶୁଣିଛେ ଯେ, ଗୋଟିଏ ପୁରୁଷ ଏକାଧିକ ବିବାହ କରିଥାନ୍ତି । ଆଉ ତାହାପୁଣି ପରିବାରର ସହମତରେ । ହେଲେ ଆଜିକା ସମୟରେ ଏହା ସମ୍ଭବ ନୁହେଁ । କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁ…

ଦାମ୍ ନେଉଛି ଅଧିକ, କିନ୍ତୁ ଭାରତକୁ ନିମ୍ନମାନର ଅକ୍ସିଜେନ କନସେନଟ୍ରେଟର ପଠାଉଛି ଚୀନ୍

ନୂଆଦିଲ୍ଲୀ, ୧୪ା୫: କରୋନାର ଉତ୍ପତ୍ତି ଚୀନରୁ ହୋଇଛି ବୋଲି ସମଗ୍ର ବିଶ୍ୱରେ ଗତବର୍ଷ ଖୁବ୍ ଜୋରରେ ଚର୍ଚ୍ଚା ହୋଇଥିଲା । ସାହାଯ୍ୟ କରିବାର ବାହାନା କରି ଚୀନ ଭାରତକୁ ନିମ୍ନମାନର ମାସ୍କ, ସାନିଟାଇଜର ଆଦି ପଠାଇଥିଲା ।…