CHARIDHAM
Browsing Category

ଦେଶ

NDA ପାଖରେ ବହୁମତ, ପୁଣି ବିରୋଧୀ କାହା ଦମରେ କରୁଛି ବିଜୟର ଦାବି? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଆଜି ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ହେବ। ଏନଡିଏ ମେଣ୍ଟ ସିପି ରାଧାକୃଷ୍ଣ ଏବଂ ଇଣ୍ଡିଆ ମେଣ୍ଟ ବି ସୁଦର୍ଶନଙ୍କୁ ପ୍ରାର୍ଥୀ ଭାବେ ଠିଆ କରିଛନ୍ତି। ଏମିତିରେ ଏହି…

କେବଳ ମଦ୍ୟପାନ ନହେଁ, ଯୁବପିଢିଙ୍କର ଲିଭର ସିରୋସିସର ଏ ହେଉଛି ବଡ଼ କାରଣ; ସତର୍କ କଲେ ଡାକ୍ତର, ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା

ଓଡ଼ିଶା ଭାସ୍କର: ଲିଭର ସିରୋସିସ୍ କେବଳ ମଦ୍ୟପାନ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଯୁବ ବୟସ୍କଙ୍କ ମଧ୍ୟରେ ଏହି ମାରାତ୍ମକ ରୋଗର ଅନେକ କାରଣ ରହିଛି। ଯଦିଓ ସମଗ୍ର ବିଶ୍ୱରେ ଲିଭର ସମସ୍ୟାରୁ ହେଉଥିବା ମୋଟ ମୃତ୍ୟୁର 20%…

(Video) ହଠାତ୍ ହସ୍ପିଟାଲରେ ପହଞ୍ଚିଲେ ରୋହିତ ଶର୍ମା, ଚିନ୍ତାରେ ଫ୍ୟାନ୍ସ..

ନୂଆଦିଲ୍ଲୀ: ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେବା ପରେ, ରୋହିତ ଶର୍ମା ଏବେ ନିଜକୁ ODI ପାଇଁ ପ୍ରସ୍ତୁତ କରୁଛନ୍ତି। ନିକଟରେ ରୋହିତ BCCIର Bronco ଏବଂ ୟୋ-ୟୋ ପରୀକ୍ଷା ମଧ୍ୟ ପାସ୍ କରିଛନ୍ତି। ଅକ୍ଟୋବରରେ…

ଆଜିଠୁ Asia Cup 2025: କେବେ, କେଉଁଠି ଓ କିପରି ଦେଖିବେ LIVE Streaming? ଜାଣନ୍ତୁ ସମ୍ପୁର୍ଣ୍ଣ ବିବରଣୀ…

ନୂଆଦିଲ୍ଲୀ:  ଆଜିଠୁ ଆରମ୍ଭ Asia Cup 2025ର ମହାମୁକାବିଲା । ଯଦିଓ ଏସିଆ କପ୍ ସେପ୍ଟେମ୍ବର 9 ଆର୍ଥାତ ଆଜିଠୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଭାରତୀୟ କ୍ରିକେଟ୍ ଦଳ ଗୋଟିଏ ଦିନ ପରେ ସଂଯୁକ୍ତ ଆରବ ଏମିରାତ (UAE)…

GEN-Z ଠୁ ହାରିଲା ନେପାଲ ସରକାର; ସୋସିଆଲ ମିଡିଆରୁ ହଟାଇଲେ ବ୍ୟାନ୍, ‘ପଶ୍ଚାତାପ ନାହିଁ’ କହିଲେ ମନ୍ତ୍ରୀ

ନେପାଳ: ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ପୃଥ୍ୱୀ ସୁବା ଗୁରୁଙ୍ଗ କହିଛନ୍ତି ଯେ, ସୋମବାର (8 ସେପ୍ଟେମ୍ବର 2025) ରେ ଅନୁଷ୍ଠିତ କ୍ୟାବିନେଟ…

