CHARIDHAM
Browsing Category

ଦେଶ

ମୁମ୍ବାଇରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଏଣ୍ଟ୍ରି: ପାଣିପାଗ ବିଭାଗ ଦେଲା ସୂଚନା

ମୁମ୍ବାଇ: ମୁମ୍ବାଇରେ ପାଦ ଥାପିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପ୍ରଭାବରେ ମୁମ୍ବାଇ ସମେତ କୋଙ୍କଣ ଆଦି ଅଧିକାଂଶ ସ୍ଥାନ ସହିତ ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ମେସୁମୀ ପ୍ରବାହିତ ହେଉଛି…

ଏହି ଗ୍ରାମରେ ହୋଇନାହିଁ ଆଜି ପର୍ଯ୍ୟନ୍ତ ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ପ୍ରାର୍ଥୀ

ନିର୍ବାଚନ କହିଲେ ସାଧାରଣତଃ ପ୍ରାର୍ଥୀ-ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ଲଢ଼େଇକୁ ବୁଝାଏ । କେଉଁ ପ୍ରାର୍ଥୀ ଅଧିକ ଭୋଟ ପାଉଛି, କେଉଁ ପାର୍ଥୀ ହାରୁଛି ତାକୁ ନେଇ ମନରେ ଉତ୍ସୁକତା ରହିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତୁ ଆମ…

ଓଡିଆ ଝିଅଙ୍କ କମାଲ: ମିସେସ୍ ୟୁନିଭର୍ସ କାନାଡା ଟାଇଟଲ ଜିତି ଆଣିଲେ ଗୌରବ

ଜୟପୁର(ସତ୍ୟ ନାରାୟଣ ସାହୁ): କାନାଡାରେ ଯାଇ ଓଡିଶା ପ୍ରଦେଶର ଟେକ ରଖଛନ୍ତି ମିତାଲି । ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ଜିତି ରାଜ୍ୟ ପାଇଁ ପାଲଟିଛନ୍ତି ଗୌରବର ବିଷୟ । ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ…

ରାଜ୍ୟସଭା ନିର୍ବାଚନ: ବିଜେପିକୁ ଚାରୋଟି ସିଟ୍ କ୍ଷତି, ତିନି ଅଙ୍କ ଏବେ ବହୁ ଦୂର

ନୂଆଦିଲ୍ଲୀ: ସଂପନ୍ନ ହୋଇଛି ରାଜ୍ୟସଭା ନିର୍ବାଚନ। ତେବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଯେତିକି ସିଟ୍ ଜିତିବ ବୋଲି ଆଶା କରୁଥିଲା ତାହା ସଫଳ ହୋଇ ନାହିଁ। ଚଳିତ ବର୍ଷ ଏପ୍ରିଲରେ ସଂସଦଦର ଉଚ୍ଚସଦନରେ ବିଜେପିର…

ଟ୍ରାକ୍ଟର କିଣିବା ଉପରେ 50% ସବସିଡି ଦେବେ ସରକାର, ଜାଣନ୍ତୁ କିପରି ଉଠାଇବେ ଏହି ଯୋଜନାର ଫାଇଦା

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଚାଷୀଙ୍କ ଆୟ ବୃଦ୍ଧି ତଥା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ମୋଦୀ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ପିଏମ କିସାନ ଯୋଜନା ଅଧୀନରେ ବାର୍ଷିକ ୬୦୦୦ ଟଙ୍କା…

ଉଦ୍ଧବ ଠାକରେଙ୍କ ନାକ ତଳୁ ଗୋଟିଏ ସିଟ୍ ଛଡାଇ ନେଲେ ଫଡଣବିସ, ଶିବସେନା ଆବାକ୍

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ସରକାରକୁ ଶକ୍ତ ଝଟକା। ବିରୋଧୀ ଦଳ ବିଜେପି ଶାସକ ଶିବସେନା, ଏନସିପି ଏବଂ କଂଗ୍ରେସର ମହା ବିକାଶ ଅଘାଡି ମେଣ୍ଟକୁ ଝଟକା ଦେଇ ରାଜ୍ୟସଭାର ଛଅଟି ସିଟରୁ…

ପଶ୍ଚିମବଙ୍ଗକୁ ଜଳିବାରୁ ବଞ୍ଚାନ୍ତୁ, ଅମିତ୍ ଶାହଙ୍କୁ ଚିଠି ଲେଖି ଭାବୁକ ଅପିଲ୍ କଲେ ବିଜେପି ସାଂସଦ

କୋଲକାତା: ପଶ୍ଚିମବଙ୍ଗକୁ ଜଳିବାରୁ ବଞ୍ଚାନ୍ତୁ। ଏମିତି ଅପିଲ୍ କରି ଶନିବାର କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ଉପ ସଭାପତି ସୌମିତ୍ର ଖାନ। ଖାନ…

ରାଜ୍ୟସଭା ନିର୍ବାଚନ: ହରିୟାଣାରେ କଂଗ୍ରେସ ବିଧାୟକ କଲେ କ୍ରସ୍ ଭୋଟିଂ, ହାରିଗଲେ ମାକେନ୍

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବିଜେପି ଏବଂ ଏହାକୁ ସମର୍ଥନ କରୁଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ହରିୟାଣାରୁ ଦୁଇଟି ରାଜ୍ୟସଭା ଆସନ ଜିତିଛନ୍ତି। ଶୁକ୍ରବାର ସକାଳେ ଦୁଇଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଆରମ୍ଭ ହେବାପରେ…

ରାଜ୍ୟସଭା ନିର୍ବାଚନ: ମହାରାଷ୍ଟ୍ରରେ ଶିବସେନାକୁ ବଡ ଝଟକା, ସଞ୍ଜୟ ପାୱାର ପରାଜିତ, ବିଜେପିକୁ ୩ ସିଟ୍

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ସରକାରରେ ଥିବା ଶିବସେନା, ଏନସିପି ଏବଂ କଂଗ୍ରେସ ଗଠବନ୍ଧନକୁ ଲାଗିଛି ବଡ଼ ଝଟକା। ରାଜ୍ୟସଭା ନିର୍ବାଚନରେ ଏଠାରେ ବିଜେପି ୬ରୁ ତିନି ଆସନରେ ବିଜୟ ହାସଲ କରିଛି। ପରାଜୟ ପରେ…

ପ୍ରଫେଟ୍‌ ମହମ୍ମଦ ମନ୍ତବ୍ୟ ବିବାଦ: ରାଞ୍ଚିରେ ହିଂସା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ, ୮ ଗୁରୁତର ଆହତ

ରାଞ୍ଚି(ଓଡ଼ିଶା ଭାସ୍କର): ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଦେଶରେ ଚାଲିଛି ହିଂସା କାଣ୍ଡ। ତେବେ ଗତକାଲି ଦେଶରେ ବିଭିନ୍ନ ରାଜ୍ୟରେ ନୂପୁର ଶର୍ମାଙ୍କ ଗିରଫ ଦାବିରେ ବିକ୍ଷୋଭ…