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆଜି, ସିପି ରାଧାକୃଷ୍ଣନ VS ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରୁ କିଏ ଜିତିବ

ନୂଆଦିଲ୍ଲୀ: ଆଜି ଭାରତର ଉପରାଷ୍ଟ୍ରପତି ନିର୍ବାଚନ। ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆଜି ଭୋଟ ଦେବେ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ, ଶାସକ NDA ମେଣ୍ଟରୁ…

ହାଇଟ୍, ରଙ୍ଗ ପାଇଁ ଇଣ୍ଡଷ୍ଟ୍ରିରୁ ହୋଇଥିଲେ ଆଉଟ୍; 3 ଖାନଙ୍କ ସହ ପରଦାରେ ହେଲେ ହିଟ, ଏବେ ସମ୍ଭ୍ରାନ୍ତ ପରିବାରର ବୋହୂ…

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରିରେ, ସୌନ୍ଦର୍ଯ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କଟୁ ସତ୍ୟକୁ ଗ୍ରହଣ କରିବା ବହୁତ କଷ୍ଟକର। ଅନେକ ଇନସାଇଡର ଏବଂ ଆଉଟସାଇଡର ଝିଅଙ୍କୁ ଫିଲ୍ମ ଜଗତରେ ନିଜର ପ୍ରତିଭା ଦେଖାଇବାର…

୭୪ ବର୍ଷର ସ୍ତ୍ରୀକୁ ଜୀବନରୁ ମାରିଦେଲା ସ୍ୱାମୀ, ପରେ ନିଜେ ପ୍ରାଣ ହାରିବାକୁ ଉଦ୍ୟମ

ମୁମ୍ବାଇ: ସ୍ୱାମୀ- ସ୍ତ୍ରୀ ସମ୍ପର୍କ ଠୁ ବଡ଼ କିଛି ନାହିଁ। ସାତ ଜନ୍ମର ସାଥୀ। ବାହା ବେଦୀରେ ଏକାଠି ବଞ୍ଚିବା ଏବଂ ମରିବା ପାଇଁ ଶପଥ ନିଅନ୍ତି। ସେମାନେ ବୃଦ୍ଧାବସ୍ଥାରେ ପରସ୍ପର ପାଇଁ ଏକ ବଡ଼ ସାହାରା ହୋଇଥାନ୍ତି। …

(Video) ୫୨ ବର୍ଷରେ MBA ପାସ୍ କଲେ ବାପା, ପୁଅ ଖୁସି ହୋଇ ଏମିତି ଦେଲା ସରପ୍ରାଇଜ୍‌, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: 'ବୟସ କେବଳ ଏକ ସଂଖ୍ୟା !!' ଆପଣ ଏହି ଧାଡିଟି ଅନେକ ଥର କହିଥିବେ ଏବଂ ଶୁଣିଥିବେ। କିନ୍ତୁ ମୁମ୍ବାଇର 'ମୈତ୍ରେ ସାଥେ' ନାମକ ଜଣେ 52 ବର୍ଷୀୟ ବ୍ୟକ୍ତି ଏହାକୁ ପ୍ରମାଣିତ କରିଛନ୍ତି। ସେ MBA ଡିଗ୍ରୀ ହାସଲ…

ଶୁଭମନ୍ ଗିଲଙ୍କ ଖୁଲାସା ! କାହାକୁ ଭଲ ବନ୍ଧୁ ଓ କ୍ରିକେଟର କହିଲେ ଗିଲ? ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ: ଶୁଭମନ୍ ଗିଲଙ୍କ ବଡ଼ ଖୁଲାସା । କାହା ସହିତ ଗିଲ୍‌ର ଦୋସ୍ତି ସବୁଠାରୁ ଅଧିକ? କାହାକୁ କହିଲେ ନିଜର ପ୍ରିୟତମ କ୍ରିକେଟର୍? ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କ୍ରିକେଟର ପ୍ରତ୍ୟେକ ଫର୍ମାଟରେ…